Take a fresh look at your lifestyle.

ଲେଡି କନେଷ୍ଟ ବଲ ସହ ବିବାହ କଲେ କଏଦି ପୁଣି ଥାନା ରେ , ତା ପରେ ଜାହା ହେଲା ।

0 557

ଦନିଆ ରେ ପ୍ରେମ କରିବା ଲୋକ କେବେ ଡରି ନଥାଏ ବୋଲି ଆମେ ଜାଣିଛୁ । କିନ୍ତୁ ଗୋଟିଏ କଏଦି ଙ୍କୁ କିଛି ନା କିଛି ଆଇନ୍ କାନୁନ କୁ ଡର ଥାଏ । ହେଲେ ଯହି ଗୋଟିଏ କଏଦି ଗୋଟିଏ ଆଇନ୍ ର ରକ୍ଷକ ସହ ବିବାହ କରୁଛି । ତେବେ କଣ ହେବେ ।

ହଁ ଆଜ୍ଞା କିଛି ଏପରି ହିିଁ ହୋଇଛି । ଆମେ ଜାଣିଛୁ କି ପ୍ରେମ କରୁଥିବା ଲୋକ କେବେ କୈଣସି ବି କ୍ଷେତ୍ରରେ ଡରି ନଥାଏ । ନିଜ ଭଲ ପାଇବା ଉପରେ ଏତେ ଭରସା ରହିଥାଏ ଯେ ସେମାନେ କିଛି ବି କରିବା ପାଇଁ ରାଜି ହୋଇ ଥାନ୍ତି .ଓ ଯେପରି ପରିସ୍ଥିତି ରେ ସେମାନେ ନିଜର ପ୍ରେମ କୁ ସଫଳ କରିଥାନ୍ତି । କିନ୍ତୁ ଆଜ୍ଞା ତାହା ଯଦି । ସହରରେ ହୋଇଥିବ ତ । ଆଉ ଯଦି ଏହା ସହର ରେ ନହଇ ଗ୍ରାମ ରେ ହୋଇଥିବା ତେବେ ତ ଏହା ବହୁତ ବଡ ଅପରାଧ ବୋଲି ମନାଯାିଥାଏ . ତେବେ ଏପରି ହିଂ କିଛି ହୋଇଛି ।
ଉତ୍ତର ପ୍ରଦେଶ ର ଗୋଟିଏ କଏଦି ସହିତ ଗତ ଦୁଇ ବର୍ଷ ହେଲା ହୋଇଯାଇଥିବା ପ୍ରେମ କିନ୍ତୁ ଗୋଟିଏ ଲେଡି କନେଷ୍ଟ ବଲ କୁ ଗୋଟିଏ କଏଦି ସହିତ ପ୍ରେମ କେବେ ସଭା ଦିଏ ନାହିଁ । ଓ େହା ଗ୍ରାମ ରେ ତ ଆହୁରି ନିଅମ ବିଛିନ୍ନ । ତେବେ ଏପରି କ୍ଷେତ୍ରରେ ଗତ ଦୁଇ ବର୍ଷ ଦେଲା ଏମାନେ ଦୁହେଁ ଦୁହିଁଙ୍କୁ ଭଲ ପାଉଥିଲେ ଓ କିନ୍ତୁ ଘରେ କହିବା ପାଇଁ ସାହାସ ନଥିବା ରୁ ସେମାନେ ଏହି ରବିବାର ଦିନ ନିରଜ ଡିଉଟି ସାରି କୁଆଡେ ଯେପରି ଗାଏବ ହୋଇ ଯାଇଥିଲେ ।
ପରେ ଘର ଲୋକ ତାଙ୍କୁ ଖୋଜି ନପାଇବାରି ସେମାନେ ପୋଲିସ୍ କୁ ଜଣାଇଥିଲେ ପରେ ଜଣା ପଡିଥିଲା କି ସେମାନେ ନିକଟସ୍ଥ ରେ ତିବା ପୋଲିସ୍ କୋଲନି ରେ ଜାଇ ନିଜ ନିଜ ବେକରେ ବର ମାଳା ପକାଇ ବିବାହ କରି ନେଇଛନ୍ତି . ତେବେ ପ୍ରେମ ଆଗରେ ଆଜି କାଲି କିଛି ବି କାମ ଦେଇ ନାହିଁ

Leave A Reply

Your email address will not be published.