Take a fresh look at your lifestyle.

୯ ଅକ୍ଟୋବର ୨୦୧୮ ମଙ୍ଗଳବାର ଆଜିର ରାଶିଫଳ – କେମିତି କଟିବ ଆଜି ଆପଣଙ୍କ ଦିନ – ଏହି ୫ ଟି ରାଶି ଉପରେ ବଜରଙ୍ଗଵାଲୀ ହେବେ ପ୍ରସନ୍ନ

0 86

ମେଷ

ଏହି ରାଶି ର ବ୍ୟକ୍ତି ମାନେ ବ୍ୟପାର ବଣିଜ କ୍ଷେତ୍ର ରେ ଲାଭ ବାନ ହୋଇପାରନ୍ତି । କୈଣସି କାର୍ଯ୍ଯ କରିବା ପୂ୍ର୍ବରୁ ଥରେ ଭାବି ଚିନ୍ତି କାମ କରନ୍ତୁ ।କୌଣସି ବେକାର କାର୍ଯ୍ୟରେ ପଡ଼ନ୍ତୁ ନାହିଁ ଏବଂ ନିଜର ସକାରାତ୍ମକ ଚ଼ିନ୍ତା ଧାରା ବଜାୟ ରଖନ୍ତୁ । ପ୍ରେମ ସଂମ୍ପର୍କ ରେ ବାଧା ଉପୁଜି ପାରେ ।ଆପଣଙ୍କ ପାଇଁ ଆଜିର ଦିନ ରେ ଶୁଭ ରଙ୍ଗ ନାରଙ୍ଗୀ । ପ୍ରତିକାର_ଅସହାୟ କୁ ସାହାଯ୍ଯ କରନ୍ତୁ ।

ବୃଷ

ବୃଷ ରାଶିର ବ୍ୟକ୍ତି ବିଶେଷ ମାନଙ୍କ ନିଜର ବ୍ୟବସାୟ ରେ କ୍ଷେତୀ ହେବାର ସମ୍ଭାବନା ରହିଛି ଆପଣ ସାଇବାବ ଙ୍କୁ ଦର୍ଶନ କରନ୍ତୁ ସବୁ ସମସ୍ୟା ର ସମାଧାନ ହେବ ।ଆଗରୁ ରହି ଥିବା କାର୍ଯ୍ୟ ସଫଳ ହେବ ବୋଧହୁଏ ଆପଣଙ୍କ ଆଖପାଖ ଲୋକ ମାନଙ୍କ ପାଈଁ ନିଜକୁ ନିରାସ ହେବାକୁ ପଡି ପାରେ । କିନ୍ତୁ ଆଜି ଆପଣ ନିଜ କାର୍ଯ୍ୟ ପ୍ରତି ମଧ୍ୟ ଧ୍ୟାନ ଦିଅନ୍ତୁ ।ଆପଣଙ୍କ ପାଇଁ ଆଜିର ଦିନ ରେ କିଛି ଖାସ ହେବାର ରହିଛି । ସୁଭ ରଙ୍ଗ ଆକାଶୀ । ପ୍ରତିକାର- ଗ୍ରାମ ଦେବତା ଙ୍କୁ ଜାଇ ଦର୍ଶନ କରନ୍ତୁ ।

ମିଥୁନ

ମିଥୁନ ରାଶି ର ବ୍ୟକ୍ତି ବିଶେଷ ମାନେ ବନ୍ଧୁ ଙ୍କ ସହ ଝଗଡା ହେବାର ସମ୍ଭାବନା ରହିଛି ପାରିବାର ଏକା ହେବାର ସମୟ ରହିଛି ।ନିଜର ମନରେ ବିଶ୍ବସ ଥିଲେ ଆପଣ ଙ୍କ ସବୁ କାର୍ଯ ସଫଳ ହେବେ । ଅଫିସ୍ ରେ ମହତ୍ତ୍ଵପୂର୍ଣ୍ଣ ବିଷୟ ସମ୍ବନ୍ଧରେ ଉଚ୍ଚ ପଦାଧିକାରିମାନଙ୍କ ସହିତ ବିଚାର କରନ୍ତୁ । ।ଆପଣଙ୍କ ପାଇଁ ଆଜିର ଦିନ ରେ ଶୁଭ ରଙ୍ଗ ହଳଦୀଆ । ପ୍ରତିକାର- କଳା କପଡା ମନ୍ଦିରରେ ବାଣ୍ଟନ୍ତୁ ।

