ଆଜି ୩ ଜୁଲାଇ , ଶୁକ୍ରବାର ଆଜିର ରାଶିଫଳ ସମ୍ପୂର୍ଣ୍ଣ 12 ଟି ରାଶିର ଭାଗ୍ୟ ଫଳ ବିଷୟରେ ଜାଣନ୍ତୁ

0

ଆଜି ହେଉଛି ଜୁଲାଇ ମାସ ଦୁଇ ତାରିଖ ୨୦୨୦ , ଆଷାଢ଼ ମାସ ର 20 ଦିନ ଶୁକ୍ଳ ଦ୍ଵାଦଶୀ । ଆଜି ର ସୂର୍ଯ୍ୟୋଦୟ ର ସମୟ ପାଞ୍ଚ ଟା ଛଅ ଏବଂ ସୂର୍ଯ୍ୟାସ୍ତ ର ସମୟ ୬ ତ ୨୯ ଅଟେ । ଆଜିର ରହୁ କାଳ ଗୋଟେ ୨୮ ରୁ ୩ଟା ଆଠ । ଗୁଳିକା କାଳ ୮ ଟା ୨୭ ରୁ ୧୦ ଟା ୭ ଏବଂ ଜମ ଗଣ୍ଡ ୫ ଟା ୬ ରୁ ୬ ଟା ୪୭ ଅଟେ । ଆଜି ହେଉଛି ଗରୁଡ ଶୟନ । ତେବେ ଚାଲନ୍ତୁ ଜାଣିବା ଆଜିର ରାଶିଫଳ ବିଷୟରେ । ତେବେ ଚାଲନ୍ତୁ ଜାଣିବା

ମେଷ ରାଶି –

ଶତ୍ରୁ ବୃଦ୍ଧି , ଅର୍ଥ ହାନି , ଭୟ , ସ୍ବାସ୍ଥ୍ୟ ରେ ଅବନତି , କଳହ , ଚିନ୍ତା , କାର୍ଯ୍ୟ କ୍ଷେତ୍ରରେ ସମସ୍ୟା , ଆର୍ଥିକ ସମସ୍ୟା , ଇତ୍ୟାଦି ର ସମ୍ଭାବନା ରହିଛି ।

ବୃଷ ରାଶି –

ଅର୍ଥ ଲାଭ , ସୁଖାଦ୍ୟ ଏବଂ ସୁବସ୍ତ୍ର ର ପ୍ରାପ୍ତି , ଯାନ ବହନ ପ୍ରାପ୍ତି ଏବଂ ଆନନ୍ଦଦାୟକ ଭ୍ରମଣ , ବିଘ୍ନ ନାସ ଏବଂ ସର୍ବ କ୍ଷେତ୍ରରେ ସଫଳତା ଇତ୍ୟାଦି ର ସମ୍ଭାବନା ରହିଛି ।

ମିଥୁନ ରାଶି –

ଶତ୍ରୁ ଉପରେ ବିଜୟ ପ୍ରାପ୍ତି କରିବେ , ଅର୍ଥଲାଭା , ଉତ୍ତମ ସ୍ୱାସ୍ଥ୍ୟ , ପାରିବାରିକ ଶାନ୍ତି , ସତସଙ୍ଗ ପ୍ରାପ୍ତି , ମାନସିକ ଶାନ୍ତି ଇତ୍ୟାଦିର ସମ୍ଭାବନା ରହିଛି ।

କର୍କଟ ରାଶି –

ସ୍ବାସ୍ଥ୍ୟ ହାନି , ଦୁଃଖ ସର୍ବ କ୍ଷେତ୍ରରେ ହାନି , ପାଚନ ଜନିତ ରୋଗ ଅନାବଶ୍ୟକ ଭ୍ରମଣ , ଅର୍ଥ ହାନି , ସମ୍ମାନ ହାନି , ଦାରିଦ୍ର , ପ୍ରେମରେ ଅସଫଳତା ଇତ୍ୟାଦିର ସମ୍ଭାବନା ରହିଛି ।

ସିଂହ ରାଶି –

ଭୟ , ଚିନ୍ତା , ଅର୍ଥ ହାନି , ପାରିବାରିକ ଅଶାନ୍ତି , ରୋଗ ଇତ୍ୟାଦି ର ସମ୍ଭାବନା ରହିଛି । ଏହି ଦିନ ଶିକ୍ଷା , ଭ୍ରମଣ ଏବଂ ପରୀକ୍ଷା ନିମନ୍ତେ ଉପଯୁକ୍ତ ଅଟେ ।

