Loading...

ନାସା ର ଭାବି ବୈଜ୍ଞାନିକ ହେବେ ନବମ ଶ୍ରେଣି ର ଛାତ୍ର ସୁମିତ । କେମିତି ଥିଲା ବାରିପଦାରୁ ରୁ ଆମେରିକା ପର୍ୟ୍ୟନ୍ତ ରାସ୍ତା ଜାଣନ୍ତୁ

0 200

ଓଡିଶା ରେ ବହୁତ ଟେଲେଣ୍ଟ ଭରି ରହିଛନ୍ତି । ଯେଉଁମାନଙ୍କୁ ବାସ ଖୋଜିବାର ରହିଛି । ଏମିତି କିଛି ଟେଲେଣ୍ଟ ଯେଉଁମାନେ କିି ବଣ ରେ ଫୁଟି ବଣ ମଲ୍ଲୀ ଙ୍କ ପରି ସୁଖି ଜାଆନ୍ତି । କେବଳ ଓଡିଶା କାହିଁକି ।ଏଭଳିଆ ଟେଲେଣ୍ଟ ପିଲାଙ୍କୁ ଉତ୍ସାହିତ କରିବା ପାଇଁ ହୃଦୟରୁ ଗୋଟେ ସେୟାର କରିଦେବେ

ସାରା ଭାରତ ରେ ଏପରି ଲକ୍ଷ୍ୟ ଲକ୍ଷ୍ୟ ପିଲା ରହିଛନ୍ତି ଯେଉଁମାନଙ୍କ ପାଖରେ ବହୁତ ଭରପୁର ଟେଲେଣ୍ଟ ଭରିରହିଛି । ତେବେ ଏହି ପରି ବ୍ୟବସ୍ଥା ରେ ଏବେ ଏହି ଟେଲେଣ୍ଟ ଗୁିଡିକୁ ଖୋଜିବାରେ ଲାଗିପଡିଛି ନାସା ।

ନିକଟ ରେ କିଛି ଦିନ ତଳେ ବାରିପଦା ଗୋଟିଏ ନବମ ଶ୍ରେଣି ର ପିଲା ଟିଏ ଏବେ ନାସା ର ଭାବି ବୈଜ୍ଞାନିକ ହେବାକୁ ଜାଉଛନ୍ତି । ତେବେ ବର୍ତ୍ତମାନ ଏହି ଛାତ୍ରରେ ନାସା ତରଫ ରୁ 10 କୋଟି ତଙ୍କାର କଲର ସିପ ପାଇବାର ଜଣାପଡିଛି ।

ସେ ନିଜର ଚେଷ୍ଟା ଓ ବହୁତ ପରିଣଆମ ରେ କଷ୍ଟ କରି ଏପରି ଭାବେ କିଛି ନୁଆ କରିବାର ଉଦ୍ୟମ କରିଛନ୍ତି । ସେ ଏପରି ଭାବେ ପୂରା ବାରିପଦା ଗୈରବ ଭାବେ ପରିଚିତ ହୋଇଛନ୍ତି ।

ନାସା ର ପ୍ରୋମିଟିଭ ଟେଷ୍ଟ ରେ ପାସ କରିଛନ୍ତି । ବର୍ତ୍ତମାନ । ଏପରି କାର୍ଯ୍ଯ ପାଇଁ ତାଙ୍କ ସ୍କୁଲ ର ସବୁ ଶିକ୍ଷକ ଗଣ ଏପରି କି ଏହି ଛାତ୍ରରର ପୂରା ପରିବାର ବହୁତ ଖୁସୁ ମନାଉଛି ।

ଏବେ ସୁମିତ ବାରିପଦାର ସତ୍ୟସାଇ ବିଦ୍ୟା ବିହାର ର ସ୍କୁଲ ରେ ନବମ ଶ୍ରେଣି ରେ ଅଧ୍ୟୟନ କରୁଥିବାରୁ ନାସା ଘୋଷଣା କରିଛି ଦଶମ ଶ୍ରେଣି ପର୍ଯ୍ଯନ୍ତ ସେ ଏହି ଠାରେ ପାଠ ପଢିବେ ଓ ପରେ ସେ ଆମେରିକା ର ଟକ୍ସଲା ଇୟୁନିଭର୍ସିଟି ରେ ଆଡମିଶନ ନେବେ ବୋଲି ନାସା କହିଛି । ତେବେ ଏହା ସହିତ ନାସା ଏହାବି ଘୋଷଣଆ କରିଛି ।

ଏହି ଛାତ୍ରର ବିଦେଶ ର ପାଠ ପଢାରେ ଯେତେବି ଖର୍ଚ୍ଚ ହେବ ତାହା ଦେବା ପାଇଁ ପ୍ରସ୍ତୁତ ରହିଛି ।ବୋଲି କହିଛି ନାସା । ନାସା ପକ୍ଷ୍ୟ ରୁ ଏପରି ଘୋଷଣା ପରେ ଦେଶ ବିଦେଶ ରୁ ଆଉ ଏପରି କି ଇିଶ୍ର ରୁ ବହୁତ ବଡ ବଡ ଲୋକ ମାନେ ଦେଖା କରିବା ପାଇଁ ଆସୁଛନ୍ତି ବୋଲି ସୁମିତ କହିଥିଲେ । ଛୋଟ ବେଳ ରୁ ସୁମିତ ଓ ତାଙ୍କ ମାଁ ଙ୍କ ସହିତ ମୟୂରଭଞ୍ଜର ସାରସକୁଳା ରେ ରହି ଆସୁଛନ୍ତି ।

ବାପା ଙ୍କ ବହୁତ ଇଚ୍ଛା ଥିଲା କି ପିଲା କୁ ବହୁତ ପାଠ ପଢାଇ ଗୋଟିଏ ବଡ ଇଂଞୀନିୟର ଟେ କରିବେ ବୋଲି । କାରଣ ସେ ନିଜେ ବି ଜଣେ ଗୋଟିଏ ଇଂଞୀନିୟର ଅଟନ୍ତି । କିନ୍ତୁ ପୁଅ ର ପିଲା ବେଳୁ ଏପରି ଗ୍ରହ ନକ୍ଷେତ୍ର ଉପରେ ରିସର୍ଚ୍ଚ ଦେଖି ସେ ବହୁତ ଖୁସି ଭାବୁଥିଲେ ।

କିନ୍ତୁ ତାଙ୍କର ଭାବନା ଏହା ନଥିଲା କି ସେ ଦିନେ ଏପରି ନାସା ଯିବ ସେଇଠି କାମ କରିବ ବୋଲି କିନ୍ତୁ ଜାହାବି ହେଉ ଏବେ ଓଡିଶା ବାସୀ ଆଶ୍ରୀବାଦ ସୁମିତ ଙ୍କ ସହିତ ସବୁବେଳେ ରହିଛି ।

Loading...
Loading...