Loading...

ଫିଟିଲା ଏଲିନାଙ୍କ ଅନୁଭବଙ୍କ ପ୍ରତି ଥିବା ପ୍ରେମ ର ଭାବନା। କିଏ କାହାର ପାଗଳ ଦ୍ବିୱାନା ।

0 230

ଓଲିଉଡ ଜଗତ ଏକ ଏପରି ଗୋଟିଏ ଷ୍ଟୋଜ ।ଯେଉଁଠି ବହୁତ କାଳାକାର ଆସିଛନ୍ତି ଓ ଏପରି ବହୁତ କଳାକାର ଯାଇଛନ୍ତି । ତେବେ ଏପରି କ୍ଷେତ୍ରରେ ଓଲିଉଡ ବହୁତ ବଡ ବଡ ଅଭିନେତା ଓ ଅଭିନେତ୍ରୀ ମାନଙ୍କ ଭିତରୁ ସବୁଛୁ ବେଶୀ ଚର୍ଚ୍ଚା ର ବିଷୟ ରେ ଆସନ୍ତି ଅନୁଭବ ମହାନ୍ତି । ଆପଣ ମାନେ ଏହି କଳାକାର ବା ଅଭିନେତାଙ୍କୁ ତ ବହୁତ ଭଲ ଭାବରେ ଜାଣିଥିବେ ।

କାରଣ ଏ ଜଣେ ଏପରି କଳାକାର ଅଟନ୍ତି ଜାହାଙ୍କ ପଛରେ ସାରା ଓଡିଶଆ ଦ୍ବିୱାନା ରହିଥାଏ । ଓ ଏମି୍ତି ରେ ଏହି ଜବର୍ଦସ୍ତ କଳାକାର ଙ୍କ କଳାକାରନାମା ବିଷୟ ରେ ବହୁତ କଥା ସାମ୍ନା କୁ ଆସିଥିବାର ଜଣା ପଡିଥିଲା । ଏହାର ମାନେ ଅନୁଭବ ଓ ଏଲିନା ଯେକି ଏବେକା ସମୟ ରେ ଓଲିଉଡ ରେ ରାଜ କରୁଛନ୍ତି ।

Anubhav
Anubhav

ଲୋକ ମାନଙ୍କ ହୃଦୟ ରେ ବି ରହିଛନ୍ତି । ତେବେ ଆପଣ ମାନେ ବହୁତ ଭଲ ଭାବରେ ଜାଣିଥିବେ କି କିଛି ଦିନ ତଳେ ଏହି ଦୁଇ ଯୋଡି ଙ୍କୁ ନେଇ ବହୁତ ଚର୍ଚ୍ଚା ହୋଇଥିଲା ଓ ଏପରି କି ଲୋକମାନେ ବହୁତ ଆଡେ ଚର୍ଚ୍ଚା କରିବାରେ ଲାଗି ପଡିଲେ କି ଏମାନେ ଦୁହେଁ ଦୁହିଁଙ୍କୁ ପ୍ରେମ ବନ୍ଧନ ରେ ବାନ୍ଧି ହେବା ପାଇଁ ଜାଉଛନ୍ତି ।

Alina
Alina

ଏପରି ଚର୍ଚ୍ଚା ରେ ରହିଥିଲା କି ଅନୁଭବ ମହାନ୍ତି ଯେକି ନିଜ ପତ୍ନି ବର୍ଷା ଙ୍କୁ ଡିଭର୍ସ ଦେବେ ବୋଲି । ଏପରି ଅନେକ କିଛି ଓଡିଶା ର କୋଣ ଅନୁକୋଣ ରେ ବ୍ୟାପି ଯାିଥିବା ବେଳେ ଏହି କିଛି ଦିନ ହେଲା ଏହି ଦୁହିଁ ଭିତରେ ଥିବା ସଂମ୍ପର୍କ ଟି କଣ ତାହାର ପର୍ଦା ଫାସ ହୋଇଛି । ଓ ଜଣା ପଡିଛି କି କଣ ସତରେ ସେମାନେ ଦୁହେଁ ଦୁହିଁଙ୍କୁ ଭଲ ପାଆନ୍ତି ନା ଏହା କାହାର ସଡଯନ୍ତ୍ର ଥିଲା ଗୋଟିଏ କଥା କୁ ଆଗକୁ ବଢାଇବା ପାଇଁ ।

ତେବେ ଏହି କିଛି ଦିନ ତଳେ ହୋଇଥିବା ଏକ ପ୍ରେସ୍ କୋନ୍ଫେନ୍ସ ରେ ଅନୁଭବ ମହାନ୍ତି ଓ ଏଲିନା ଙ୍କ ଉପସ୍ଥିତି ରେ ସେମାନଙ୍କୁ ପଚାରା ଯାଇଥିଲା କି ସେମାନଙ୍କ ବିଷୟ ରେ ଏପରି ସୋସିଆଲ ମିଡିଆ ରେ ବହୁତ କଥା ଘୁରି ବୁଳୁଛି ବୋଲି ।

ତେବେ ସେମାନେ ଦୁହେଁ ବହୁତ ଆଶ୍ଚର୍ଯ୍ଯ ହେଲେ ଓ ରହିଥିଲେ। ଏପରି କିଏ କରିଛି ଆମେ ଜାଣି ନାହୁଁ ଏପରି କି ବର୍ଷା ଙ୍କ ଡିଭର୍ସ ଦେବା କଥା ବି । ତେବେ ଏହି କଥା କୈଣସି ଭାବରେ ମାନେ ନାହିଁ ବୋଲି କହିଥିଲେ । ଓ ଏହା ସଂମ୍ପୂର୍ଣ ମିଥ୍ୟା ବୋଲି କହି ଏ କଥା ବି କହିଥିଲେ କି ବର୍ଷା କେବଳ ତାଙ୍କର ଓ ତାଙ୍କ ଛଡା ତାଙ୍କ ଜୀବନ ରେ ଅନ୍ୟ କେହି ଆସିବେ ନାହିଁ ବୋଲି ।

ଠିକ୍ ଏହି ଉତ୍ତର ଆମେ ବର୍ଷା ଙ୍କ ମୁହଁ ରୁ ବି ସୁଣଇବା ପାଇଁ ପାଇଥିଲୁ । ଓ ଏପରି କ୍ଷେତ୍ରରେ ଏଲିନା ସାମନ୍ତରାୟ ବହୁତ ଦୁଖଃ ପ୍ରକାଶ କରି କହିଥିଲେ କି ସେ ଏପରି ମିଛ କୁ ପ୍ରସୟ ଦିଅନ୍ତି ନାହିଁ ଓ ଏପରି କି ସେ ଏହାର ବି ପରିଭାସା କରିଥିଲେ କି ଏପରି କାର୍ଯ୍ଯ କେହି ଫେନ୍ କରି ନାହିଁ ବୋଲି ।

Loading...
Loading...