Loading...

ପେଟ୍ରୋଲ ଭରନ୍ତୁ ଆଉ 7500 ଟଙ୍କା ପାଆନ୍ତୁ । ଆଜି ସନ୍ଧାରେ ନୁଆ ଘୋଷଣା କଲେ ମୋଦି

Loading...
0 217

ବର୍ତ୍ତମାନ ସମୟ ରେ ପେଟ୍ରୋଲ ଓ ଡିଜେଲ କୁ ନେଇ ବହୁତ ପରମାଣ ରେ ଘଟାଲା ଚାଲିଛି ଏହାତ ଆପଣ ବହୁତ ଭଲ ଭଆବେ ଜାଣିଥିବେ । ତେବେ ଏହି ସମୟରେ ପେଟ୍ରୋଲ ଓ ଡିଜେଲ ର ଦର ବୃଦ୍ଧି କୁ ନେଇ ବହୁତ ଚିନ୍ତା ରେ ରହିଛନ୍ତି । ପ୍ରତ୍ୟେକ ରାଜ୍ଯ ଓ ବର୍ତ୍ତମାନ ସମୟ ରେ ମୋଦିଙ୍କ ମୁଣ୍ଡ ରେ ଭାଳେଣି ପଡିଛି ।

ତଥା ଆମର ତୈଳ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ମୁଣ୍ଡ ରେ ବି । ହେଲେ ଆଜ୍ଞା ଆମେ ଏପରି ବେଳେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ଖୁସି ଖବର ଜାହାକୁ ସୁଣିଲା ପରେ ହୁଏତ ଆପଣ ବହୁତ ପରମାଣ ରେ ଖୁସି ହେବାରେ ଲାଗି ପାରନ୍ତି । ଆପଣ ଜାଣି ଥିବେ କି ଏବେ କା ସମୟ ରେ ଏହି ତୈଳ ର ଦର ବୃଦ୍ଧି କୁ ନେଇ ଲୋକ ମାନଙ୍କୁ ଗାଡି ବାହାର କୁ କାଢିହବା ପୂର୍ବରୁ ଥରେ ଭାବିବା ପାଇଁ ପଡୁଛି ।

ଏପରି ବି ଲୋକ ଭାବୁଛନ୍ତି କି କାଳେ ପାଣିରେ ଗାଡି ଚାଲି ପାରନ୍ତା । ଏପରି ବି ଭାବନା ରେ ବି ପଡିଛନ୍ତି କି । କାଳେ ରାସ୍ତା ରେ ତେଲ ସରିଯିବ କି । ଏହା ହେଲେ ମନକୁ ବହୁତ କଷ୍ଟ ପହଁଚିବ । ଖାସ ଏଇଥି ପାଇଁ ଏବେ କା ସମୟ ରେ କିଛି ଅଫର ଆପଣଙ୍କ ପାଇଁ ରହିଛି ଜାହାକୁ ସୁଣି ହୁଏତ ଆପଣ ବହୁତ ଖୁସି ହୋଇଯିବେ ।

ତେବେ ଆମେ ଜଣେଇ ଦେଉଛୁ କି ପେଟ୍ରୋଲ ଭରନ୍ତୁ ଆଉ ବହୁତ ଗୁଡାଏ ପାଇସା ପାଆନ୍ତୁ । କଣ ଆଶ୍ଚର୍ଯ୍ଯ ହେଲେ କି ମୋଟେ ରୁ ବି ଆଶ୍ଚର୍ଯ୍ଯ ହେବା ଭଳି କିଛି ବି କଥା ନାହିଁ । ହଁ ଆଜ୍ଞା କିଛି ଏପରି ଅଫର ନେଇ ଆସିଛନ୍ତି ମୋବାଇଲ କମ୍ପାନୀ ର ଏହି କେତଟି ଏପ୍ଲିକେସନ ।

ଏହି ମୁତାବକ ଆପଣ ତେଲ ପକାନ୍ତୁ ଗାଡିରେ ଓ ପଇସା ପାଆନ୍ତୁ ଏହି ଅଫର ଏବେ ଫୋନପେ, ପେଟିଏମ ଓ ମୋବିକ୍ୱିକ୍ ଏପ୍ଲିକେସନ ରେ ରହିଛି ଆପଣ ନିୟମ ମିତାବକ ଅନୁସାରେ 7500 ଟଙ୍କା ପର୍ଯ୍ଯନ୍ତ ଯିତି ପାରିବେ । ଆପଣ ପେଟ୍ରୋଲ ପକାଇ ଏପ୍ଲିକେସନ ମାଧ୍ୟରେ ପେ କରନ୍ତୁ ଓ ପାଆନ୍ତୁ ଏହି ଅଫର ।

ଖାସ କରି ଏବେକା ପରିସ୍ଥିତି ରେ ଯେପରି ଭାବେ ଏହି ସବୁ ଜିନିଷ ର ରେଟ ବଢି ବଢି ଚାଲିଛି ଏହିଥିରୁ କିଛି ପରିମାଣ ରେ ମୁକ୍ତି ପାଇବା ପାଇଁ ଏପରି ବ୍ୟବସ୍ଥା ଏହି ମୋବାଇଲ କମ୍ପାନୀ ର ଏପ୍ଲିକେସନ ମାନେ ସୁବିଧା ଦେଉଛନ୍ତି ।

ଯଦି ଆପଣ ଏହି ଅଫର ର ମଜା ପାଇ ନାହାନ୍ତି । ତେବେ ଆପଣ ବହୁତ ଶିଘ୍ର ଫୋନପେ, ପେଟିଏମ ଓ ମୋବିକ୍ୱିକ୍ ଯାଇ ଚେକ ନିଶ୍ଚିତ ଭାବେ କରନ୍ତୁ । ଓ ଜିତି ନିଅନ୍ତୁ ବହୁତ ପ୍ରକାରର କେସ୍ ବ୍ୟକ୍ ।

Loading...
Loading...