Loading...

ଦେଖନ୍ତୁ ଭିଡ଼ିଓ । ଆହତ ବାଘ ପାଖକୁ ଯାଇ ଫଟୋ ଉଠାଉଥିଲେ ଯୁବକ ! ହଠାତ୍ ଉଠିଲା ବାଘ , ଆଉ ତା’ ପରେ

Loading...

ଦୈନିକ ଦିନରେ ଏମିତି କିଛି ଘଟଣା ଦୁର୍ଘଟଣା ଦେଖିବାକୁ ମିଳୁଛି ଯାହା ସଂପୂର୍ଣ୍ଣ ଆଶ୍ଚର୍ଯ୍ୟଜନକ ଭାବେ ପରିଲିଖିତ ହେଉଛି । ଯଦି ମନୁଷ୍ୟ ଜାଣିଶୁଣି କୌଣସି ଭୁଲ କାମ କରିବସେ ତେବେ ତାହାର ପରିଣାମ ବଡ ଭୟଙ୍କର ହୋଇଥାଏ । କଥାରେ ରହିଛି କି ଯଦି ମନ୍ତ୍ର ନ ଜାଣି ସାପ ଗାତରେ ହାତ ମାରି ଲେ ତାହାର ପରିଣାମ କଣ ହୋଇପାରେ ତାହା ଆପଣ ଭଲଭାବରେ ଜାଣନ୍ତି । ବାସ୍ତବିକ୍ ଭାବେ କହିବାକୁ ଗଲେ ବାଘ କୁ ବା କାହାର ଭୟ ନାହିଁ ତେବେ ଯଦି ଆମ କୌଣସି ବ୍ୟକ୍ତି ବାଘର ଦୁର୍ବଳତା ର ସମୟ ଦେଖି ଫାଇଦା ଉଠିବାକୁ ଚେଷ୍ଟା କରେ ତେବେ ସେ ନିଶ୍ଚିତ ବାଘର ଶିକାର ପାଲଟିଯିବ ।

ବାଘଟି ଆହତ ଅବସ୍ଥାରେ ରାସ୍ତା କଡରେ ପଡିଥିବା ସମୟରେ କୌଣସି ଏକ ବ୍ୟକ୍ତି ଉକ୍ତ ବାଘର ପାଖକୁ ଯାଇ ଫୋଟୋ ଉଠାଇଥିଲେ ଏବଂ ପରେ ଯାହା ହୋଇଥିଲା ତାହା ଜାଣିବା ପରେ ଆପଣ ମଧ୍ୟ ହୋଇରାଣ ହୋଇଯିବେ । ରିପୋର୍ଟ ମୁତାବିକ୍ ଗୋଟିଏ କଲରାଫୁଲିଆ ବାଘ ଟିଏ ଗୁରୁତର ଅବସ୍ଥାରେ ଅଲୀପୁରଦୁରା ରାସ୍ତାକଡ଼ରେ ପଡ଼ିଥିଲା ଏବଂ ଉକ୍ତ ରାସ୍ତା ଦେଇ ଅନେକ ଲୋକ ଯାତାୟତ କରୁଥିଲେ ।

ବାଘ ଏମିତି ପଡିଥିବାର ଦେଖି କୌଣସି ବ୍ୟକ୍ତି ପାଖକୁ ଯିବା ପାଇିଁ ଭୟ କରୁଥିଲେ ହଜାର ହଜାର ଲୋକ ଏହି ଦୃଶ୍ୟ କୁ ଦେଖୁଥିଲେ । କିନ୍ତୁ ଏହି ସମୟରେ ଏକ ଦୁଷ୍ଟ ବ୍ୟକ୍ତି ବାଘର ଏମିତି ପଡିଥିବାର ଦେଖି ତା ପାଖକୁ ଯାଉ ଫୋଟୋ ଉଠାଇଥିଲେ ଫଳରେ ଆହାତ ଅବସ୍ଥାରେ ଶୋଇଥିବା କଲରାପତରିଆ ଉକ୍ତ ବ୍ୟକ୍ତି ଙ୍କୁ ଆଟାକ୍ କରିଥିଲେ ।


ବ୍ୟକ୍ତି ଯେଉଁ ଜାଲ ବନାଇଥିଲେ ବାଘ ପାଇିଁ ସେ ଜାଲରେ ନିଜେ ମରଣଜନ୍ତା ପାଲଟିଗଲେ ଅର୍ଥାତ୍ ବାଘ ଟି ବ୍ୟକ୍ତି ଙ୍କୁ ଆହାତ କରି ହସ୍ପିଟାଲ ପହଞ୍ଚାଇ ଦେଇଥିଲା । ବାଘ ଆକ୍ରମଣରେ ଗୁରୁତର ହୋଇ ବ୍ୟକ୍ତି ଜଣକ ଏବେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଆପଣ ମାନଙ୍କୁ ପୁଣି ଥରେ କହିରଖୁଛୁ କି ଏହି ଘଟଣା ପଶ୍ଚିମ ବଙ୍ଗଲରେ ଅଲିଦାପୁର ଠାରେ ଘଟିଥିବାର ନିଜର ଆସିଥିଲା ।

Image result for West Bengal: An injured leopard attacked a man who was clicking its pictures in Alipurduar. The man sustained minor injuries, leopard has been taken for treatment and will be released in the wild after it recovers

ଏହି ଘଟଣା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହୋଇଚାଲିଛି । ବ୍ୟକ୍ତି ଙ୍କର ଫୋଟ ଉଠିବା ଟା ମହଙ୍ଗା ସାବ୍ୟସ୍ତ ହେଲା ଯାହା ଫଳରେ ବାଘ ଜାଲରେ ଫସିଗଲେ । ବର୍ତ୍ତମାନ ବ୍ୟକ୍ତି ଜଣ ଙ୍କ ଗୁରୁତର ଅବସ୍ଥାରେ ଅଲୀପୁରଦୁରା ମେଡିକାଲ ରେ ଚିକିତ୍ସା ହେଉଛନ୍ତି । ତେଣୁ ଆପଣ ମାନଙ୍କୁ ଅନୁରୋଧ କି କୌଣସି ମନ୍ତ୍ର ନ ଜାଣି ସାପ ଗାତରେ ହାତ ମାରିବେ ନାହିଁ ଅର୍ଥାତ୍ ଏହି ବ୍ୟକ୍ତି ଙ୍କ ପରି ମୁର୍ଖାମୀ ଭୁଲ ଆଉ କରିବେ ନାହିଁ ନଚେତ୍ ହରାଇପାରନ୍ତି ପ୍ରାଣ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Loading...
Loading...