କନ୍ୟା ରାଶି –

ଶତ୍ରୁ ଉପରେ ବିଜୟ ପ୍ରାପ୍ତି କରିବେ । ସଫଳତା ପ୍ରାପ୍ତି , ଅର୍ଥ ପ୍ରାପ୍ତି , ବନ୍ଧୁତା ସ୍ଥାପନ ବନ୍ଧୁ ଙ୍କ ଠାରୁ ଧନ ପ୍ରାପ୍ତି ଇତ୍ୟାଦି ର ସମ୍ଭାବନା ରହିଛି ।
ଏହି ଦିନ ଶିକ୍ଷା , ଭ୍ରମଣ ଏବଂ ପରୀକ୍ଷା ନିମନ୍ତେ ଶୁଭ ଅଟେ ।

ତୁଳା ରାଶି –

ଅର୍ଥ ହାନି , ବିଘ୍ନ , କଳହ , ସମ୍ମାନ ନଷ୍ଟ , ଅନାବଶ୍ୟକ ବ୍ୟୟ , ଡିପ୍ରେସନ୍ ଇତ୍ୟାଦିର ସମ୍ଭାବନା ରହିଛି ।

ବିଛା ରାଶି –

ଶତ୍ରୁ ଉପରେ ବିଜୟ ପ୍ରାପ୍ତି କରିବେ , ଅର୍ଥ ଏବଂ ସମ୍ପତି ଲାଭ , ଭଗ୍ୟଦୟ , ସୁଖାଦ୍ୟ ପ୍ରାପ୍ତି , ବେଇବାହିକ ଜୀବନରେ ଶାନ୍ତି , ବନ୍ଧୁ ମିଳନ , ମାନସିକ ଶାନ୍ତି , ସମ୍ମାନ ଲାଭ ଇତ୍ୟାଦିର ସମ୍ଭାବନା ରହିଛି ।
ନୂତନ କାର୍ଯ୍ୟ ଆରମ୍ଭ କରିବେ ।

ଧନୁ ରାଶି –

ବନ୍ଧୁ ବାନ୍ଧବ ଙ୍କ ସହ ମାନମଲିନ୍ୟ ହୋଇପାରେ । ବିପରୀତ ଲିଙ୍ଗ ର ବ୍ୟକ୍ତି ଙ୍କ ସହ ମାନ ମଳିନ୍ୟ ହୋଇପାରେ । ନିର୍ଭରଶୀଳତା , ଈର୍ଷା , ହାନି , ବ୍ୟୟ ,ଦୁର୍ଘଟଣା ଇତ୍ୟାଦିର ସମ୍ଭାବନା ରହିଛି ।

ମକର ରାଶି –

ପ୍ରଭାବଶାଳୀ ବନ୍ଧୁ ମାନଙ୍କ ସହ ସମ୍ବନ୍ଧ ବଢିବ । ସର୍ବ ସୁଖ ପ୍ରାପ୍ତି , ଅର୍ଥ ପ୍ରାପ୍ତି , ସମ୍ପତି ଲାଭ , ସ୍ବାସ୍ଥ୍ୟ ରେ ଉନ୍ନତି , ଶୁଖାଦ୍ୟ ପ୍ରାପ୍ତି ଇତ୍ୟାଦିର ସମ୍ଭାବନା ରହିଛି ।

କୁମ୍ଭ ରାଶି –

ଲକ୍ଷ ପ୍ରାପ୍ତି , ସମ୍ମାନ ବୃଦ୍ଧି , ସଫଳତା , ସୁଖ , ପାରିବାରିକ ଶାନ୍ତି କାର୍ଯ୍ୟ କ୍ଷେତ୍ରରେ ସଫଳତା , ଉପହାର ପ୍ରାପ୍ତି , ଘୋରଇ ସୁଖ ସୁବିଧା ପ୍ରାପ୍ତି , ସମ୍ପତି ବିକ୍ରୟ ରୁ ଲାଭ , ଲୋକ ସମ୍ପର୍କ ବୃଦ୍ଧି । ଇତ୍ୟାଦିର ସମ୍ଭାବନା ରହିଛି । ସମଜିକମାନ ସମ୍ମାନ ପ୍ରାପ୍ତି ହବ ।

ମୀନ ରାଶି –

ଅର୍ଥ ଜନିତ କ୍ଷୟ ର ଭୟ ଲାଗି ରହିବ । ଅପ୍ରତ୍ୟାଶିତ ବ୍ୟୟ , ମାନସିକ ଅଶାନ୍ତି , ଶୟନରେ ଅଶାନ୍ତି , ଚାକିରି ରେ ଅସୁବିଧା , ଆଳସ୍ୟ , ସମ୍ମାନ ହାନି ଇତ୍ୟାଦିର ସମ୍ଭାବନା ରହିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.