Take a fresh look at your lifestyle.

ଆମେରିକାର ଯୁବତୀଙ୍କ ହୃଦୟ ଆସିଗଲା ଏହି କୃଷକ ଉପରେ । ସାତ ସମୁଦ୍ର ପାରି ହୋଇ ଆସି କରିଲେ ବିବାହ । ଆଉ ତା ପରେ…

0 1,094

ଦୁନିଆରେ କେତେକ ଯୁବକ ଯୁବତୀ କାହାର ଅର୍ଥ କିମ୍ବା ସମ୍ପତ୍ତି ଦେଖି ମନଦେଇ ନଥାନ୍ତି କିମ୍ବା ଜୀବନ ସାଥୀ କରିବା ପାଇିଁ ନିଶ୍ପତି ନିଅନ୍ତି ନାହିଁ । ଦୁନିଆରେ ପ୍ରକୃତ ଭଲପାଇବା ଦେଖିବାକୁ ବହୁତ କମ ମିଳେ । ଆପଣ ମାନେ ଜାଣିଥିବେ କି ଯଦି କେହି କାହାରିକୁ ସ୍ବର୍ଚ୍ଚ ମନରେ ନିର୍ମଳ ହୃଦୟରେ ଭଲପାଉଥିବ ନାଁ ତେବେ ସେ ସେହି ପ୍ରେମ ପାଇିିଁ ଯଦି ଆଗ୍ନିରେ ଝାସ ଦେବାକୁ ହୁଏ ତେବେ ସେ ପଛେଇବ ନାହିଁ ।

ପ୍ରେମ କରିବା ଗୋଟିଏ ଏମିତି ସମ୍ପର୍କ ଯାହା ସେଠାରେ ଜାତି ଗୁତ୍ର ବାଛବିଛାର ପଡେନାହିଁ। ଆଜି ଆମେ ଏମିତି ଏକ ପ୍ରମୀଯୁଗଳ ଙ୍କର ପ୍ରମ ସମ୍ପର୍କରେ କହିବା ଯାହା ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ କି ଜଣେ ସାଧାରଣ ଚାଷି ଙ୍କୁ ଏମିତି ଜଣେ ଝିଅ ବିବାହ ହୋଇପାରିଲା । ଆସନ୍ତୁ ଆଖି ପକାଇବା ସେହି ବାସ୍ତବିକ ଭଲପାଇବା ସମ୍ପର୍କକୁ ନେଇ ।

ପ୍ରକୃତ ପ୍ରେମକୁ ପାଇବା ପାଇିିଁ ଆମେରିକୀୟ ଯୁବତୀ ବିବାହ କଲେ ଜଣେ ସାଧାରଣ କୃଷକଙ୍କୁ । ଏହି ସୁଚନା ଟି ହେଉଛି । ସିବନୀ ମାଲ୍ବା ନାମକ ଗ୍ରାମ ରେ ଜଣେ ଯୁବକ ଯିଏ କି ଦିପକ ରାଜପୁତ ନାମରେ ପରିଚିତ ହୋଇଥିବା ଏହି ବ୍ୟକ୍ତିଙ୍କୁ ବିବାହ କରିଛନ୍ତି ଆମେରିକୀୟ ଯୁବତୀ । ଦିପକ ତାଙ୍କ ସହ ଗୋଟିଏ ଦେଖାରେ ଆଖିରେ ସୃଷ୍ଟି ହୋଇଗଲା ପ୍ରେମ । ଦିନ ପରେ ଦିନ ଏମାନଙ୍କ ମଧ୍ୟରେ ଭଲପାଇବା ଟା ବହୁତ ଆଗକୁ ଯାଇଥିଲା ।

