ଅଳିଆ ଗଦାରୁ ମିଳିଲା କୋଟି କୋଟି ଟଙ୍କାର ବିଡା, ତା ପରେ ଦେଖନ୍ତୁ କଣ ହେଲା

0

ବର୍ତମାନ ସମୟ ରେ ଟଙ୍କା ହେଉଛି ସବୁ ଠାରୁ ଗୁରୁତ୍ୱ ପୂର୍ଣ ଜିନିସ। ଯାହା ପାଖରେ ଯେତେ ଟଙ୍କା ରହିଛି ସେ ବ୍ୟକ୍ତି ବର୍ତ୍ତମାନ ସମୟ ରେ ସେତେ ଶକ୍ତି ଶାଳୀ ଅଟେ। ତେବେ ବିନା ଟଙ୍କା ରେ କୌଣସି ବଡ କାମ କରିବା ସମ୍ଭବ ନୁହଁ। ସବୁ ଲୋକ ଚାହିଁ ଥାଆନ୍ତି ଯେ ତାଙ୍କୁ କେଉଁଠି କିଛି ଟଙ୍କା ମିଳି ଯାଉ। ଏମିତି କି ରାସ୍ତାରେ ଯଦି କେହି 50 କିମ୍ବା 100 ଟଙ୍କା ପାଇଯାଏ ତେବେ ସେ ବହୁତ ଖୁସି ହୋଇ ଯାଏ। ତେବେ ଆପଣ କେବେ ଭାବି ଛନ୍ତି ଆପଣଙ୍କୁ ଯଦି 120 କୋଟି ଟଙ୍କା କୋଉଠୁ ମିଳିଯିବ ତେବେ ଆପଣ କଣ କରିବେ। ଏବେ ଆସନ୍ତୁ ଜାଣିନା ଏହି ପରି ଏକ ଘଟଣା ବିଷୟରେ।

ପୂର୍ବ ଋଷ ର ଏକ ସ୍ଥାନରେ କିଛି ଲୋକ ଏକ କାଦୁଅ ଜାଗା।କୁ ଖୋଳୁଥିବା ବେଳେ ବହୁତ ମାତ୍ର ରେ ଟଙ୍କା ପାଇ ଥିଲେ। ଏହା ଆରବ ରୁବେଲ ନଟ ଅର୍ଥାତ ଭାରତୀୟ ମୁଦ୍ରା ରେ ଏହା ପ୍ରାୟ 120 କୋଟି ଟଙ୍କା ହେବ। ସେହି ବ୍ୟକ୍ତି ମାନେ ସେହି ସ୍ଥାନ ଖୋଲିବା ସମୟରେ ଏତେ ମାତ୍ର ରେ ଟଙ୍କା ପାଇ ଥିଲେ। ଏହି ସ୍ଥାନ ଟି ପୂର୍ବ ସୋଭିଏତ ରେ ଅବସ୍ଥିତ ଓ ଏହା ମୋସ୍କ ଠାରୁ ପ୍ରାୟ 160 କିମି ଦୁର ଭ୍ଲାଦମୀର କ୍ଷେତ୍ର ରେ ଅବସ୍ଥିତ।

ତେବେ ଏହି ଟଙ୍କା ଗୁଡିକ ସେମାନେ ପାଇ ଥିଲେ ସତ ହେଲେ ଏହାର କୌଣସି ଲାଭ ସେମାନେ ଉଠାଇ ପାରି ନଥିଲେ। କାହାକି ନା ଏ ଟଙ୍କା ଗୁଡିକ ବର୍ତ୍ତମାନ ସମୟ ର ନଥିଲା ବରଂ ଏହା ଥିଲା ପୂର୍ବ ସୋଭିଏତ ସଂଘ ର ନୋଟ। ତେବେ ଏହି ଜାଗାଟି ପ୍ରାଚୀନ କାଳ ରେ ଏକ ଖାଦାନ ଥିବା ଜଣା ପଡ଼ିଛି।

ଏଠାରେ ବହୁତ ମାତ୍ର ରେ କ୍ଷେପଣାସ୍ତ୍ର ରଖା ଯାଉ ଥିଲା। ତେବେ ପରବର୍ତୀ ସମୟ ରେ ଏଠାରେ ଅନେକ ଟଙ୍କା ପୋତି ଦିଆ ଯାଇ ଥିଲା। ଯାହା କି ବର୍ତମାନ ମାଟି ତଳୁ ସଂଗୃହିତ ହୋଇଛି। ତେବେ ନୋଟ ଗୁଡିକ ଦେଖିବା ପରେ 1961 ରୁ 1991 ମଧ୍ୟରେ ହୋଉ ଥିବା ଜଣା ପଡ଼ିଛି।

ତେବେ ଆମ ଭାରତ ରେ ମଧ୍ୟ 2016 ନୋଟ ବନ୍ଦୀ ସମୟ ରେ ଏହି ପରି ଅବସ୍ଥା ଦେଖିବାକୁ ମିଳୁ ଥିଲା। ଲୋକମାନେ ନିଜର କଳା ଟଙ୍କା କୁ ଲୁଚାଇ ବାକୁ ଯାଇ ଏଣେ ତେଣେ ଲକ୍ଷ ଲକ୍ଷ ଟଙ୍କା ଫୋପାଡ଼ି ଦେଇ ଥିଲେ। ଯାହା କି ପରବର୍ତୀ ଅବସ୍ଥାରେ ଲୋକ ମାନଙ୍କୁ ମିଳି ଥିଲା ହେଲେ ଏହି ଟଙ୍କା ଗୁଡିକ ତାଙ୍କର କୌଣସି କାର୍ଯ୍ୟ ରେ ଆସି ନଥିଲା। ତେବେ ଋଷ ରେ ମିଳିଥିବା ସେହି ଟଙ୍କା ଗୁଡିକ ମଧୁ ଲୋକ ମାନଙ୍କ ର କୌଣସି କାର୍ଯ୍ୟ ରେ ଆସି ନଥିଲା।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Leave A Reply

Your email address will not be published.