ଅଣ୍ଡା ଖାଇବା ପରେ ଭୁଲରେ ବି ଖାଆନ୍ତୁ ନାହିଁ ଏହି ଜିନିଷ ନହେଲେ ଯାଇପାରେ ଜିବନ

ଆମେ ପ୍ରତିଦିନ ଖାଦ୍ୟରେ ଅନେକ ପ୍ରକାରର ସୁଷମ ଖାଦ୍ୟ ଖାଇଥାଉ।ଶରୀର ର ବୃଦ୍ଧି ପାଇଁ ଏବଂ ସଠିକ ପୋଷଣ ପାଇଁ ଆମକୁ ପୁଷ୍ଟିକର ଖାଦ୍ୟ ଖାଇବା ଅତ୍ୟନ୍ତ ଜରୁରୀ।ଶରୀର କୁ ଶୁସ୍ଥ ଏବଂ ସୁଦୃଢ଼ ରଖିବାକୁ ହେଲେ ଅନେକ ପ୍ରକାରର ଭିଟାମିନ ର ଆବଶ୍ୟକ ରହିଛି ବୋଲି ଡାକ୍ତର ମାନେ କୁହନ୍ତି। ଆମମାନଙ୍କ ଭିତରୁ କିଛି ଲୋକ ତଥା ମାଂସାହାରି ମାନେ ମାଂସ ଖାଇଥାନ୍ତି ଏବଂ ସାକାହାରୀ ମାନେ ନିରାମିଷ ଭୋଜନ ଖାଇଥାନ୍ତି।

ଅନେକ ଲୋକ ସାକାହାରୀ ହୋଇ ମଧ୍ୟ ଅଣ୍ଡା ଖାଇଥାନ୍ତି। ପୁଷ୍ଟିକର ଖାଦ୍ୟ ମଧ୍ୟରେ ସିଝା ଅଣ୍ଡା ଅନ୍ୟତମ। ଅଣ୍ଡାରେ ସମସ୍ତ ପ୍ରକାର ପୁଷ୍ଟିସାର ଏବଂ ଭିଟାମିନ ଭରପୁର ମାତ୍ରାରେ ରହିଥାଏ।

ବର୍ତ୍ତମାନ ବୈଜ୍ଞାନିକ ମାନେ ମଧ୍ୟ ପ୍ରମାଣ କରିଛନ୍ତି କି ଅଣ୍ଡା ନିରାମିଷ ବୋଲି ଏବଂ ମାଂସ ଅପେକ୍ଷା ଅଣ୍ଡା ରେ ଅଧିକ ଭିଟାମିନ ରହିଥାଏ, ତେଣୁ ପ୍ରାୟ ଅଧିକାଂଶ ଲୋକ ଅଣ୍ଡା ଖାଇଥାନ୍ତି।ଅଣ୍ଡା କୁ ବିଭିନ୍ନ ପ୍ରକାରର ଖାଦ୍ୟ ଭାବରେ ଖାଇଥାନ୍ତି। ଅଣ୍ଡା କୁ ସିଝାଇ କିମ୍ବା ଅମଲେଟ କରି ଖାଇଥାନ୍ତି।

ଅଣ୍ଡାରୁ ବିଭିନ୍ନ ପ୍ରକାରର ତରକାରୀ ପ୍ରସ୍ତୁତ ହୋଇଥାଏ ଏବଂ ଲୋକମାନେ ଏହାକୁ ଜଳଖିଆ ରେ, ମଧ୍ୟାହ୍ନ ଭୋଜନରେ ଏବଂ ରାତ୍ରି ଭୋଜନ ରେ ମଧ୍ୟ ଖାଇଥାନ୍ତି।ଖାଦ୍ୟ ଖାଇବା ସମୟରେ ଆମେ ଆମକୁ ପସନ୍ଦ ଆସୁଥିବା ଜିନିଷ କୁ ଖାଇଥାଉ।

