Take a fresh look at your lifestyle.

୭ ଅକ୍ଟୋବର ୨୦୧୮ ରବିବାର,ଆଜିର ରାଶିଫଳ – କେମିତ କଟିବ ଆଜି ଆପଣଙ୍କ ଦିନ – ସୂର୍ଯ୍ୟଙ୍କର ହେଲା ମହାସଂଯୋଗ ଏହି ୪ଟି ରାଶି ର ସବୁ ଇଚ୍ଛା ପୁରାଣ ହେବ

0 86

ମେଷ

ଏହି ରାଶି ର ବ୍ୟକ୍ତି ମାନେ ଆଜି ଗ୍ରହ ମାନଙ୍କ ସଠିକ୍ ପରିଚାଳନା ନଥିବାରୁ ମିତ୍ର ତଥା ସ୍ଵଜନମାନଙ୍କୁ ଝଗଡା କରି ପାରନ୍ତି । ନିଜର ମାନସିକ ଏକାଗ୍ରତା ବଢିବ ଓ କୈଣସି କ୍ଷେତ୍ର ରେ ଆପଣ ମିତ୍ର ଲାଭ କରିବେ । ନିଜର ଶତୃ ଉପରେ ଆପଣ ବିଜୟ ହାସଲ କରିପାରିବେ । ନିଜ ସମ୍ପର୍କୀୟମାନଙ୍କଠାରୁ ଲାଭ ହେବକାରଣ ଏହି ସମୟ ରେ କର୍ମାନୁଯୋଗୀ ଫଳ ପ୍ରଦ ହେବ । ଆପଣଙ୍କ ପାଇଁ ଆଜିର ଶୁଭ ରଙ୍ଗ ହଳଦିଆ । ଆଜିର ଦିନ ରେ ଗଜା ମୁଗ ବାଣ୍ଟନ୍ତୁ ।


ବୃଷ

ବୃଷ ରାଶିର ବ୍ୟକ୍ତି ବିଶେଷ ମାନଙ୍କ ଛାତ୍ର ଛାତ୍ରୀ ମାନେ ଅତ୍ୟାଧିକ ସାନସିକ ଚାପରେ ରହିବା ସମ୍ଭାବନା ରହିଛି ।ଆର୍ଥିକ ଲାଭ ସହିତ ବ୍ୟବସାୟରେ ସନ୍ତୋଷ ଅନୁଭବ କରିବେ। ଅଧିକାଶଂ ସ୍ଥଳ ରେ ସ୍ଥିତି ସୁଦୃଢ ହୋଇ ଉପଲବ୍ଧ ହେବ ।ବ୍ୟପାର ବଣିଜ ରେ ଭୟଙ୍କର ପରିସ୍ଥିତି ଉପୁଜିବ । ଆପଣଙ୍କ ଜୀବନ ର ସବୁଠୁ ବଡ ଜୀନିଷ ହଜିବାର ରହିଛି ସମ୍ଭାଳିକି ରୁହନ୍ତୁ । ସୂର୍ଯ୍ଯ ଭଗବାନ ଙ୍କୁ ପ୍ରଣାମ କରନ୍ତୁ ।

ମିଥୁନ

ମିଥୁନ ରାଶି ର ବ୍ୟକ୍ତି ବିଶେଷ ମାନେ ପ୍ରବଳ ଆର୍ଥିକ କ୍ଷେତି ଲୋକ ମାନଙ୍କ ନିନ୍ଦା ସହିବା କୁ ପଡିବ । ପରିଶ୍ରମ ର ଫଳ ଭୋଗ କରିପାରିବେ ଓ ସଂତୁଷ୍ଟିତ ହେବେ ।ମିତ୍ରମାନଙ୍କ ସହିତ ଆନନ୍ଦର ସମୟ ବିତାଇବେ। ଏପରି କି ଆପଣଙ୍କ ଆଜି ଆପମାନ ର ଯୁଗ ରହିଛି ଟିକିଏ ସାବଧାନ ରୁହନ୍ତୁ । ପ୍ରତିକାର ସକାଳୁ ଉଠି ଗାଧୋଇ ବିଷ୍ଣ ଙ୍କର ପୂଜା ଅର୍ଚ୍ଚନା କରନ୍ତୁ ।

