Loading...

ଅକ୍ଟୋବର 06 ତାରିଖ ଶନିବାର ଏହି ୪ଟି ରାଶି ଉପରେ ଶନି ଦେବା ହେଲେ ପ୍ରସନ ,ସବୁ କାମ ଆଜି ସଫଳ ହେବ

Loading...
0 142

ମେଷ

ଏହି ରାଶି ର ବ୍ୟକ୍ତି ମାନେ ନିଜର ମାନସିକ ଏକାଗ୍ରତା ବଢିବ ଓ କୈଣସି କ୍ଷେତ୍ର ରେ ଆପଣ ମିତ୍ର ଲାଭ କରିବେ । ଅନ୍ୟମାନେ ଆପଣଙ୍କ ପରାମର୍ଶ ଉପରେ ନିର୍ଭର କରନ୍ତୁ । ଯଦି କେହି ପ୍ରେମ ସଂମ୍ପର୍କ ରେ ଲିପ୍ତ ଥାଆନ୍ତି ତେବେ ଆପଣ ସଫଳ ହୋଇପାରନ୍ତି । ନିଜର ବୁଦ୍ଧିମତା କାରଣ ରୁ ସବୁବେଳେ ଆଗରେ ରହିବେ ।ଆପଣ ଙ୍କ ପାଇଁ ଆଜିର ଶୁଭ ରଙ୍ଗ ନାଲି । ଆପଣ ଆଜିର ଦିନ ରେ ଶନିଦେବ ଙ୍କୁ ଧ୍ୟନ କରନ୍ତୁ ବହୁତ ଭଲ ହେବ । ଏହା ସହିତ ଆପଣ ମାତା ପିତା ଙ୍କ କଥା ମାନନ୍ତୁ ।

ବୃଷ

ବୃଷ ରାଶିର ବ୍ୟକ୍ତି ବିଶେଷ ମାନଙ୍କ ସ୍ଵଭାବରେ ଉଗ୍ରତା ରହିବ ସେଥିପାଇଁ ବାଣୀ ଉପରେ ନିୟନ୍ତ୍ରଣ ରଖିବେ|ଦୈନିକ କାର୍ଯ୍ୟଗୁଡ଼ିକରେ ଅନୁକୂଳ ପରିସ୍ଥିତି ନିର୍ମିତ ହେବାରୁ ଆଶ୍ୱସ୍ତି ଅନୁଭବ କରିବେ। କାଧିକ ପର୍ଯ୍ୟଟନର ମଧ୍ୟ ଆୟୋଜନ ହେବାର ସମ୍ଭାବନା ଆପଣ ନିଜ ପରିବାର ଲୋକଙ୍କୁ ଅଧିକ ସମୟ ଦେବା ଉଚିତ ହେବ ।କର୍ମ କ୍ଷେତ୍ର ରେ ସମସ୍ଯା ଲାଗି ରହିବ ।ଆପଣ ଙ୍କ ପାଇଁ ଆଜିର ଶୁଭ ରଙ୍ଗ ହେଉଛି କଳା । ଓ ଆପଣ ଆଜିର ଦିନ ରେ ହୁନୁମାନ ଙ୍କ ଚାଳିଶା ର ଧ୍ୟନ କରନ୍ତୁ ବହୁତ ସଫଳ ମିଳିବ ।

ମିଥୁନ

ମିଥୁନ ରାଶି ର ବ୍ୟକ୍ତି ବିଶେଷ ମାନେ ଉଚ୍ଚ ଶିକ୍ଷା ଯୋଜନା ରେ ଆଗୁସାର ହେବାର ସୁଯୋଗ ପାଇବେ ।।ସକାଳେ ହିଁ ମିତ୍ରମାନଙ୍କ ସହିତ ବୁଲିବାକୁ, ଖାଇବା ପିଇବା ଏବଂ ମନୋରଞ୍ଜନରେ ଦିନ ବିତିବ।ବଚନ କୁ କୁସଳତା ଯୋଗ ନିଜକୁ ଉଚ୍ଛସ୍ଥିତି ରେ ସୁରକ୍ଷିତ ରଖିପାରିବା ସମ୍ଭବପର ଅଟେ ।ଅନେକ ଅସୁବିଧା କ୍ରମଶଃ ହ୍ରାସ ପାଇବାକୁ ନେଇ ଦୃଢ ଆସାବାଦୀ ଓ ମୋନବଳ ଯୁକ୍ତ ହେବେ ।ଆପଣ ଙ୍କ ପାଇଁ ଆଜିର ଶୁଭ ରଙ୍ଗ ହେଉଛି ଗୋଲାପୀ ଆଜିର ଦିନ ରେ କଳା କୁଆ କୁ ଖାଇବା ପାଇଁ ଦିନ୍ତୁ ତଥା ଆପଣଙ୍କ ଉପରେ ସନି ଦେବ ଙ୍କ ଭଲ ଦୃଷ୍ଟି ରହିଛି ।

