ଆଜି ରାତିରେ ଏହି ହନୁମାନ ଗୁପ୍ତ ମନ୍ତ୍ରକୁ କହିଦେଲେ ହେବ ବଡ ଚମତ୍କାର

0

ହନୁମାନଙ୍କ ଉପାସନା କରିବା ଦ୍ଵାରା ମଣିଷର ସମସ୍ତ ଦୁଃଖ କଷ୍ଟର ଅନ୍ତ ଘଟିଥାଏ। କୁହା ଯାଇଥାଏ କି ହନୁମାନ ଏମିତି ଏକ ଦେବତା ଯିଏ କି ଅଳ୍ପ ଆରାଧନା କରିବା ଦ୍ଵାରା ଶୀଘ୍ର ପ୍ରସନ୍ନ ହୋଇ ଯାଇଥାନ୍ତି। ମଙ୍ଗଳବାର ଆଉ ଶନିବାର ଦିନ କୁ ହନୁମାନଙ୍କ ବାର ବୋଲି କୁହାଯାଇଥାଏ।ଏହି ଦିନ ଯଦି ଆପଣ ଏହି ମନ୍ତ୍ରର ସ୍ମରଣ କରିବେ ତାହେଲେ ଆପଣ ଙ୍କର ମନ ମୁତାବକ ଆପଣଙ୍କୁ ଫଳ ମିଳିଥାଏ,ଆପଣଙ୍କ ସବୁ ଦୁଃଖ କଷ୍ଟ ଦୂର ହୋଇଥାଏ।

ତେଣୁ ଶନିବାର ଦିନକୁ ଏହି ମନ୍ତ୍ରକୁ ଜପ କରିବା ପାଇଁ କୁହା ଯାଇଛି।ତେଣୁ ଶନିବାର ଦିନ ରାତି ରେ ଏହି ମନ୍ତ୍ରକୁ ଜଣେ ବ୍ୟକ୍ତି ପୂର୍ଣ୍ଣ ଶ୍ରଦ୍ଧାରେ କରେ ତାହେଲେ ତାକୁ ନିଶ୍ଚିତ ତାର ଫଳ ମିଳିଥାଏ ।

ଏହି ମନ୍ତ୍ର ଜପ କରିବା ଦ୍ଵାରା ଆପଣଙ୍କ ଅଟକି ରହିଥିବା କାର୍ଯ୍ୟ ଭଲରେ ଭଲରେ ହୋଇ ଯାଇଥାଏ। ଏମିତି କୁହା ଯାଇଥାଏ କି ଏହି ମନ୍ତ୍ରକୁ ଯିଏ ପୂର୍ଣ୍ଣ ଶ୍ରଦ୍ଧାରେ ଜପ କରେ ତାର ସମସ୍ତ ଇଛା ପୂର୍ଣ୍ଣ ହୋଇଥାଏ। ତେବେ ବନ୍ଧୁଗଣ ଅଧିକ ସମୟ ବିଳମ୍ବ ନ କରି ଚାଲନ୍ତୁ ଜାଣିବା ଏହି ମନ୍ତ୍ର ବିଷୟରେ।

ଏହି ମନ୍ତ୍ରକୁ ହିନ୍ଦୁ ଧର୍ମରେ ହନୁମାନଙ୍କ ବୀଜ ମନ୍ତ୍ର ଭାବରେ ପରିଚିତ। ଓଁ ଏଂ ଭୃମଃ ହନୁମତେ ଶ୍ରୀ ରାମଦୁତାୟ ନମଃ। ଏହି ମନ୍ତ୍ର ଜପ କରିବା ମାତ୍ରେ ହନୁମାନ ଜି ନିଜେ ଭକ୍ତର ସବୁ କାର୍ଯ୍ୟକୁ ସୁଫଳ କରିବା ପାଇଁ ଚାଲି ଆସିଥାନ୍ତି ।

ସେହି ବ୍ୟକ୍ତିର ସମସ୍ତ କଷ୍ଟକୁ ଦୂର କରି ଦେଇଥାନ୍ତି । ହିନ୍ଦୁ ଧର୍ମରେ କୁହାଯାଇଛି କି ଏହି ମନ୍ତ୍ର ଜପ କରିବା ମାତ୍ରେ ହିଁ ମନୁଷ୍ୟର ସମସ୍ତ ସମସ୍ୟା ଦୂର ହୋଇଯାଇଥାଏ।ସେ ସମସ୍ୟା ଟଙ୍କା ସମସ୍ୟା ହେଉ କିମ୍ବା ରୋଗ ସମସ୍ୟା ହେଉ କିମ୍ବା ଯେ କୌଣସି ଧନ ସମ୍ବନ୍ଧିତ ସମସ୍ୟା ହୋଇଥାଉ।

ଏହି ମନ୍ତ୍ରର ଜପ ମଙ୍ଗଳବାର କିମ୍ବା ଶନିବାର କରିବା ଦ୍ଵାରା ବିଶେଷ ଲାଭ ପ୍ରାପ୍ତି ହୋଇଥାଏ।କାରଣ ଏହି ଦୁଇଟି ଦିନ ଭଗବାନ ହନୁମାନଙ୍କୁ ସମପ୍ରିତ ହୋଇଥାଏ। ତେଣୁ ଏହି ଦିନ ହନୁମାନଙ୍କ ବୀଜ ମନ୍ତ୍ରର ଜପ ଆପଣଙ୍କୁ ଭଲ ଫଳ ଦେଇଥାଏ।

ଏହି ଦିନ ବ୍ୟକ୍ତି ହନୁମାନଙ୍କ ମନ୍ଦିରକୁ ଯାଇ ହନୁମାନଙ୍କ ସୁନ୍ଦରକାଣ୍ଡ ପାଠ କରେ ଆଉ ତାର ସମସ୍ତ ପାପକୁ ବର୍ଣନା କରି ଭଗବାନଙ୍କୁ କ୍ଷମା ପ୍ରାଥନା କରେ ତାହେଲେ ତାର ସମସ୍ତ ଦୁଃଖ କଷ୍ଟ ଦୂର ହୋଇ ଯାଇଥାଏ।ଯଦି ଆପଣ ବି ଭଗବାନଙ୍କୁ ଭଲ ପାଉଛନ୍ତି ତହେଲେ କମେଣ୍ଟରେ ଲେଖି ଦିଅନ୍ତୁ ଜୟ ବଜରଙ୍ଗବାଲି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.