Take a fresh look at your lifestyle.

7 ଥର ଚେଷ୍ଟା କରିବା ପରେ ଗର୍ଭବତୀ ହୋଇ ପାରିଲେନି ମହିଳା, ତା ପରେ ବାଧ୍ୟ୍ୟ ହୋଇ କରିଦେଲେ କିଛି ଏମିତି : ନିଶ୍ଚୟ ପଢନ୍ତୁ ଓ ସେୟାର କରନ୍ତୁ

0 5,002

ଆଜିକାଲି ଦୁନିଆରେ ମନୁ୍ଷ୍ୟ ଠାରେ ବିଭିନ୍ନ ପ୍ରକାର ରୋଗ ରହିଛି । ଯେଉଁ ରୋଗକ ଚିହ୍ନଟ ଡାକ୍ଟର ମଧ୍ୟ ଜାଣିପାରୁନାହାଁନ୍ତି ।ସାଧାରଣ କହିବାକୁ ଗଲେ ଏମିତି ବି ଅନେକ ମହିଳା ଅଛନ୍ତି ଯେଉଁ ମାନେ କୌଣସି କାରଣ ବସତଃ ହୋଇପାରୁନାହାଁନ୍ତି ଗର୍ଭବତୀ । ଏହି କାରଣକୁ ନେଇ ସେମାନେ ଅନେକ ଚିନ୍ତାରେ ରହୁଛନ୍ତୁି ଓଯାହା ପଳରେ ତାଙ୍କୁ ପରବର୍ତ୍ତୀ ପର୍ଯାୟରେ ହେଉଛନ୍ତିୁ ରୋଗାଗ୍ରସ୍ତ ।

ତ ଏହି ବାବଦରେ ତାଙ୍କ ଶରୀର କୌଣସି ତ ରୋଗ ରହିଚି ଯାହାର ଟିଟମେଣ୍ଟ ଦ୍ବାରା ଅସମ୍ବବ ବି ସମ୍ବବ ହେଉଛି । ତ ଆସନ୍ତୁ ଆଜ୍ଞା ଆଜି ଆମେ ଠିକ ସେହିପରି ଏକ ମହିଳାଙ୍କ ବିଷୟରେ ଆଲୋଚନା କରିବୁ ଯିଏ 7ଥର ଚେଷ୍ଟା ଫଳରେ ହୋଇପାରିଲେ ନାହିଁ ମା କିନ୍ତୁ ପରସମୟରେ ଏପରି କିଛି କରିଲେ ଯହା ଦ୍ବାରା ହୋଇପାରିଲେ ଏକ ଝିଅର “ମା ” ତେବେ ଆସନ୍ତୁ ତାଙ୍କର ଏତେବଡ ସଫଳତା ,ସେ କିପରି କରିପାରିଲେ ।

Image result for indian womens

ଗଟଣା ଟି ହେଉଛି ଇଂଲଣ୍ଡର ଜଣେ ମହିଳା ଅଟନ୍ତି । ସେହି ମହିଳା ଜଣଙ୍କ ତାଙ୍କର ବିବାହ ବହୁଦିନ ହୋଇଗଲାନି କିନ୍ତୁ ଏତେ ପର୍ଯ୍ୟନ୍ତ ବନିପାରିନାହାଁନ୍ତି ଗର୍ଭବତୀ । ତାଙ୍କର ଓଜନ 90 କିଲୋ ସେ ଯେତେବେଲେ ତାଙ୍କ ସ୍ବାମୀଙ୍କ ସହ ଡାକ୍ଟର ପାଖକୁ ଯାଆନ୍ତି ଚେକପ ପାଇିଁ ତାଙ୍କର କୌଣସି ବି ରିପୋର୍ଟ ରେ ନେଗେଟିଭ ନଥାଏ କିନ୍ତୁ ତାଙ୍କୁ ଡକ୍ଟର ଓଜନ କମିବାର କଥା କହିଥିଲେ ।