କର୍କଟ

ଏହି ରାଶି ର ବ୍ୟକ୍ତି ବିଷେଶ ମାନେ ଆଜି ସବୁ ଚିନ୍ତିତରେ ଦୂରେଇ ଯାଇ ସଫଳତାକୁ ଉପଭୋଗ କରନ୍ତୁ । ପରିଶ୍ରମ ର ଫଳ ଭୋଗ କରିପାରିବେ ଓ ସଂତୁଷ୍ଟିତ ହେବେ । ବିବାଦ କ୍ଷେତ୍ର ରେ ସୁଫଳ ଓ ଚର୍ତୁପାର୍ଶ୍ବ ରୁ ବହୁତ ଭଲ ଖବର ଆସିବାର ସମ୍ଭାବନା ରହିଛି । ମୂଲ୍ୟ ବାନ ସମୟ କୁ ନଷ୍ଟ କରନ୍ତୁ ନାହିଁଧାର୍ମିକ ଜିନିଷ ଆଡକୁ ମନ ଟାଣିପାରେ ।।ଆପଣ ଙ୍କ ପାଇଁ ଆଜିର ଶୁଭ ରଙ୍ଗ ହେଉଛି ହଳଦିଆ । ଓ ଆପଣ ନିଜ ଜୀବନ ର କୈଣସି ଏକ ଭଲ କାର୍ଯ୍ଯ କରିବା ପାଇଂ ଜାଉଛନ୍ତି ।

ସିଂହ

ଏହି ରାଶି ର ବ୍ୟକ୍ତି ବିଶେଷ ମାନେ ଚାକିରି କ୍ଷେତ୍ର ରେ ଆପଣ ସଫଳ ହୋଇପାରନ୍ତି । ବିବାଦ କ୍ଷେତ୍ର ରେ ସୁଫଳ ଓ ଚର୍ତୁପାର୍ଶ୍ବ ରୁ ବହୁତ ଭଲ ଖବର ଆସିବାର ସମ୍ଭାବନା ରହିଛି । ନିଜର ଯୋଜନା ମୁତାବକ କାର୍ଯ୍ୟ କରି ଚାଲନ୍ତିୁ ନିଶ୍ଚିତ ସୁଫଳ ମିଳି ପାରିବ ।ଆୟ ଠାରୁ ବ୍ୟୟ ଅଧିକ ହୋଇପାରେ ପ୍ରେମ ସଂମ୍ପର୍କ ସୁଦୃଢ ରହିବ । ନୂଆ କାର୍ଯ୍ୟର ଶୁଭାରମ୍ଭ କରିବା ପାଇଁ ସମୟ ଅନୁକୂଳ ଅଟେ। ଆଜିର ଶୁଭ ରଙ୍ଗ ହେଉଛି କଳା ପ୍ରତିକାର ଆପଣ ଆଜି ଦିନ ରେ ଚନ୍ଦନ ଓ ହଳଦୀ କେଶ ରେ ଲଗାନ୍ତୁ । ବହୁତ ସଫଲ ମିଳିବ .

କନ୍ୟା

ଏହି ରାଶି ର ବ୍ୟକ୍ତି ବିଶେଷ ମାନେ ଆପଣଙ୍କ ଅନ୍ତରଙ୍ଗ ମୁହୁର୍ତ ଆପଣଙ୍କ ବନ୍ଧୁ ଙ୍କ ସହିତ କଟାଇବାକୁ ଯାଉଛନ୍ତି । ଯାହା ଆପଣଙ୍କୁ ଅଧିକ ପ୍ରୋତ୍ସାହିତ କରିବ।ଗୃହ ବିବାଦର ସମାଧାନ ବାହାରିବ।ଉଚ୍ଚ ଶିକ୍ଷା ଯୋଜନା ରେ ଆଗୁସାର ହେବାର ସୁଯୋଗ ପାଇବେ ।ଆପଣ ଙ୍କ ପାଇଁ ଆଜିର ଦିନ ଘାତ ଚନ୍ଦ୍ର ଅଛି । ଆଜିର ଶୁଭ ରଙ୍ଗ ହେଉଛି ନୀଳ । ଆପଣ ଆଜି ଦିନ ରେ ହନୁମାନ ଙ୍କ ଧ୍ୟନ କରନ୍ତୁ ଓ ତାଙ୍କୁ ସିନ୍ଦୁର ଦାନ କରନ୍ତୁ ବହୁତ ଲାଭ ମିଳିବ ।

