ଆସିଲା ଦୁଖଦଃ ଖବର । ଆଉ ନାହାନ୍ତି BOLLYWOOD ର କୋରିଓଗ୍ରାଫର ସରୋଜ ଖାନ । ହୃଦ ଘାତରେ ତାଙ୍କର ପରଲୋକ ହୋଇଥବା ସୂଚନା

0

ବର୍ତ୍ତମାନ ବଲିଉଡ୍ ରୁ ଗୋଟେ ଦୁଃଖଦ ଖବର ଆସିଛି । କିଛି ଦିନ ପୂର୍ବରୁ ବଲିଉଡ୍ ର ପ୍ରସିଦ୍ଧ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ରେ ମୃତୁ ବରଣ କରି ଥିଲେ । ତାଙ୍କ ମୃତ୍ୟୁ ର ଚର୍ଚ୍ଚା ଓ ଦୁଃଖ ବଲିଉଡ୍ ରୁ ସରି ନାହିଁ ଏବେ ଏବେ ଆଉ ଗୋଟିଏ ଚାଞ୍ଚଲ୍ୟ ମର୍ମାହତ ଖବର ଆସିଛି । ଯାହା କୁ ଶୁଣି ସମ୍ପୂର୍ଣ ବଲିଉଡ୍ ଦୁଃଖ ରେ ଭାଙ୍ଗି ପଡ଼ିଛି । ତେବେ ଆଉ ନାହାନ୍ତି ବଲିଉଡ୍ ର ନୃତ୍ୟ ରାଣୀ ଓ ସୁପ୍ରସିଦ୍ଧ କୋରିଓ ଗ୍ରଫାର୍ ସରୋଜ ଖାନ୍ । ସେ ବଲିଉଡ୍ ର ଜବେ ପ୍ରସିଦ୍ଧ କୋରିଓ ଗ୍ରଫର୍ ଭାବେ ପରିଚିତ ଥିଲେ ।

ନିଜର ଆଶ୍ଚର୍ଯ୍ୟ ଜନକ କୋରିଓ ଗ୍ରଫୀ ପାଇଁ ସେ ସମସ୍ତଙ୍କ ହୃଦୟ ରେ ରାଜ୍ କରୁ ଥିଲେ । ତେବେ ବର୍ତ୍ତମାନ ଖବର ଆସିଛି ଯେ ସେ ବା ସରୋଜ ଖାନ୍ ମୁମ୍ବାଇ ରେ ହୃଦ୍ ଘାତ ରେ ମୃତୁ ବରଣ କରି ଅଛନ୍ତି । ମୁମ୍ବାଇ ର ଏକ ହସ୍ପିଟାଲ୍ ରେ ତାଙ୍କ ର ମୃତ୍ୟୁ ହୋଇଛି ।

ତେବେ ସେ 2000 ରୁ ଅଧିକ ହିନ୍ଦୀ ଗୀତ ରେ କୋରିୟଗ୍ରଫ କରି ଥିଲେ । ବର୍ତ୍ତମାନ ତାଙ୍କ ମୃତୁ ର ଖବର ସମସ୍ତ ଙ୍କ ମନ କୁ ଭାଙ୍ଗି ଦେଇ ଅଛି । ନିଜ ର ଚମତ୍କାର କୋରିଓ ଗ୍ରଫି ପାଇଁ ସବୁ ବେଳେ ଚର୍ଚ୍ଚା ରେ ରେ ଥିଲେ ସରୋଜ ଖାନ୍ । ଆପଣ ଙ୍କୁ ଜଣାଇ ଦେଉଚୁ ଯେ ମିଷ୍ଟର ଇଣ୍ଡିଆ , ଚାନ୍ଦିନୀ , ତେଜବ , ପରି ଏକାଧିକ ସୁପର୍ ହିଟ୍ ହିନ୍ଦୀ ଫିଲ୍ମ ରେ କୋରିଓ ଗ୍ରାଫ କରି ଥିଲେ ସରୋଜ ଖାନ୍ ।