କର୍କଟ

ଏହି ରାଶି ର ବ୍ୟକ୍ତି ବିଷେଶ ମାନେ କିଛି ବି କରିବା ପୂର୍ବରୁ ଆପଣ ବଡମାନଙ୍କ ସହ ଟିକିଏ ଆଲୋଚନା କରନ୍ତୁ । ନିଜର ମନୋଭାବ ବଦଳାନ୍ତୁ ନଚେତ୍ ଆପଣ ଫସି ପାରନ୍ତି ।କେତେକ ସ୍ଥାନ ରେ ଆପଣ ପ୍ରତିନ୍ଦଦିତା ଦେଖିବା ପାଇଁ ମିଳିବ ।।ଈଶ୍ଵରଙ୍କର ନାମ ସ୍ମରଣରେ ଆପଣଙ୍କ ଦିନର ଶୁଭାରମ୍ଭ ହେବ। ରାସ୍ଥାଘାଟ ରେ ଜଗିଛକି ଜାଆନ୍ତୁ । ଆମେ ଆପଣଙ୍କୁ କହିବୁ କି ଆପଣ ଆଜିର ଦିନ ରେ ଘରୁ ନ ବାହାରନ୍ତି ତ ବହୁତ ଭଲ ହେବ ।

ସିଂହ

ଏହି ରାଶି ର ବ୍ୟକ୍ତି ବିଶେଷ ମାନେ କୈଣସି ଘରୋଇ ଅସୁବିଧା ଉପୁଜି ପାରେ । ଦୁର ଯାତ୍ରା କରିବାର ସମ୍ବାବନା ରହିଛି । ବ୍ୟବସାୟ କ୍ଷେତ୍ର ରେ ଲାବବାନ ହେବେ ଭାଇ ଭଉଣୀ ଙ୍କ ସଂମ୍ପର୍କ ରେ ବାଧା ଉପୁଜି ପାରେ ।ସଂସାରିକ କ୍ଷେତ୍ର ରେ ନିଜର ପ୍ରଭାବ ଦେଖାଇ ଲଜ୍ଜିତ ହୋଇପାରନ୍ତି ।ଖର୍ଚ୍ଚର ମାତ୍ରା ଅଧିକ ହୋଇପାରେ। ଆପଣଙ୍କ ପାଇଁ ଆଜିର ଶୁଭ ରଙ୍ଗ ନୀଳ । ପ୍ରତିକାର- କେଶ ରେ ଚନ୍ଦନ ଲଗାନ୍ତୁ ।

କନ୍ୟା

ଏହି ରାଶି ର ବ୍ୟକ୍ତି ବିଶେଷ ମାନେ ଆପଣଙ୍କ ମାନସିକ ଚାପ ବଢ଼ିପାରେ ବୋଧହୁଏ ଆପଣଙ୍କ ଆଖପାଖ ଲୋକ ମାନଙ୍କ ପାଈଁ ନିଜକୁ ନିରାସ ହେବାକୁ ପଡି ପାରେ । ଆଗରୁ ସାଇତି ରଖିଥିବା କିଛି ପୁରୁଣା ଜିନିଷ କ୍ଷେତି ହେବର ସମ୍ଭାବନା ରହିଛି ।ନିଜର ଆଳସ୍ୟ ପାଇଁ ଠକି ଯାଇପରନ୍ତି। ଆଯଥା କଳିରୁ ବଞ୍ଚନ୍ତୁ । ଆପଣଙ୍କ ପାଇଁ ଆଜିର ଶୁଭ ରଙ୍ଗ କଳା । କଳା କାଉଙ୍କୁ ଖୁଦ ଦିଅନ୍ତୁ ।