କର୍କଟ

ଏହି ରାଶି ର ବ୍ୟକ୍ତି ବିଷେଶ ମାନେ ନିଜ ସ୍ଥି୍ତି ଗତି ଅସ୍ତିତ୍ବ ପ୍ରତି ଦୃଢ ବିଶ୍ବାସ ରହିବା ଓ ପ୍ରଗତି ର ପଥ ପାଇବାରେ ସମର୍ଥ ହେବେ । ଆଜି ଆପଣଙ୍କ ସ୍ଵାସ୍ଥ୍ୟ ବିଗିଡ଼ି ପାରେ।ବଚନ କୁ କୁସଳତା ଯୋଗ ନିଜକୁ ଉଚ୍ଛସ୍ଥିତି ରେ ସୁରକ୍ଷିତ ରଖିପାରିବା ସମ୍ଭବପର ଅଟେ । ନିଜ ପାଇଁ କରୁଥିବା କାର୍ଯ୍ଯ କୁ ସଫଳ କରି ପାରିବେ ନାହିଁ । ସୁଭ ରଙ୍ଗ କଳା । ପ୍ରତିକାର ଚଣା ଡାଲି ଗରିବ କୁ ଦିଅନ୍ତୁ ।

ସିଂହ

ଏହି ରାଶି ର ବ୍ୟକ୍ତି ବିଶେଷ ମାନେ ସମୟ ବହୁ ଦିଗ ରୁ ଅନୁକୂଳ ହେବ ।ବେଳେ କିନ୍ତୁ ଦେହ ପ୍ରିଡା ସ୍ପୁତିହାନିକ ର କାରଣ ହେବ । ଏହା ଦ୍ୱାରା ଆପଣ ସହଜରେ ଲକ୍ଷ ପ୍ରାପ୍ତି କରିପାରିବେ ।ମାଙ୍ଗଳିକ କାର୍ଯ୍ଯ ରେ ଆୟୋଜନ ଆଖି ଦୃଶିଆ ହୋଇପାରେ । ଆପଣଙ୍କ ପାଇଁ ଆଜିର ସୁଭ ରଙ୍ଗ ଧଳା । ପ୍ରତିକାର ଗ୍ରାମ ଦେବତୀ ର ଦର୍ଶନ କରନ୍ତୁ ।

କନ୍ୟା

ଏହି ରାଶି ର ବ୍ୟକ୍ତି ବିଶେଷ ମାନେ ସ୍ବପରିବାରଜନଙ୍କ ଭାବମୃର୍ତ୍ତି କୁ ଆଧାର କରି ପତିଆରା ଅକ୍ଷୂର୍ଣ୍ଣ ରଖିହେବ ।କର୍ମ କ୍ଷେତ୍ର ରେ ସମସ୍ଯା ଲାଗି ରହିବ ।ଛାତ୍ର ଛାତ୍ରୀ ମାନେ ପରିଶ୍ରମ ଅନୁରୁପ ଫଳ ଲାଭ କରିବେ ।ମଧ୍ୟାହ୍ନ ପରେ ଆପଣଙ୍କ ସ୍ଵାସ୍ଥ୍ୟ ବିଗିଡ଼ି ପାରେ। ଆପଣଙ୍କ ପାଇଁ ଆଜିର ଶୁଭ ରଙ୍ଗ ନୀଳ । ପ୍ରତିକାର ଗରିବ ଙ୍କୁ ସାହାଯ୍ଯ କରନ୍ତୁ ।