ଡକ୍ଟରଙ୍କର ପରାମର୍ଶ କୁ ପାଥେୟ କରି ନିଜ ଓଜନ ହାତ୍ସ କରିବାକୁ ଲାଗିଲେ ପାଖାପାଖି 8 ମାସ ପରେ ସେ ତାଙ୍କର ଓଜନ 9 କିଲୋ କମିପାରିଲା । ଖାଲି ଓଜନ କୁନେଇ ସେ ମା ହେଇପାରୁନଥିଲେ ବରଂ ତାଙ୍କର ଆଉ ଗୋଟିଏ କମଜୁରି ଥିଲା ଚିନି । ମହିଳା ଜଣଙ୍କ ପ୍ରତିଦିନ ସକାଳା 5ରୁ 6 କପ ଚା ପିଅମନ୍ତି ସେ ସେଥିରେ ଅଧିକ ମାତ୍ରାରେ ଚିନିମିଶିଥାନ୍ତି ଯାହାତାଙ୍କୁ ଏପରି କମଜୁରି ବୋଲ୍ ଜଣାପଡିଲା ।

ସେ ଏହି ପରାମର୍ଶ ପାଇ ବାହାର ଖାଇବା ବନ୍ଦ କରିହେଲେ ଏବଂ ପ୍ରତିମାସ ଡାକ୍ଡର ଙ୍କ ସହ ଚେକପ ଚାଲୁରଖିଥିଲେ ମହିଳା ଜଣଙ୍କ ବୟସ 14 ବର୍ଷ ସେ ଏହି ବୟସରେତାଙ୍କର ଓଜନ 90 କିଲୋ ଥିଲା କିନ୍ତୁ ଏହି ସବୁ ନୀତିଆାପଣଏଲା ପରେ ସେ ମାତ୍ର ଦୁଇ ବର୍ଷ ମଧ୍ୟରେ ସେ ମା ହୋଇପାରିଲେ । ସେ 2018 ମସିହାରେ ସେ ଏକ ଝିଅ କୁ ଜନ୍ମ ଦେଲେ ।

ଯାହା ତାଙ୍କ ପାଇିଁ ବଡ ଆଶ୍ଚର୍ଯ୍ୟଜନକ ଥିଲା କାରଣ ଯେଉଁ ମହିଳା ନିଜକୁ 7ଥର ପରିଶ୍ରମ ପରେ ହୋଇପାରୁନଥିଲେ ମା ଆଜି ସେ କେବଳ ଓଜନ ଓ ଚିନ କୁ ଦୂରେଇ ଦେବା ବେଳେ ସେ ଏପରି ପ୍ରବୋଲମକୁ ସାମ୍ମନା କରିଛନ୍ତି ।ତେଣୁ ଆପଣଙ୍କ ପାଖରେ ଯଦି ଏପରି ସମସ୍ୟା ଅଛି୍ ତେବେ ତୁରନ୍ତ ଡାକ୍ତଙ୍କର ପରାମର୍ଶ ନିଅନ୍ତୁ ଏବଂ ମା ହେବାର ସ୍ବଭାଗ୍ୟ ପାଆନ୍ତୁ ।

ଯଦିଆପଣ ଙ୍କୁ ଆମଏହି ପୋଷ୍ଟଟି ଭଲ ଲାଗିଲା ତେବେ ଆମ ଫେସବୁକ୍ ପେଜୁକୁ ଲାଇକ୍ କରନ୍ତୁ ଏବଂଓସେୟାର କରନ୍ତୁ Friend s’ ଓ ଫେମିଲି ଙ୍କ ସହିତ ଓ ପୋଷ୍ଟଟି କିଭଳି ଲାଗିଲା ଆମଙ୍କୁ କମେଣ୍ଟ କରି ଜଣାନ୍ତୁ ।

Leave A Reply

Your email address will not be published.