ଏହା ସହିତ ହିନ୍ଦୀ ଚଳଚ୍ଚିତ୍ର ଦେବଦାସ ପାଇଁ 2003 ରେ ତାଙ୍କୁ ମଧ୍ୟ ମିଳିଥିଲା ଫିଲ୍ମ୍ ଫେୟର ର ବେଷ୍ଟ କୋରିଓ ଗ୍ରଫର ଆୱାର୍ଡ଼ । ସେହି ପରି ସୁପର୍ ହିଟ୍ ଫିଲ୍ମ୍ ଲଗନ୍ ପାଇଁ ସେ ଆମେରିକାନ କୋରିଓ ଗ୍ରାଫି ଆୱାର୍ଡ଼ ମଧ୍ୟ ପାଇ ଥିଲେ ସରୋଜ ଖାନ୍ ।

ସୋସିଆଲ ମିଡ଼ିଆ ବା ଇଣ୍ଟର୍ନେଟ୍ ଜଗତ ରେ ତାଙ୍କ ର ବହୁତ୍ ଫ୍ୟାନ ଫାଲୋଇଙ୍ଗ ଥିଲେ । ତାଙ୍କ ର ନୃତ୍ୟ ପାଇଁ ସେ ବେଶ୍ ଚର୍ଚ୍ଚା ରେ ସବୁ ବେଳେ ରୁହନ୍ତି । ତେବେ ବର୍ତ୍ତମାନ ତାଙ୍କ ର ଏହି ପରି ଆକସ୍ମିକ ମୃତୁ ସମ୍ପୂର୍ଣ ବଲିଉଡ୍ ରେ ଦୁଃଖ ର ବାଦଲ ପରି ହୋଇ ରହିଛି । ତାଙ୍କ ର ପ୍ରଶଂସକ ମାନେ ତାଙ୍କ ଆତ୍ମା ର ଶାନ୍ତି ପାଇଁ ସୋସିଆଲ ମିଡ଼ିଆ ରେ ଶ୍ରଦ୍ଧାଞ୍ଜଳି ଜଣାଇ ଅଛନ୍ତି ।

କେବଳ ତାଙ୍କ ର ଫ୍ୟାନ ମାନେ ନୁହେଁ ବଲିଉଡ୍ ର ପ୍ରସିଦ୍ଧ ଅଭିନେତା ଓ ଅଭିନେତ୍ରୀ ମାନେ ମଧ୍ୟ ତାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇ ଅଛନ୍ତି। ସେ ନିଜ ର କୋରିଓ ଗ୍ରାଫୀ ପାଇଁ ଅନେକ ଆୱାର୍ଡ଼ ସୋ ରେ ସମ୍ମାନିତ ମଧ୍ୟ ହୋଇ ଅଛନ୍ତି ।

ଫିଲ୍ମ୍ ଫେୟାର ଆୱାର୍ଡ଼ ସହ ଆହୁରି ମଧ୍ୟ ତାଙ୍କୁ ଆୱାର୍ଡ଼ ମିଳିଥିଲା । ତେବେ ତାଙ୍କ ର ମୃତୁ ସହ ଜଡ଼ିତ ଆଉ କିଛି ତଥ୍ୟ ଆସି ନାହିଁ । କୁହା ଯାଇଛି ଯେ ଅନେକ ଦିନ ରୁ ତାଙ୍କ ଦେହ ଖରାପ ନିୟମିତ ଭାବେ ଲାଗି ରହି ଥିଲା । ତେବେ ଆପଣ ଙ୍କୁ ଜଣାଇ ଦେଉଚୁ ଯେ ସରୋଜ ଖାନ୍ 2003, 2006 ଓ 2008 ରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ତାକୁ ମିଳି ଥିଲା ସରୋଜ ଖାନ୍ ଙ୍କୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.