ତୁଳା

ତୁଳା ରାଶି ର ବ୍ୟକ୍ତି ବିଶେଷ ଉଚ୍ଛବର୍ଗ ର ଲୋକ ମାନଙ୍କ ସେହ୍ନ ଶ୍ରଦ୍ଧା ଭାଜନ କରିବେ । ଅନେକ ଅସୁବିଧା କ୍ରମଶଃ ହ୍ରାସ ପାଇବାକୁ ନେଇ ଦୃଢ ଆସାବାଦୀ ଓ ମୋନବଳ ଯୁକ୍ତ ହେବେ ।ଆଜି ଆପଣଙ୍କୁ ଜମି, ବାସଗୃହ ଆଦିର କାଗଜପତ୍ର ବିଷୟ ଉପରେ ସାବଧାନ ହେବା ସହିତ ଲାଭ ବି ମିଳିବାର ରହିଛି । ସୁଭ ରଙ୍ଗ ହଳଦୀଆ ।ପ୍ରତିକାର- ଚଣା ଡାଲି ମନ୍ଦିରରେ ଦାନ କରନ୍ତୁ ।

ବିଛା

ଏହି ରାଶି ର ବ୍ୟକ୍ତି ମାନେ ସ୍ବାମୀ ଓ ସ୍ତ୍ରୀ ଙ୍କ ସାରିରିକ ପ୍ରିଡା ର ଯୋଗ ରହିଛି।କର୍ମ ପ୍ରରଣା ରେ ଉଦ୍ ବୃଦ୍ଧି ହେବ ।ଅନେକ ସମସ୍ୟା ର ସମାଧାନ ଦିଗ ଖୋଲିଯିବ ।ଉଚ୍ଛଶାଯୁକ୍ତ ହେବେ ଓ ଗୁରୁଜନ ଙ୍କ ଆଶ୍ରୀବଦ ମିଳିବ ।ଅଧ୍ୟୟନ ଅଭିବୃଦ୍ଧି ଯୋଗ ରହିଛି । ଶୁଭ ରଙ୍ଗ ଧଳା । ପ୍ରତିକାର:- କଳା ପିମ୍ପୁଡ଼ି ଓ ଜନ୍ଦା ଗାତ ପାଖରେ ଗୁଡ଼ ରଖନ୍ତୁ।

ଧନୁ

ଏହି ରାଶି ର ବ୍ୟକ୍ତି ବିଶେଷ ଶିକ୍ଷା କ୍ଷେତ୍ରରେ ଆଦୃତି ମମ୍ମାନ ପ୍ରତିଷ୍ଠା ଲାଭ ଭଳି ପ୍ରେରଣା ଦାୟୀ ସୁଯୋଗ ଆସି ପାରେ ।
ସ୍ତ୍ରୀ ଲୋକ ମାନଙ୍କ ପାଇଁ ସ୍ତ୍ରୀ ଜନିତ ରୋଗ ର ସମ୍ଭାବନା ।ପ୍ରେମ ବ୍ୟପାରରେ ବିରହ ଜନିତ ଯନ୍ତ୍ରଣା ହେବ ।କୈଣସି ଦିଗ ରୁ ସାହାଯ୍ଯ ଓ ସହଯୋଗ ପ୍ରାପ୍ତି ନଘଟିଲେ ବି ବାଟ ଚାଲିବାର ତୃପ୍ତି ଆଶ୍ବାଦନ କରିବା ନିଶ୍ଚିତ ।ଆପଣଙ୍କ ପାଇଁ ଶୁଭ ରଙ୍ଗ ନୀଳ ପ୍ରତିକାର ସୂର୍ଯ୍ଯ ଙ୍କୁ ପାଣି ଉଛାଳନ୍ତୁ ।

