Take a fresh look at your lifestyle.

ସରକାରଙ୍କ ନୂଆ ଆଇନ୍: ସବୁ କ୍ଷେତ୍ରରେ କାମ କରୁଥିବା ଲୋକଙ୍କୁ ଦିଆଯିବ ସର୍ବନିମ୍ନ ମଜୁରୀ, ନିୟମ ନମାନିଲେ ମାଲିକଙ୍କୁ ଦେବାକୁ ପଡିପାରେ ୧୦ ଲକ୍ଷ ଟଙ୍କାର ଫାଇନ୍ .।

0 116

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ବାଗତ କରୁଛୁ ଏମିତି ରେ ଯେଉଁ ପରି ଭାବେ ଆପଣ ମାନେ ଜାଣି ଥିବେ କି ଆଜି ର ସମୟ ରେ ବେରୋଜଗାରୀ ଙ୍କ ସଂଖ୍ୟା କ୍ରମାନୂୁ ଗତ ଭାବେ ବୃଦ୍ଧି ପାଇବା ସହିତ ଲୋକ ମାନେ କେଉଁ ପରି ଭାବେ ସମସ୍ୟା ର ସାମ୍ନା କରିବା ରେ ଲାଗିଛନ୍ତି ଏମିତି ବେଳେ କେନ୍ଦ୍ରୀୟ ଶ୍ରମ ମନ୍ତ୍ରାଳୟ ତଥା ସଂସଦର ଷ୍ଟାଣ୍ଡିଂ କମିଟି ମାନଙ୍କ ତରଫ ରୁ ଏବେ ଏହି ଯୋଜନା କୁ ଟିକିୁଏ ପରିବର୍ତିତ କରା ଜାଇ ଥିବା ବେଳେ ଏବେ ସରକାରୀ ଓ ବେସର କାରୀ କାର୍ଯ୍ୟ କରତା ମାନଙ୍କୁ ଗୋଟିଏ ନିମ୍ନ ଧରଣ ର ଦରମା ଦେବା ପାଇଁ ସୁପାରିସ୍ କରି ଥିବା ଜଣା ପଡ଼ିଛି ।

ଏବଂ ଏଥି ବ୍ୟତିତ ଏହି ବିଷୟ ରେ ଅଧିକ ମାତ୍ରା ରେ କହିବା ପାଇଁ ଜାଇ ଥିବା ବେଳେ କୁହା ଜାଇଛି କି ଏବ ଠାରୁ ଯେତେ ସବୁ ସରକାରୀ ତଥା ବେସରକାରୀ କାର୍ଯ୍ୟ କର୍ତା ମାନଙ୍କୁ ବାଧ୍ୟତା ମୂଳକ ଭାବେ ସର୍ବ ନିମ୍ନ ଧରଣ ର ଦରମା ନେବା ପାଇଁ ପଡ଼ିବ । ଏବଂ ଏଥି ବ୍ୟତିତ ଯଦି କେହି ବେସରକାରୀ କମ୍ପାନୀ ମାନେ ଏପରି ସର୍ବ ନିମ୍ନ ଦରମା ଦେବା ପାଇଁ ରାଜି ନହୁଅନ୍ତି ତେବେ ନିଶ୍ଚିତ ଭାବେ ସେମାନଙ୍କ ଠାରୁ 10 ଲକ୍ଷ ପର୍ଯ୍ୟନ୍ତ ଜୋରି ମାନା ନିଅ ଯିବ ବୋଲି କହିଛନ୍ତି

ଏମିତି ବେଳେ ଏହି ଉପରେ କିଛି ଟା ନିୟମ ଲାଗୁ କରା ଜାଇ ଥିବା ଜଣା ପଡ଼ିଛି ଯେଉଁ ଥିରେ କୁହା ଜାଇଛି କି ଏବେ ଯକୈଣସି ବି କମ୍ପାନୀ ରେ ଶ୍ରମିକ ମାନେ 8 ଘଣ୍ଟା ରୁ ଅଧିକ ସମୟ ପର୍ଯ୍ୟନ୍ତ କାମ କରିବେ ନାହିଁ ବୋଲି ନିଶ୍ପତୀ ନିଆ ଜାଇ ଥିବା ଜଣା ପଡ଼ିଛି । ଓ ଏହି ସବୁ କୁ ଯଦି ନ ମାନି କମ୍ପନୀ ର ମାଲିକ ମାନେ ଏମାନଙ୍କ ଦ୍ବାରା ଅଧ୍କ କାମ କରି ନିଏ ତେବେ ନିଶ୍ଚିତ ଭାବେ ଦଣ୍ଡ ବିଧାନ ହେବ ।

ତେବେ କହିବା ପାଇଁ ଚାହିଁବୁ କି ଏହି ଦିନ ରେ କହିଛନ୍ତି କି ଏସପ୍ରିଏନ୍ସ ଏବଂ ଫ୍ରେସର୍ସ ମାନେ ସମାନ ପ୍ରକାକର ର ଦରମା ପାଇ ପାରିବେ ନୀାହିଁ । ଏମିତି ବେଳେ ଯେଉଁ ଶ୍ରମିକ ମାନଙ୍କ ର ଅଧିକ ମାତ୍ରା ରେ ଅଭିଜ୍ଞତା ରହିଛି ଖାସ୍ କରି ସେହି ମାନଙ୍କ ଉପରେ ଏକ୍ସନ ନିଆ ଯିବ ବୋଲି କହିଛନ୍ତି ଷ୍ଟାଣ୍ଡିଂ କମିଟି ।

ଏଣିତି ବେଳେ ଆପଣ ମାନଙ୍କୁ ସୂଚନା ଦେବା ପାଇଁ ଚାହିଁବୁ କି ଏହି କର୍ମ୍ ଚାରୀ ମାନେ ପ୍ରତ୍ୟେକ ପାଞ୍ଚ ବର୍ଷ କୁ ସେମାନେ ନିଜର ସର୍ବ ନିମ୍ନ ଦରମା କୁ ରିୱାଇଜ୍ କରିବା ପାଇଁ ବାଧ୍ୟ ବୋଲି ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ କମିଟି କହି ଥିବା ବେଳେ ଏବେ ସବୁ କ୍ଷେତ୍ର ରେ ଭୀଳେଣି ପଡ଼ିଛି ।

Leave A Reply

Your email address will not be published.