Take a fresh look at your lifestyle.

ଅମୃତସରରେ ଦୁର୍ଘଟଣା ଘଟାଇଥିବା ଟ୍ରେନ୍ ଡ୍ରାଇଭର ନିଶା ପିଇ ଚଲଉଥିଲେ ଟ୍ରେନ । ଜେଲରେ କଲେ ଆତ୍ମହତ୍ୟା ? ଜାଣନ୍ତୁ କଣ ସତ୍ୟତା

0 64

ଏମିତି ବି କିଛି ଲୋକ ମାନେ କହି ଥାନ୍ତି କି ଯେକୈଣସି କଥା ହେଉ ନା କାହିଁକି କିଛି ଲୋକ ମାନଙ୍କର ତିଳ କୁ ତାଳ କରିବା ହିଁ ମୂଳ କଥା ରହିଥାଏ । ଏମିତି ରେ ଆପଣ ବହୁତ ଭଲ ଭାବେ ଜାଣି ଥିବେ କି ଗତ ଶୁକ୍ରବାର ଦିନ ପ୍ରାୟ 7.30 ରେ ଅମୃତ ଶର ରେ ରେଳ ଦୂର୍ଘଟଣା ରେ ବହୁତ ଲୋକ ଙ୍କ ଜିବନ ଜାଇ ଥିଲା ଏମିତି ଜଣା ପଡିଛି କି ମୋଟ ମୃତକଙ୍କ ସଂଖ୍ଯା ରହିଛି 75 ଜଣ । ଏପରି ବେଳେ ଏହି ଘଟଣା ରେ ବହୁତ ଲୋକ ମାନେ ତାଳ ତିଳ କରି କଥା କହିବାରେ ଲାଗିଛନ୍ତି ବୋଲି ଜଣା ପଡୁଛି ।

ଏପରି କି ଦୂର୍ଘଟଣା ର କିଛି ସମୟ ପୂର୍ବ ରୁ ଏମିତି କୁହାଯାଇ ଥିଲା କି କେବଳ ଗୋଟିଏ ଚ୍ରେନ୍ ନୁହଁ ବରଂ ଦୁଇଟି ଟ୍ରେନ୍ ଆସି ଏହି ଦୂର୍ଘଟଣା କୁ କରାଇ ଥିଲା । କିଛି ଲୋକ ପ୍ରଥମ ଟ୍ରେନ୍ ରେ ମିରିବା ପରେ ଆଉ କିଛି ଲୋକ ଦିତ୍ବୀୟ ଟ୍ରେନ୍ ରେ ମିରି ଜାଇ ଥିଲେ । କିନ୍ତୁ ଏହା ସଂମ୍ପର୍ଣ୍ଣ ଭାବେ ମିଥ୍ଯ ଥିଲା । ପରେ ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ ସେହି ସମୟ ର ବହୁତ ଗୁଡିଓ ଭିଡ଼ିଓ ଫୋଟ ଘୁରି ବୁଲୁଛି ।

ଏପରି ବେଳେ ସୋସିଆଲ ମିଡିଆ ରେ ଗୋଟିଏ ଏମିତି ଫୋଟ ଘୁରି ବୁଲୁଛି ଯେଉଁ ଥିରେ କି ଗୋଟିଏ ଲୋକ ପାଶୀ ଦେଇ ଥିବାର ଦେଖା ଦେଇଛନ୍ତି । ବର୍ତ୍ତମାନ ସମୟ ରେ ଏହା ବହୁତ ମାତ୍ରା ରେ ଭାଇରଲ ହେବାରେ ଲାଗିଛି ଏଥି ସହି ଏହାବି ଜଣା ପଡିଛି । କି ଲୋକ ମାନେ ସେହି ଲୋକକୁ ସେହି ଡିଏମୟୁର ଟ୍ରେନ ର ଲୋକ ପାଇଲଟ ବୋଲି କହିବା ରେ ଲାଗିଛନ୍ତି । ଏପରି ବେଳେ ଏହି ଭିଡ଼ିଓ ରେ ଏପରି ଜଣା ପଡୁଛି କିଏହା କିଛି ବର୍ଷ ପୁରୁଣା ଫୋଟ ବୋଲି । ଏମିତି ରେ ତାହାର ଭିଡ଼ିଓ ରେ ବି ଜଣା ଗୋଲାପୀ ରଙ୍ଗ ଡ୍ରେସ୍ ପିନ୍ଧିଥିବା ଲୋକ ଟେ ସୁଟ କରୁଛି ।

ତାହା ସହିତ ପୋଲ ତଳେ ଝୁଲୁ ଥିବା ଏହି ମୃତ ଶରୀର କୁ ଆପଣ ମୋଟେ ରୁ ବି ବିଶ୍ବାସ କରନ୍ତୁ ନାହିଁ ଏହା ମୋଟେରୁ ବି ସତ ଘଟଣା ନୁହେଁ କେହି ଆପଣ ମାନଙ୍କୁ ବୋକା ବନେଇବା ପାଇଁ ଆପଣଙ୍କୁ ଦେଖାଉଛି । ଏମିତି ରେ ଆଝି କାଲି ର ଲୋକ ମାନେ କିଛି କରି ଦେଖେଇବା ରେ ବହୁତ ପାରଙ୍ଗମ ରହିଛନ୍ତି ଏଥି ସହିତ ଜଣା ପଡିଛି କି ଅମୃତସରରେ ଦୁର୍ଘଟଣା ଘଟାଇଥିବା ଟ୍ରେନ୍ ଡ୍ରାଇଭରଙ୍କ ମୃତ୍ୟୁ ହୋଇ ନାହିଁ ଏବେ ସେ ରେଳ ବାହି ପୋଲିସ୍ ଙ୍କ ଆୟତ ରେ ରହିଛନ୍ତି ଯେ ପର୍ଯ୍ଯନ୍ତ ଏହାର ମୁକାବିଲା ନ ହେବ ସେ ପର୍ଯ୍ଯନ୍ତ କିଛି ବି କରିବା ତାଙ୍କ ପକ୍ଷେ ସମ୍ଭବ ପର ନୁହେଁ ।

Leave A Reply

Your email address will not be published.