ମକର

ଏହି ରାଶି ର ବ୍ୟକ୍ତି ବିଶେଷ ମାନେ ଆୟ ଠାରୁ ବ୍ୟୟ ଅଧିକ ହୋଇପାରେ ପ୍ରେମ ସଂମ୍ପର୍କ ସୁଦୃଢ ରହିବ ।କୈଣସି ଜାଗା ମନଙ୍କରେ କରିଥିବା ନିବେଷ ରୁ ଟଙ୍କା ଅସୁରକ୍ଷିତ ରହିପାରେ ।ଳିକଜିଆରୁ ଭବିଷ୍ୟତରେ ଅସୁବିଧ ହିଁ ହେବ । ସ୍ବାସ୍ଥ କ୍ଷେତ୍ର ରେ ସୁଧାର ଆସିବ । ଆପଣ ନିଜର ମାନସିକ ଅବସ୍ଥା କୁ ଟିକିଏ ଯଗି ଛକି ଚଳନ୍ତୁ । ଏପରି କି ସମସ୍ତଙ୍କ ପାଖରେ ମାନବିକତା ଦେଖାନ୍ତୁ । ଆଜିର ଶୁଭ ରଙ୍ଗ ଆକାଶୀ । ପ୍ରତିକାର ମଥା ରେ ଚନ୍ଦନ ଲଗାନ୍ତୁ ।

କୁମ୍ଭ

କୁମ୍ଭ ରାଶି ର ବ୍ଯକ୍ତି ବିଷେଶ ମାନେ ରାଜନୀତି ଓ ସମାଜ ସେବା କ୍ଷେତ୍ର ରେ ଆପଣ ବହୁତ ଭଲ ସୁଫଳ ପାଇବେ । ବିବାଦ କ୍ଷେତ୍ର ରେ ସୁଫଳ ଓ ଚର୍ତୁପାର୍ଶ୍ବ ରୁ ବହୁତ ଭଲ ଖବର ଆସିବାର ସମ୍ଭାବନା ରହିଛି । ପର୍ଯ୍ୟଟନ ପାଇଁ ମିତ୍ର ତଥା ପରିଜନମାନଙ୍କ ସହିତ ଯୋଜନା ବନି ପାରିବ।ନିଜର ବୁଦ୍ଧିମତା କାରଣ ରୁ ସବୁବେଳେ ଆଗରେ ରହିବେ । କଥା ରେ କଥା ରେ ଅତି ରାଗୁଥିଲେ ଟିକିଏ ସାନ୍ତ ରହନ୍ତୁ । ଆପଣଙ୍କ ପାଇଁ ଭଲ ରହିବ । ଶୁଭ ରଙ୍ଗ ଘିଅ । ପ୍ରତିକାର ବିଧି ବିଧାନକୁ ମାନି ଚାଲନ୍ତୁ ।

ମୀନ

ମୀନ ରାଶି ର ବ୍ୟକ୍ତି ବିଶେଷ ମାନେ ଯଦି କେହି ପ୍ରେମ ସଂମ୍ପର୍କ ରେ ଲିପ୍ତ ଥାଆନ୍ତି ତେବେ ଆପଣ ସଫଳ ହୋଇପାରନ୍ତି । ଆପଣଙ୍କ ଅନ୍ତରଙ୍ଗ ମୁହୁର୍ତ ଆପଣଙ୍କ ବନ୍ଧୁ ଙ୍କ ସହିତ କଟାଇବାକୁ ଯାଉଛନ୍ତି ।ଜର ମାନସିକ ଏକାଗ୍ରତା ବଢିବ ଓ କୈଣସି କ୍ଷେତ୍ର ରେ ଆପଣ ମିତ୍ର ଲାଭ କରିବେ । ନିଜର ଆଳସ୍ୟ ପାଇଁ ଠକି ଯାଇପରନ୍ତି।ଦୁର ଯାତ୍ରା କରିବାର ସମ୍ବାବନା ରହିଛି । ଶୁଭ ରଙ୍ଗ କଳା ପ୍ରତିକାର- ମା ସୋନ୍ତସି ଙ୍କ ପୂଜା ଅର୍ଚ୍ଚନା କରନ୍ତୁ ।

Leave A Reply

Your email address will not be published.