Loading...

ଆମୀସ ଖାଇବା ପରେ ଭୁଲରେ ବି ଖାଆନ୍ତୁନି ଏହି ଜିନିଷ , ହେଇଯିବ ଏହି ଖତରନାକ ରୋଗ – ନିଶ୍ଚୟ ପଢନ୍ତୁ ଓ ସେୟାର କରନ୍ତୁ

Loading...

ମନୁଷ୍ୟ ସବୁବେଳେ ନିଜର ଖାଦ୍ୟ ସୁସମ ଓ ସୁସ୍ବାଦୁ ପାଇିଁ ଆଗ୍ରହ କରିଥାନ୍ତି । ଯାହାର ପରିଣାମ ତାଙ୍କୁ ପରିଶେଷରେ ପସ୍ତାଇବାକୁ ପଡେ । କାରଣ ଜାଣନ୍ତି ମନୁଷ୍ୟ ସଦାସର୍ବଦା ନନଭେଜ ଖାଇବାକୁ ପସନ୍ଧ କରିଥାନ୍ତି । ଏଭଳି ଖାଦ୍ୟ ଖାଇବା ମନା ନୁହେଁ କିନ୍ତୁ ଆବଶ୍ୟକ ମୁତାବିକ ଯଦି ଏହାକୁ ଗ୍ରହଣ କରାଯାଏ ତେବେ ଏହାର କ୍ଷ୍ୟତିର ସମ୍ଭାବନା ନଥାଏ

ଆପଣ ଜାଣନ୍ତି ଯେ ମନୁ୍ଷ୍ୟ ସବୁବେଳେ ମାଛ ମାଂସ ଇତ୍ୟାଦି ଆମିଷ ଜାତିୟ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି ।ଏହା ଖାଦ୍ୟ ଶରୀର ପାଇିଁ ହିତକର ଅଟେ କିିନ୍ତୁ ଏହାର ପରିମାଣ ଅଧିକ ହେଲେ ଏହା ସୁସ୍ଥ ମଣିଷକୁ ରୋଗିଣ କରିପକାଏ ଯାହା ଆପଣ କେବବିଶ୍ବାସ କରିପାରିବେନି ।ଆସନ୍ତୁ ଜାଣିବା ଏହି ଆମିଷ ଜାତୀୟ ଖାଦ୍ୟ ଖାଇବା ଦ୍ବାରା କିଭଳି ମାରାତ୍ମକ ରୋଗରେ ଲୋକ ସିକାର ହେଉଛନ୍ତି ।

ଆମିଷ ଖାଈବା କିମ୍ବା ନ ଖାଇବା ଏହା ନିଜ ପସନ୍ଦ ଉପରେ ନିର୍ଭର କରେ , କିଛି ଲୋକ ଏପରି ଥାନ୍ତି କି ସେମାନେ ନିଜେ ଖାଇନଥାନ୍ତି , ଓ ଯିଏ ଖାଇଥାଏ ତାଙ୍କୁ ଖାଈବାକୁ ଦିଅନ୍ତି ନାହିଁ ।ଯଦି ଆପଣ ନନ୍ ଭେଜିଟେରିଆନ୍ ହୋଇଥାନ୍ତି ତେବେ ଆପଣଙ୍କ ପାଇଁ ଏହି ପୋଷ୍ଟ ବିଷୟରେ ଜାଣିବା ବହୁତ ମହତ୍ୱପୁର୍ଣ୍ଣ ଅଟେ , ଯେଉଁ ଲୋକ ନନ୍ ଭେଜ୍ ଖାଇଥାନ୍ତି ସେମାନେ ଖାଇବା ସମୟରେ କିଛି ଭୁଲ୍ କରି ବସନ୍ତି, ଓ ସେଇ ଭୁଲ୍ ଏପରି ହୋଇଥାଏ କି ତାର ପ୍ରଭାବ ସିଧା ତାଙ୍କ ଶରୀର ଉପରେ ପଡିଥାଏ ଯାହାର ପରିଣାମ ତାକୁ ରଗାଗ୍ରସ୍ଥ କରିଥାଏ ।