ସେମାନେ ଦୁହେଁ ଦୁହେଁ ଙ୍କ ସହ ମୋବାଇଲ ରେ କଥାହେବାକୁ ଲାଗିଲେ ।ଦିପକ ଏହି ଆମେରିକୀୟ ନାରୀ ଯାହାଙ୍କ ନାମ । ଜେଲିକା ଲିଜର୍ଥ ତାଙ୍କ ମଧ୍ୟରେ ତିନି ଚାରି ବର୍ଷର ପ୍ରେମ ବଡିଚାଲି ଆସୁଥିଲା । କିନ୍ତୁ ଏକଥା କାହାରି ଜଣାନଥିଲା । ଏବେ ଯୁବତୀ ଜଣଙ୍କ ଦିପକଙ୍କୁ ବିବାହ କରିବା ପାଇିଁ ଛାଡିଆସିଛନ୍ତି ନିଜ ମାଟିକୁ । ତାଙ୍କ ପ୍ରମରୁ ଜଣାପଡିଛି କି ଦିନନକର କଥା ।

ଜେଲିକା ଲିଜର୍ଥ ସେ ଭାରତ ପରିଭ୍ରମଣ ରେ ଅତୀଥି ରୂପେ ଆସିଥିଲେ ତ ତାଙ୍କ ସହ ଦିପକ ଙ୍କର ଦେଖାହୋଇଥିଲା । ଦିପକ । ଜେଲିକା ଲିଜର୍ଥ ପରିଭ୍ରମଣରେ ବହୁତ ସହୋଯୋଗ କରିଥିଲେ । ଏବଂ ପରେ ସେ ତାଙ୍କ ହୃଦୟର କଥା ଖୋଲି କହିଥିଲେ । ଜେଲିକା ଲିଜର୍ଥ ଙ୍କୁ । କିନ୍ତୁ ଗୋଟିଏ ନାରୀ ଏପରି ସ୍ବଚ୍ଚା ପ୍ରେମକୁ ପାଦରେ ଆଡେଇ ପାରିବ ନାହି୍ଁ ସେ ତାଙ୍କ ମନ କଥା ଜାଣିବା ପରେ ଦୁହିଁଙ୍କ ମଧ୍ୟରେ ପ୍ରେମର ଆଭାଷ ସୃଷ୍ଟି ହେଲା ।

ଆଜି ଭାରତ ପାଇିଁ ଗୌରବର ବିଷୟ ଏହିକି ଯେ ଜଣେ ଆମେରୀକୟ ନାରୀ ଭାରତର ସଂସ୍କୃତି ଏବଂ ପରମ୍ପରାକୁ ପାଥେୟ କରି ଦିପକ ଙ୍କୁ ବିବାହ କରିବା ପାଇିଁ ରାଜି ହୋଇଥିଲେ । ଏବେ ସାମାନେ ବିବାହ ବନ୍ଧନ ରେ ବାନ୍ଧି ହୋଇ ଥିବା ଜଣା ପଡିଛି । ତେଣୁ ଆପଣ ମାନେ ଏହି ଭାଇଙ୍କର ଭଲପାଇବାକୁ ସ୍ବୀକାର କରନ୍ତୁ ଏବଂ ଆପଣ ମାନେ ମଧ୍ୟ ଏମିତି ସମ୍ପର୍କ ବନ୍ଧନରେ ଯୋଡିହେବା ପାଇିଁ ପ୍ରୟାସ କରନ୍ତୁ ।

ଯଦିଆପଣ ଙ୍କୁ ଆମଏହି ପୋଷ୍ଟଟି ଭଲ ଲାଗିଲା ତେବେ ଆମ ଫେସବୁକ୍ ପେଜୁକୁ ଲାଇକ୍ କରନ୍ତୁ ଏବଂ ସେୟାର କରନ୍ତୁ Friend s’ ଓ ଫେମିଲି ଙ୍କ ସହିତ ଓ ପୋଷ୍ଟଟି କିଭଳି ଲାଗିଲା ଆମଙ୍କୁ କମେଣ୍ଟ କରି ଜଣାନ୍ତୁ ।

Leave A Reply

Your email address will not be published.