ତୁଳା

ତୁଳା ରାଶି ର ବ୍ୟକ୍ତି ବିଶେଷ ବୁଦ୍ଧିମାନର ବ୍ୟକ୍ତି ସହିତ ମିଳାମିଶା ହୋଇପାରେ । ନିଜର ମାନସିକ ଏକାଗ୍ରତା ବଢିବ ଓ କୈଣସି କ୍ଷେତ୍ର ରେ ଆପଣ ମିତ୍ର ଲାଭ କରିବେ । ମୂଲ୍ୟ ବାନ ସମୟ କୁ ନଷ୍ଟ କରନ୍ତୁ ନାହିଁ ଆପଣ ଙ୍କ ପାଇଁ ଆଜିର ଦିନ ଟି ଖୁବ୍ ଭଲ ରହିଛି । ଆପଣଙ୍କ ଅନ୍ତରଙ୍ଗ ମୁହୁର୍ତ ଆପଣଙ୍କ ବନ୍ଧୁ ଙ୍କ ସହିତ କଟାଇବାକୁ ଯାଉଛନ୍ତି । ଆପଣଙ୍କ ପାଇଁ ଆଜିର ଦିନ ରେ ଶୁଭ ରଙ୍ଗ ଗୋଲାପୀ । ପ୍ରତିକାର- ଜନ୍ଦା ମୁହଁ ରେ ମଧୁ ଦିଅନ୍ତୁ

ବିଛା

ଏହି ରାଶି ର ବ୍ୟକ୍ତି ମାନେ ଚାକିରି କ୍ଷେତ୍ର ରେ ଆପଣ ସଫଳ ହୋଇପାରନ୍ତି । ଯଦି କେହି ପ୍ରେମ ସଂମ୍ପର୍କ ରେ ଲିପ୍ତ ଥାଆନ୍ତି ତେବେ ଆପଣ ସଫଳ ହୋଇପାରନ୍ତି । ନିଜର ଶତୃ ଉପରେ ଆପଣ ବିଜୟ ହାସଲ କରିପାରିବେ । ନିଜର ବୁଦ୍ଧିମତା କାରଣ ରୁ ସବୁବେଳେ ଆଗରେ ରହିବେ ।ବିବାଦ କ୍ଷେତ୍ର ରେ ସୁଫଳ ଓ ଚର୍ତୁପାର୍ଶ୍ବ ରୁ ବହୁତ ଭଲ ଖବର ଆସିବାର ସମ୍ଭାବନା ରହିଛି । ଶୁଭ ରଙ୍ଗ ଧଳା । ପ୍ରତିକାର-ବୃଦ୍ଧ ଙ୍କ ସେବା

ଧନୁ

ଏହି ରାଶି ର ବ୍ୟକ୍ତି ବିଶେଷ କୈଣସି କାରଣ ଯୋଗୁଁ ଆପଣଙ୍କ ମନରେ ଅଶାନ୍ତି ଦେଖାଜାଇପାରେ ନିଜର କୈଣସି କାଳ୍ପନିକ ମନଭାବ ଯୋଗୁଁ ଆପଣ ବସ୍ତତା ହୋଇପାରନ୍ତି ।କୈଣସି ଦିଗ ରୁ ସାହାଯ୍ଯ ଓ ସହଯୋଗ ପ୍ରାପ୍ତି ନଘଟିଲେ ବି ବାଟ ଚାଲିବାର ତୃପ୍ତି ଆଶ୍ବାଦନ କରିବା ନିଶ୍ଚିତ ।ବିଦେଶକୁ ଯିବା ପାଇଁ ସୁବର୍ଣ୍ଣ ସୁଯୋଗ ଆସିବ। ଶୁଭ ରଙ୍ଗ ନୀଳ ପ୍ରତିକାର- ଚଣା ଡାଲି ମନ୍ଦିରରେ ଦାନ କରନ୍ତୁ ।