ଖାଇବା ସମୟରେ ଆମେ କୌଣସି ସତର୍କତା ଅବଲମ୍ବନ ନକରି ଏବଂ ଆମ ଲୋଭ କୁ ମଧ୍ୟ ନିୟନ୍ତ୍ରଣ ନକରି ସମସ୍ତ ପ୍ରକାର ଖାଦ୍ୟକୁ ଏକସଙ୍ଗେ ଖାଇଥାଉ ମାତ୍ର କୌଣସି ଖାଦ୍ୟ କୁ ଠିକ ସମୟରେ ଏବଂ ଠିକ ମାତ୍ରାରେ ନଖାଇଲେ ଏହା ଆମ ପାଚନ କ୍ରିୟା ଉପରେ ପ୍ରଭାବ ପକାଇଥାଏ।

ଯେମିତି ମାଛ ଖାଇବା ପରେ କ୍ଷୀର ଖାଇବା ସ୍ୱାସ୍ଥ୍ୟ ପ୍ରତି କ୍ଷତି କାରକ ହୋଇଥାଏ, ଏହା ଦ୍ୱାରା ଅପଣଙ୍କ ପରିଶ୍ରା ରେ ଧାତୁ ଯାଇଥାଏ। ଆଜି ଆସନ୍ତୁ ଜାଣିବା ସିଝା ଅଣ୍ଡା ଖାଇବା ପରେ କେଉଁ ଖାଦ୍ୟ ଖାଇବା ଉଚିତ ଏବଂ କଣ ଖାଇବା ଅନୁଚିତ।

୧:- ଲେମ୍ବୁ;

ଅଣ୍ଡା ଖାଇବା ପରେ ଲେମ୍ବୁ ଖାଇବା ଉଚିତ ନୁହେଁ କାରଣ ଅଣ୍ଡା ପରେ ଲେମ୍ବୁ ଖାଇଲେ ଏହା ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ହୋଇଥାଏ।ହୃଦ୍ ରୋଗୀ ମାନେ ଅଣ୍ଡା ପରେ ଲେମ୍ବୁ ଖାଇଲେ ସେମାନଙ୍କ ପାଇଁ ବିପଦ ହୋଇଥାଏ। କାରଣ ଲେମ୍ବୁ ରସରେ ସାଇଟ୍ରିକ ଏସିଡ୍ ରହିଥାଏ। ଏବଂ ଅଣ୍ଡା ସହ ଏହି ଏସିଡ୍ ମିଶି ଏକ ବିଷାକ୍ତ ପଦାର୍ଥ ତିଆରି କରିଥାଏ ତେଣୁ ଭୁଲରେ ବି ଅଣ୍ଡା ଖାଇ ସାରି ଲେମ୍ବୁ ଖାନ୍ତୁ ନାହିଁ।

୨:- କଦଳୀ;-

ଅଣ୍ଡା ଖାଇବା ପରେ ଭୁଲରେ ବି କଦଳୀ ଖାନ୍ତୁ ନାହିଁ କାରଣ ଅଣ୍ଡା ଏବଂ କଦଳୀ ମିଶି ଶରୀରରେ ରାସାୟନିକ ପ୍ରତିକ୍ରିୟା ଦ୍ୱାରା ବିଷ ତିଆରି କରିଥାନ୍ତି, ଯାହାଦ୍ୱାରା ଆପଣଙ୍କ ମୃତ୍ୟୁ ମଧ୍ୟ ହୋଇପାରେ। ତେଣୁ କେବେବି ଅଣ୍ଡା ଖାଇ ସାରି କଦଳୀ ଖାନ୍ତୁ ନାହିଁ।ତେଣୁ ଜୀବନରେ କେବେବି ଅଣ୍ଡା ଖାଇବା ପରେ ଏହି ଦୁଇଟି ଜିନିଷ କୁ ଖାନ୍ତୁ ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।