ସେଥିପାଇଁ ଆପଣଙ୍କୁ ଜରୁରୀ କି ଆପଣ ଚିକେନ୍ ସହ କଣ ଖାଇବା ଜରୁରୀ , ଏହି ଜ୍ଞାନର ଅଭାବ ଯୋଗୁଁ ବହୁ ପ୍ରକାରର ରୋଗ ହୋଇଥାଏ ।ଯେମିତି ଆମ ସମସ୍ତଙ୍କୁ ଜଣା ଅଛି କି ନନ୍ ଭେଜ ମାନେ ମାଂସ ଗରମ ହୋଇଥାଏ , ଓ ଯାହାର ଖାଇବା ଦ୍ୱାରା ଆମ ଶରୀରରେ ଗରମ ହୋଇଥାଏ , ଏଥିପାଇଁ ଧ୍ୟାନ ରଖିବା ଉଚିତ୍ କି ମାଂସ ସହ ଏପରି କିଛି ଜିନିଷ ଖାଆନ୍ତୁ ନାହିଁ , ଯାହା ଦ୍ୱାରା ଆପଣଙ୍କ ଶରୀରକୁ ଥଣ୍ତା କରିବ , ଏମିତି କରିବା ଦ୍ୱାରା ଆପଣଙ୍କ ଶରୀରରେ ବହୁତ ଦୁପ୍ରଭାବ ପକେଇଥାଏ , ଏଥିପାଇଁ ଧ୍ୟାନ ରଖନ୍ତୁ କି ମାଂସ ସହ କୌଣସି ଥଣ୍ତା ଜାତିକ ଖାଦ୍ୟ କିମ୍ବା ପାନୀୟ ସେବନ କରନ୍ତୁ ନାହିଁ ।

ଯର୍ଥାତରେ କହିବାକୁ ଗଲେ ଆମକୁ ନିୟମିତ ଭାବେ ସମସ୍ତ ଖାଦ୍ୟ ପ୍ରତି ସଚେତନ ରହିବାକୁ ପଡିବ । କାରଣ ଆଜି ଭଳି ଦୁନିଆରେ ମନୁଷ୍ୟର ପରମାୟୁ ସ୍ବଳ୍ପ ସେ କେତେବେଳେ ବି ପରମାୟୁ ସରିପାରେ ।ତେଣୁ ଆମେ ଯେତେବେଳେ ଆମିଷ ଅର୍ଥାତ୍ ମାଛ ଓ ମାଂସ କୁ ଖାଉଛୁ ତାହା ଦୁଷ୍ଟିଦେବାକୁ ପଡିବ ଯେ ଖାଦ୍ୟରେ ମିସାଜାଇଥିବା ମସଲା ର ମାତ୍ରା କେତେ ପରିମାଣରେ ପକାଯାଇଛି ।ଆମର ପରମ କର୍ତ୍ତବ୍ୟ ଏହିକି ଆମକୁ ଆମିଷ ଖାଦ୍ୟକୁ କମାଇଦେଇ ଜିଜା ସାଧଭଳି ଭେଜ କୁ ଆପଣେଇ ନେବା ଉଚିତ୍ ୟାହାର ଫଳ ସୂରପ ଆମକୁ ଆଉ ରୋଗର କାରଣ ହେବନାହିଁ । କାରଣ ରିସର୍ଚ୍ଚ ମାନଙ୍କ ର ମତରେ ଆମିଷ ଖାଇବା ଦ୍ବାରା ଲୋକଙ୍କୁ ବିଭିନ୍ନ ଖତରନାକ ରୋଗ ହେଉଅଛି । ତେବେ ସେଭଳି ଖାଦ୍ୟକୁ ସବୁଦିନ ପାଇିଁ ବାୟ ବାୟ କରିଦେବା ଉଚିତ୍ ।

ଯଦିଆପଣ ଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗିଲା ତେବେ ଆମ ଫେସବୁକ୍ ପେଜୁକୁ ଲାଇକ୍ କରନ୍ତୁ ଏବଂ ସେୟାର କରନ୍ତୁ Friend s’ ଓ ଫେମିଲି ଙ୍କ ସହିତ ।ଓ ପୋଷ୍ଟଟି କିଭଳି ଲାଗିଲା ଆମଙ୍କୁ କମେଣ୍ଟ କରି ଜଣାନ୍ତୁ ।

Loading...
Loading...