Take a fresh look at your lifestyle.

ଆଗ ସଜେଇଲେ ବିଲ୍ ପାସ ହେଇଗଲା ପରେ କାଢି ନେଲେ । ଏତେ ମାତ୍ରାରେ ସେୟାର କର ପ୍ରଶାସନ ପାଖରେ ପହନ୍ଚିବା ଦରକାର

0 81

ଆଜ୍ଞା ଆଜିକା କ୍ଷେତ୍ରରେ କିଏ ବା ମାରିବା ପାଇଁ ଚାହିଁ ନଥାଏ । ସେ ଯେତେ ବି କହୁଥାନ୍ତୁ ନା କହିଁକି । ଆମେ ବହୁତ ଭଲ କିନ୍ତୁ ଆଜ୍ଞା ମାଗଣା ରେ କେହି ବି ଆଲକାତ୍ରା ଛାଡନ୍ତି ନାହିଁ । ଏହା ତ ଆପଣ ବି ଜାଣିଥିବେ । କିଛି ଏହି ପରି ଘଟଣା ଟେ ଆମେ ଆପଣଙ୍କୁ କହିବା ପାଇଁ ଜାଉଛୁ । ଏହା ଆମ ସରକାରର କାମ ଆପଣ ଉପରେ ଦେଖୁଥିବା ଫୋଟ ଏବେ ବହୁତ ପରିମାଣ ରେ ସୋସିଆଲ ମିଡିଆ ରେ ଭାଇରଲ ହେବାରେ ଲାଗିଛି କି ଆପଣ ଦେଖି ଜାଣି ପାରୁଥିବେ କି କଣ ଘଟଣା ।

ଯଦିି ଆପଣ ଜାଣି ପାରୁ ନାହାନ୍ତି । ତେବେ ଆସନ୍ତୁ ଆମେ ଆପଙ୍କୁ କହୁଛୁ କି ଏଠାକାର ଘଟଣା ଟି କଣ । ଆଜ୍ଞା ଏହା ହେଉଛି ଭୁବନେଶ୍ବର ରୁ ନିମାପଡା କୋଣାର୍କ , ଓ ପୁରୀ ର ରାସ୍ତା ଆଜ୍ଞା ଏପରି ବେଳେ ଆମ ସରକାର ଏକ ବହୁତ ବଡ କାଣ୍ଡ କରୁଛନ୍ତି ଏଠାରେ । ଏହି କାଣ୍ଡ ଅନୁଯାୟୀ ଏହି ରାସ୍ତା ର ମରାମତି 2017 ରେ ହୋଇ ଥିଲା ।

ଏହି ରାସ୍ତା ପାଇଁ ଆସି ଥିବା କେନ୍ଦ୍ର ତରଫ ରୁ ଟଙ୍କା ରେ ତ ଆମ ଓଡ଼ଶା ସରକାର ରାସ୍ତା ର ମରାମତି ତ କରାଇଲେ କିନ୍ତୁ ଏହି ରାସ୍ତା ର କାର୍ଯ୍ଯ ସରିଯିବା ରୁ ବର୍ତ୍ତମାନ ସମୟ ରେ ଆମ ଓଡ଼ିଶା ସରକାର ଏବେ PW ଜାଗାରେ ଲଗା ଯାଇଥିବା ଇଟା ଗୁଡିକୁ କାଢି ନେବାରେ ଲାଗିଛନ୍ତି । ଏବେ ପୂଣି ଥରେ ଲୋକ ମାନେ ବହୁତ ଅସୁବିଧା ର ସାମ୍ନା କରିବାରେ ଲାଗିଛନ୍ତି ।

ଏପରି କି ଲୋକଙ୍କ ଚାଲିବା ପାଇଁ ହିଁ ଏଗୁଡିକୁ ଲଗାଯାଇ ଥିଲା । ଓ ବର୍ଷା ର ପାଣି ରେ ଧୋଇ ଜାଉଥିବା ପାଖ କୁ ସମ୍ଭାଳିବା ପାଇଁ ହିଁ ଏହାର ବ୍ୟବହାର ହୋଇଥାଏ । କିନ୍ତୁ ଏପରି କ୍ଷେତ୍ରରେ ଆମ ଓଡ଼ଶା ସରକାର ଙ୍କ କାଣ୍ଡ ତ ଦେଖନ୍ତୁ ।

ଏହି ରାସ୍ତା ପାଇଁ ଆସିଥିବା ଅଟକଳ ମୂଲ୍ୟ ରେ ପ୍ରଥମେ ଲଗାଇ ଥିଲେ । କିନ୍ତୁ ଏବେ ପୂଣି ଏଠାରୁ କାଢି ନେଇ ଆଉ ଗୋଟିଏ ସ୍ଥାନ ରେ ଲଗାଇବେ ବୋଲି କହୁଛନ୍ତି । ବର୍ତ୍ତମାନ ସମୟ ରେ ଏହି ଫୋଟ କୁ ବହୁତ ମାତ୍ରା ସୋସିଆଲ ମିଡିଆ ରେ ସେୟାର କରିବା ଲୋକ ଲାଗିଛନ୍ତି । ଏହା ସହିତ ବହୁତ ଲୋକ ସରକାର ଙ୍କୁ ବହୁତ କିଛି କଥା କହିବାରେ ଲାଗିଛନ୍ତି ।

କିଛି ଲୋକ ମାନେ ତ ଏମିତି ରେ ରାଗି ଜାଇ ଭ୍ରଷ୍ଟାଚାରୀ ସରକାରର ଓ ଏହି କାମ ଭ୍ରଷ୍ଟାଚାରୀ ସରକାରର ହିଁ କାର୍ଯ୍ୟ ବୋଲି କହିବା ରେ ଲାଗିଛନ୍ତି । ଏମିତି ରେ ଏପରି ସରକାର ଙ୍କ ପଦକ୍ଷେପ ପାଇଁ କଣ ଆପଣଙ୍କ ମତ ରହିଛି ଆମକୁ କମେଣ୍ଟ ରେ ଜଣାନ୍ତୁ ।

Leave A Reply

Your email address will not be published.