ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଙ୍କ ଜୀବନ ଶୈଳୀ, ତାଙ୍କର ମାସିକ ଆୟ ଓ ସେ ଗୋଟିଏ ଫିଲ୍ମ ପାଇଁ କେତେ ଟଙ୍କା ନିଅନ୍ତି ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇ ଯିବେ। ଆସନ୍ତୁ ଜାଣିବା ତାଙ୍କର ଏହି ସିକ୍ରେଟ ସବୁ।

0

ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଜଣେ ଯେତେ ଏକା ଧାରାରେ ମଡେଲ ତା ସହିତ ବଲିଉଡ ର ଜଣେ ଆଗ ଧାଡ଼ିର ଅଭିନେତ୍ରୀ। ସେ ନିଜ ର ଅଭିନୟ ପାଇଁ ଅନେକ ସୁପର ହିଟ ହିନ୍ଦୀ ସିନେମା କରିଛନ୍ତି। ସେ ମଧ୍ୟ ଅନେକ ସମୟରେ ନିଜ ର ପୋଷାକ ପାଇଁ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚା ରେ ଆସନ୍ତି। ସେ ଅଭିଷେକ ବଚ୍ଚନ ଙ୍କୁ ବିବାହ କରିବା ପରେ ଆଉ ଏତେଟା ସିନେମା କରିବାର ନଜର ରେ ଆସୁ ନାହାନ୍ତି।

ଐଶ୍ୱର୍ଯ୍ୟା ରାୟ ବଚ୍ଚନ ନିଜ ର ଜୀବନ ଚର୍ଚ୍ଚା ପାଇଁ ଅନେକ ଗଣମାଧ୍ୟମ ରେ ଚର୍ଚ୍ଚା ରେ ଆସନ୍ତି। ସେ ନିଜ ର ଜୀବନ ଶୈଳୀ ପାଇଁ ବେଶ ସର୍ବଦା ସମାଲୋଚନା ହୋଇ ଥାନ୍ତି। ସେ ୧ ନଭେମ୍ବର ୧୯୭୩ ମସିହାରେ ଏକ ରାୟ ପରିବାର ରେ ଜନ୍ମ ଗ୍ରହଣ କରନ୍ତି। ସେ କର୍ଣ୍ଣାଟକ ର ମାଙ୍ଗାଲର ରେ ଜନ୍ମ ଗ୍ରହଣ କରନ୍ତି। ତାଙ୍କର ପିତା ହେଲେ କ୍ରୀଷ୍ଣା ରାଜ ରାୟ। ସେ ଜଣେ ଆର୍ମି ର ବାଇଲୋଜିଷ୍ଟ ଥିଲେ। ତାଙ୍କର ମାତା ଜଣେ ସାଧାରଣ ଘରେ ହିଁ ରୁହନ୍ତି। ତେଣୁ ତାଙ୍କ ର ମା ଜଣେ ସାଧାରଣ ନାରୀ ହିସାବରେ ଚଳନ୍ତି। ସେ ନିଜ ସଂସ୍କାର ରେ ଝିଅ କୁ ଗଢି ତୁଳନ୍ତି।
ତାଙ୍କର ଶିକ୍ଷା ସାଧାରଣତଃ ମୁମ୍ବାଇ ର ବିଦ୍ୟାଳୟ ଆଉ ତା ପରେ ଉଚ୍ଚ ଶିକ୍ଷା ମଧ୍ୟ ସେଠାରେ ସମାପନ କରନ୍ତି। ଆଉ ତାଙ୍କ ର ଶିକ୍ଷା ମଧ୍ୟ ସମ୍ପୂର୍ଣ୍ଣ ହୋଇ ପାରିଲା ନାହିଁ। ସେ ନିଜ ର ମଡେଲ ପାଇଁ ଅଧିକ ଫକସ କରୁ ଥିବାରୁ ପଢ଼ାରେ ଧ୍ୟାନ ଦେଇ ପାରିଲେ ନାହିଁ। ସେ ମିସ୍ ୱାର୍ଲଡ଼ ହେଲେ ୧୯୯୪ ମସିହା। ଯାହା ଭାରତ ପାଇଁ ଅତ୍ୟନ୍ତ ଗୌରବ ଥିଲା। ସେ ନିଜ ର ସେହି ପରିଚୟ ପାଇଁ ସାରା ବିଶ୍ୱ ଆଗରେ ଭାରତ କୁ ସ୍ୱତନ୍ତ୍ର ପରିଚୟ ଦେଇଥିଲେ।

ତାଙ୍କର ଅନେକ ବୟ ଫ୍ରେଣ୍ଡ ଥିଲେ। ସେମାନଙ୍କ ସହ ତାଙ୍କର ସମ୍ପର୍କ କୁ ନେଇ ଉଠି ଥିଲା ଅନେକ ଚର୍ଚ୍ଚା। ତାଙ୍କର ପ୍ରଥମ ପ୍ରେମିକ ହିସାବ ରେ ନାମ ଆସେ ସଲମାନ ଖାନ ଙ୍କ ର । ତାଙ୍କ ସହ ପ୍ରେମ ସମ୍ପର୍କ ଥିବା ଖବର ଚାରିଆଡେ ବ୍ୟାପି ଯିବା ପରେ ସେମାନଙ୍କ ମଧ୍ୟ ରେ ତିକ୍ତତା ଦେଖା ଦେଇଥିଲା। ତା ପରେ ତାଙ୍କ ର ଅନ୍ୟ ଜଣେ ପୁରୁଷ ସହ ମଧ୍ୟ ସମ୍ପର୍କ କୁ ନେଇ ମିଡ଼ିଆ ରେ ଚର୍ଚ୍ଚା ଚାଲିଥିଲା। ସେ ହେଲେ ବିବେକ। ସେମାନଙ୍କ ମଧ୍ୟରେ ମଧ୍ୟ ସମ୍ପର୍କ ବେଶି ଦିନ ତିଷ୍ଠି ପାରିଲା ନାହିଁ।
ଶେଷ ରେ ସେ ୨୦୦୭ ରେ ଅଭିଷେକ ବଚ୍ଚନ ଙ୍କ ସହ ପ୍ରେମ କରି ବିବାହ କରିଥିଲେ। ୨୦୧୧ ରେ ଆରାଧ୍ୟା ନାମକ ଏକ ଝିଅ ଜନ୍ମ ନେଇଥିଲା।ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଙ୍କ ପ୍ରାୟ $୩୫ ମିଲିୟନ ଟଙ୍କା ଥିବା କଥା ଶୁଣିବାକୁ ମିଳେ। ସେ ଏବେ ଅମିତାଭ ବଚ୍ଚନ ଙ୍କ ପରିବାର ବୋହୂ ହୋଇଥିବା ହେତୁ ତାଙ୍କର ଜୀବନ ଶୈଳୀ କୁ ନେଇ ଅନେକ ଚର୍ଚ୍ଚା ହୁଏ ସୋସିଆଲ ମିଡ଼ିଆ ରେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Leave A Reply

Your email address will not be published.