ମକର

ଏହି ରାଶି ର ବ୍ୟକ୍ତି ବିଶେଷ ମାନେ ମାଙ୍ଗଳିକ କାର୍ଯ୍ଯ ରେ ଆୟୋଜନ ଆଖି ଦୃଶିଆ ହୋଇପାରେ ।ଛାତ୍ର ଛାତ୍ରୀ ମାନେ ଅତ୍ୟାଧିକ ସାନସିକ ଚାପରେ ରହିବା ସମ୍ଭାବନା ରହିଛି । କାରଣ ଏହି ସମୟ ରେ କର୍ମାନୁଯୋଗୀ ଫଳ ପ୍ରଦ ହେବ ।ହଠାତ୍ ଆସିଥିବା ସମସ୍ୟା ଆପଣଙ୍କୁ କୌଣସି ବ୍ୟସ୍ତତାରେ ପକାଇଦେବ । ଈଶ୍ଵର ଭକ୍ତି ଏବଂ ପୂଜା-ପାଠରେ ଆଜି ଦିନର ପ୍ରାରମ୍ଭ କରନ୍ତୁ। ଶୁଭ ରଙ୍ଗ କଳା ।

କୁମ୍ଭ

କୁମ୍ଭ ରାଶି ର ବ୍ଯକ୍ତି ବିଷେଶ ମାନେ ସାଙ୍ଗ ଏବଂ ନିଜ ବନ୍ଧୁମାନଙ୍କ ତରଫରୁ ଭେଟ-ଉପହାର ମିଳିବାର ଆନନ୍ଦ ଅନୁଭବ କରିବେ।ଆଜି ଆପଣ ପରିବାର ଲୋକଙ୍କ ସହିତ ସମୟ କଟାଇବେ ଏବଂ ବହୁତ ଖୁସି ହେବେ ।ଭଉଣୀମାନଙ୍କ ତଥା ମିତ୍ରମାନଙ୍କ ସହିତ ଆନନ୍ଦପୂର୍ବକ ସମୟ କଟିବ।ବ୍ୟାପାରିମାନଙ୍କୁ ବ୍ୟାପାରରେ ଧନ ଲାଭ ହେବ। କାମରେ ସନ୍ତୋଷର ଭାବନା ଆସିବ। ବୃଦ୍ଧବୃଦ୍ଧାଙ୍କର ସେବାକରୀ ଖାଇବାକୁ ଦିଅନ୍ତୁ। ଶୁଭ ରଙ୍ଗ କଳା ।ପ୍ରତିକାର- ପ୍ରତିକାର- କୈଣସି ଧାର୍ମିକ କାର୍ଯ୍ଯ ରେ ଯୋଗ ଦିଅନ୍ତୁ ।

ମୀନ

ମୀନ ରାଶି ର ବ୍ୟକ୍ତି ବିଶେଷ ମାନେ।ସକାଳେ ହିଁ ମିତ୍ରମାନଙ୍କ ସହିତ ବୁଲିବାକୁ, ଖାଇବା ପିଇବା ଏବଂ ମନୋରଞ୍ଜନରେ ଦିନ ବିତିବ।ନୂଆ କାର୍ଯ୍ୟର ଶୁଭାରମ୍ଭ କରିବା ପାଇଁ ସମୟ ଅନୁକୂଳ ଅଟେ। ଆବଶ୍ୟକ କାମ ପଛରେ ଧନ ଖର୍ଚ୍ଚ ହେବ। ଯଥେଷ୍ଟ ଆର୍ଥିକ ଉନ୍ନତି ଘଟିବ ଓ କର୍ମକ୍ଷେତ୍ରରେ ଶୁଭ ଫଳ ପାଇବେ। ମହିଳାମାନଙ୍କ ଚାକିରିରେ ପଦୋନ୍ନତିସହ
ଆର୍ଥଲାଭ ହେବ । ମହତ୍ତ୍ଵପୂର୍ଣ୍ଣ ନିର୍ଣ୍ଣୟ ନେବା ଆଜି ହିତକର ନୁହେଁ ଆପଣଙ୍କ ପାଇଁ ଆଜିର ଶୁଭ ରଙ୍ଗ ହଳଦିଆ । ପ୍ରତିକାର- ହରିଡା ଚନ୍ଦନ ମସ୍ତକରେ ଧାରଣ କରନ୍ତୁ।

Leave A Reply

Your email address will not be published.