ତୁଳା

ତୁଳା ରାଶି ର ବ୍ୟକ୍ତି ବିଶେଷ ଆପଣ ଙ୍କ ମନ ର ଚିନ୍ତା ଧାରା ବଢି ପାରେ । ବନ୍ଧୁ ଙ୍କ ସହ ଝଗଡା ହେବାର ସମ୍ଭାବନା ରହିଛି ପାରିବାର ଏକା ହେବାର ସମୟ ରହିଛି ।ଦୁର ଯାତ୍ରା କରିବାର ସମ୍ବାବନା ରହିଛି ।ଆବଶ୍ୟକ କାମ ପଛରେ ଧନ ଖର୍ଚ୍ଚ ହେବ।କାମରେ ସନ୍ତୋଷର ଭାବନା ଆସିବ। ବୃଦ୍ଧବୃଦ୍ଧାଙ୍କର ସେବାକରୀ ଖାଇବାକୁ ଦିଅନ୍ତୁ।ଆଜିର ଶୁଭ ରଙ୍ଗ ହେଉଛି ଆକାଶି । ଆଜିର ଦିନ ରେ ମାଁ ତାରୀଣି ଙ୍କୁ ପୂଜା କରିବା ସହିତ ନଡିଆ ପ୍ରଦାନ କରନ୍ତୁ ବହୁତ ସୁଫଳ ମିଳିବ । ଆପଣ ଙ୍କ ପାଇଁ ଆଜିର ଶୁଭ ରଙ୍ଗ ହେଉଛି ନୀଳ । ପ୍ରତିକାର ବୈଶ୍ନବି ଙ୍କ ମନ୍ତ୍ର ଉଚାରଣ କଲେ ସୁଫଳ ମିଳିବ ।

ବିଛା

ଏହି ରାଶି ର ବ୍ୟକ୍ତି ମାନେ ଶିକ୍ଷା କ୍ଷେତ୍ରରେ ଆଦୃତି ମମ୍ମାନ ପ୍ରତିଷ୍ଠା ଲାଭ ଭଳି ପ୍ରେରଣା ଦାୟୀ ସୁଯୋଗ ଆସି ପାରେ ।କୈଣସି ଦିଗ ରୁ ସାହାଯ୍ଯ ଓ ସହଯୋଗ ପ୍ରାପ୍ତି ନଘଟିଲେ ବି ବାଟ ଚାଲିବାର ତୃପ୍ତି ଆଶ୍ବାଦନ କରିବା ନିଶ୍ଚିତ । ଆପଣଙ୍କ ମନରେ ଅଶାନ୍ତି ଦେଖାଜାଇପାରେ ନିଜର କୈଣସି କାଳ୍ପନିକ ମନଭାବ ଯୋଗୁଁ ଆପଣ ବସ୍ତତା ହୋଇପାରନ୍ତି ।ଆଜିର ଶୁଭ ରଙ୍ଗ ହେଉଛି ଧଳା ଆପଣ କିଛି ଗୁଡ ଓ ରୁଟି ମିଶା ଖାଦ୍ୟ ଗାଈ କୁ ଖାଇବା ପାଇଁ ଦିଅନ୍ତୁ ।

ଧନୁ

ଏହି ରାଶି ର ବ୍ୟକ୍ତି ବିଶେଷ ଆପଣ ଙ୍କ ପାଇଁ ଆଜିର ଦିନ ଟି ଖୁବ୍ ଭଲ ରହିଛି । ଆପଣଙ୍କ ଅନ୍ତରଙ୍ଗ ମୁହୁର୍ତ ଆପଣଙ୍କ ବନ୍ଧୁ ଙ୍କ ସହିତ କଟାଇବାକୁ ଯାଉଛନ୍ତି । ନୈରାଶ୍ୟ, ଅର୍ଥାଭାବ ଓ ଦୁଃସମ୍ବାଦ ପ୍ରାପ୍ତିହେବ। ଏକାଧିକ ପର୍ଯ୍ୟଟନର ମଧ୍ୟ ଆୟୋଜନ ହେବାର ସମ୍ଭାବନା । ଅଦାଲତ ସମ୍ବନ୍ଧୀୟ ସମସ୍ୟାର ଫଳାଫଳ ଆପଣଙ୍କ ସପକ୍ଷରେ ହୋଇପାରେ । ଆପଣଙ୍କ ପାଇଁ ଆଜିର ଶୁଭ ରଙ୍ଗ କଳା । ଓ ଆପଣ ଏହି ଦିନ ରେ ଭଗବାନ ସନି ଙ୍କ ପାଖରେ ତେଲ ର ଅର୍ପଣ କରନ୍ତୁ ନିଶ୍ଚିତ ଭାବେ ସୁଫଳ ମିଳିବ ।

