ଆଜିଠାରୁ ଏହି ୪ଟି ରାଶି ରୁହନ୍ତୁ ସତର୍କ – ଆସନ୍ତୁ ଜାଣିବା ସେହି 4 ଟି ରାଶି କଣ କଣ ।

0

ରାଶି ଚକ୍ରରେ 12 ଗୋଟିଏ ରାଶି ରହିଛି ଆଉ ଏହି ରାଶି ମାନଙ୍କର ଭାଗ୍ୟ ଫଳ ଗ୍ରହ ମାନଙ୍କର ପରିଚାଳନାରୁ ନିର୍ଦ୍ଧାରିତ ହୋଇଥାଏ । ଗ୍ରହ ମାନଙ୍କର ସିଧା ପ୍ରଭାବ ଏହି ରାଶି ମାନଙ୍କ ଉପରେ ପଡିଥାଏ । ପ୍ରତ୍ୟେକ ବ୍ୟକ୍ତିର କୁଣ୍ଡଳୀ ଏହି ରାଶି ମାନଙ୍କ ସହିତ ଯୋଡିତ ରହିଥାଏ । ଏହି ଗ୍ରହ ମାନଙ୍କର ଚାଳନା ସେହି ରାଶି ଉପରେ ଶୁଭ ଫଳ ପ୍ରଦାନ କରିଥାଏ ତ କେତେବେଳେ ଆଉ କିଛି ରାଶି ଉପରେ ଖରାଫ୍ ପ୍ରଭାବ ପକାଇଥାଏ ।

ତେବେ ଆଜିଠାରୁ ଏହି ଚାରୋଟି ରାଶି ଙ୍କ ଉପରେ ଖରାଫ୍ ସମୟ ଆସୁଛି । ତେବେ ଏହି 4 ଟି ରାଶି ସାବଧାନତାର ସହିତ ସତର୍କ ରହିବେ ନଚେତ୍ ହୋଇପାରେ ଅସୁବିଧା । ତେବେ ଆସନ୍ତୁ ଜାଣିବା ସେହି 4 ଟି ରାଶି କଣ କଣ ।

1. ମିଥୁନ ରାଶି

ଲୋକ ପ୍ରିୟତା ହ୍ରାସ ପାଇବ , ନିଜର ଆସ୍ଥା ହରାଇ ବସିବେ ଅର୍ଥ ଲାଭ ଅନୁଭବ କରିପାରନ୍ତି । ଆକସ୍ମିକ କୌଣସି କୋଳହରେ ପଡିପାରନ୍ତି , ଆର୍ଥିକ କ୍ଷତି ସହିବେ , ପାଇଥିବା ଦ୍ରବ୍ୟ ହରାଇବେ । କୌଣସି ଏକ ବଡ ଯୋଜନାରେ ବିବର୍ତ୍ତନ କରିବେ । , ପରିବାରରେ ଜଞ୍ଝାଳ ବନିବେ , ଖର୍ଚ୍ଚ ବ ଢିବାରୁ ବିଚଳିତ ରହିବେ । କୌଣସି ଅତ୍ମୀୟ ମାନଙ୍କ ଦ୍ବାରା ଅସୁବାଧାରେ ପଢିପାରନ୍ତି ।

2. ଧନୁ ରାଶି

ଆପଣ ଙ୍କର ମାନସିକ ଅଶାନ୍ତି ବଢିଯାଇ ପାରେ । ଦୂର ବନ୍ଧୁଙ୍କ ଦ୍ବାରା ଅପମାନିତ ହୋଇପାରନ୍ତି , ଅଯଥା କାମରେ ପଇସା ବିନିଯୋଗ କରିବେ , ଅବାଞ୍ଛିତ ପରିସ୍ଥିତିରେ ପଡିବେ , ଶାରିରୀକ କଷ୍ଟ ଭୋଗିବେ । ର୍ଥିକ ସ୍ଥିତି ବଳବାନ ହେବ। କର୍ମକ୍ଷେତ୍ରରେ ଉନ୍ନତି କରିବେ କିନ୍ତୁ ବହୁ ପରିଶ୍ରମ କରିବାକୁ ପଡିବ। ଅଜଚ୍ଚା ସୂତ୍ରରୁ ଧନ ମିଳିବ ।

3. ବୃଷ ରାଶି

ଅର୍ଥ ଲାଭ ଆଭାଷ ହେବ , ନିଜର ପରିବେଶରେ ପରିବର୍ତ୍ତନ ହେବ , ମାନ ସମ୍ମାନରେ ହାନୀ ଘଟିବ ।ପରିବାର ମଧ୍ୟରେ ଅଶାନ୍ତି ଭରି ରହିବ , ଆଳସ୍ୟ ଅନୁଭବ କରିପାରିବେ , ହଟାତ୍ ଦୁର୍ଘଟଣାଗ୍ରସ୍ଥ ହୋଇପାରନ୍ତି , ମାନସିକ ଉଦବେଗ ବଢିବ । କାର୍ଯ୍ୟରେ ଅବପ୍ରାପ୍ତି ମିଳିବ । ଆପଣ ଙ୍କ ପାଇିଁ ପ୍ରତିକାର ହେଉଛି ପ୍ରତ୍ୟେକ ମଙ୍ଗଳବାର ଦିନ ହନୁମାନ ଚାଳିଶା ପାଠ କରନ୍ତୁ ।

4. ମୀନ ରାଶି

ଭୟଭିତ ଭିତରେ ସମୟ ଅତିବାହିତ କରିବେ , ବହୁଦିନର ଅନୁ ସନ୍ଧାନରେ ବିଫଳ ହେବେ , ଯାତ୍ରାରେ ସତର୍କତା ଅବଲମ୍ବନ କରନ୍ତୁ , ମାନସିକ ଚାପରେ ପଡିବେ , ବ୍ୟସ୍ତତା ମଧ୍ୟରେ ସମୟ କଟିବେ । ଗୃହ କ୍ଲେଶ ଦେଖା ଦେଇପାରେ ଅଭାବ ଅନାଟନ ରେ ଦିନ କାଟି ପାରେ । ବିଶ୍ବାସ ଘାତକତାରେ ଶିକାର ହୋଇପାରନ୍ତି । ନିଜର ଦେହ ଉପରେ କଷ୍ଟ ଅଛି ସତର୍କ ରୁହ ନ୍ତୁ । ଶାରିରୀକ କଷ୍ଟ ଅନୁଭବ କରିପାରନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.