ମକର

ଏହି ରାଶି ର ବ୍ୟକ୍ତି ବିଶେଷ ମାନେ କୈଣସି ଦିଗ ରୁ ସାହାଯ୍ଯ ଓ ସହଯୋଗ ପ୍ରାପ୍ତି ନଘଟିଲେ ବି ବାଟ ଚାଲିବାର ତୃପ୍ତି ଆଶ୍ବାଦନ କରିବା ନିଶ୍ଚିତ ।ଯଦି କେହି ପ୍ରେମ ସଂମ୍ପର୍କ ରେ ଲିପ୍ତ ଥାଆନ୍ତି ତେବେ ଆପଣ ସଫଳ ହୋଇପାରନ୍ତି । ଯଥେଷ୍ଟ ଆର୍ଥିକ ଉନ୍ନତି ଘଟିବ ଓ କର୍ମକ୍ଷେତ୍ରରେ ଶୁଭ ଫଳ ପାଇବେ। ମହିଳାମାନଙ୍କ ଚାକିରିରେ ପଦୋନ୍ନତିସହ ଆର୍ଥଲାଭ ହେବ ଆପଣ ଙ୍କ ପାଇଁ ଆଜିର ସୁଭ ରଙ୍ଗ କଳା ।

କୁମ୍ଭ

କୁମ୍ଭ ରାଶି ର ବ୍ଯକ୍ତି ବିଷେଶ ମାନେ ଉଚ୍ଛବର୍ଗ ର ଲୋକ ମାନଙ୍କ ସେହ୍ନ ଶ୍ରଦ୍ଧା ଭାଜନ କରିବେ । ଅଧ୍ୟୟନ ଅଭିବୃଦ୍ଧି ଯୋଗ ରହିଛି ।କୈଣସି ଜାଗା ମନଙ୍କରେ କରିଥିବା ନିବେଷ ରୁ ଟଙ୍କା ଅସୁରକ୍ଷିତ ରହିପାରେ ।ଆଗରୁ ସାଇତି ରଖିଥିବା କିଛି ପୁରୁଣା ଜିନିଷ କ୍ଷେତି ହେବର ସମ୍ଭାବନା ରହିଛି ।ପ୍ରତ୍ୟେକ କାମ ବିଳମ୍ବିତ ସମୟରେ ହେବା କାରଣରୁ ବ୍ୟସ୍ତତା ବୃଦ୍ଧି ପାଇବ । ଆପଣଙ୍କ ପାଇଁ ଆଜିର ଶୁଭ ରଙ୍ଗ ନୀଳ ।

ମୀନ

ମୀନ ରାଶି ର ବ୍ୟକ୍ତି ବିଶେଷ ମାନେ ବିବାଦ କ୍ଷେତ୍ର ରେ ସୁଫଳ ଓ ଚର୍ତୁପାର୍ଶ୍ବ ରୁ ବହୁତ ଭଲ ଖବର ଆସିବାର ସମ୍ଭାବନା ରହିଛି । ବୁଦ୍ଧିମାନର ବ୍ୟକ୍ତି ସହିତ ମିଳାମିଶା ହୋଇପାରେ । ମହିଳାମାନଙ୍କର ବହୁତ ଦିନରୁ ଅଟକିଥିବା କାର୍ଯ୍ୟ ସମ୍ପନ୍ନ ହେବ । ପରିଶ୍ରମ ର ଫଳ ଭୋଗ କରିପାରିବେ ଓ ସଂତୁଷ୍ଟିତ ହେବେ ।ହଠାତ୍ ଆସିଥିବା ସମସ୍ୟା ଆପଣଙ୍କୁ କୌଣସି ବ୍ୟସ୍ତତାରେ ପକାଇଦେବ । ଆପଣଙ୍କ ପାଇଁ ଆଜିର ଦିନ ରେ ଶୁଭ ରଙ୍ଗ ଆକାଶି ଓ ଆପଣ ପାଇଁ ପ୍ରତିକାର ପ୍ରତିକାର- କଳା ବସ୍ତ୍ରୀ ଭିକାରି ଙ୍କୁ ଦାନ କରନ୍ତୁ ।

Loading...
Loading...