Take a fresh look at your lifestyle.

ଅନୁଭବ କହିଲେ ଅନ୍ୟ ହିରୋ ଙ୍କ ବିଷୟରେ ପଦେ ।

0 110

ଓଡିଆ ସିନେମା ଜଗତରେ କେତେ ବେଳେ ବି କିଛି ବି ହୋଇପାରେ ଖାସ୍ କରି ନିଜର ଫେନ୍ ମାନଙ୍କ ଠାରୁ ଦୁରେଇ ରହିଲେ ଅଭିନେତା ମାନେ ବହୁତ ଭଲ ରେ ରହିବେ । କାରଣ ଆପଣ ଜାଣିଥିବେ କି କିଛି ଦିନ ତଳେ ଏକ ଖବରରୁ ପ୍ରାପ୍ତ ହୋଇଥିଲା କି ଆମ ଓଡିଆ ସିନେମା ଜଗତର ଜଣା ସୁଣା ହିରୋ ଯାହାଙ୍କ ନାମ ସୁଣି ହିଁ ଆମେ ତାଙ୍କର ଫିଲ୍ମ ଦେଖିବା ପାଇଁ ଯାଇଥାଉ । ଓ ଏହି ହିରୋ ଙ୍କ ନାମ ହେଉଛି ଅନୁଭବ ମହାନ୍ତି । ଆପଣ ଜାଣିଥିବେ କି ଅନୁଭବ ଏପରି ଜଣେ ହିରୋ ଯାହାଙ୍କ ରାୟ ସୁଣିବା ପାଇଁ ସମସ୍ତେ ବହୁତ ଆତୁର ହୋଇଥାନ୍ତି ।

କିନ୍ତୁ ଏପରି କ୍ଷେତ୍ରରେ ତାଙ୍କର ସବୁ ଫେନ୍ ମାନେ ଜାଣିବା ପାଇଁ ଚାହିଁଥାନ୍ତି କି ସେ କଣ ଭାବିଥାନ୍ତି ଅନ୍ଯ ହିରୋଙ୍କ ବିଷୟ ରେ ଓ କିଛି ଦିନ ତଳେ କିଛି ଏପରି ଏକ ଘଟଣା କୁ ନେଇ ଗୋଟିଏ ଟିଭି ସୋ ରେ ପଚାରା ଯାଇଥିଲା କି ଆପଣ ଅନ୍ୟ ହିରୋ ଙ୍କ ବିଷୟ ରେ ଆପଣ କଣ ଭାବିଥାନ୍ତି । ଏପରି ଏକ ପ୍ରଶ୍ନ କୁ ନେଇ ସେ କହିଥିଲେ କି ବହୁତ ଭଲ ମୁଁ କେବେ ବି କୈଣସି ହିରୋ ମାନଙ୍କ ବିଷୟରେ କିଛି ବି ଖରାପ ଭାବେ ନାହିଁ । ତେବେ ଆସନ୍ତୁ ଜାଣିବା ସେ କେଉଁ ହିରୋ ଙ୍କ ବିଷୟ ରେ କଣ କଣ ଭାବନ୍ତି । ପ୍ରଥମେ ବାବୁସାନ ସେ କହିଥିଲେ କି ସେ ମୋର ସାନ ଭାଇଙ୍କ ଭଳିଆ ଓ ତା ବିଷୟ ରେ ମୋର ରାୟ ସବୁବେଳେ ସହମତ ଥାଏ ।

ଓ ପରେ ରହିଲା ଅରବିନ୍ଦମ୍ ସେ କହିଥିଲେ କି ସେ ଜଣେ ବହୁତ ଭଲ ମଣିଷ ଟିଏ ଓ ତାଙ୍କ ଭଳିଆ ମୋର ବଡି ହୁଅନ୍ତା କି ତାଙ୍କର ଅଭିନୟ ମତେ ବହୁତ ଭଲ ଲାଗେ । ସେ ଭବିଷତ ରେ ବହୁତ ଆଗକୁଯିବେ । ପରେ ସବ୍ୟ ସାଚୀ ସେ ବି ମଧ୍ଯ ଅନୁବଭ ଙ୍କର ସାନ ଭାଇଙ୍କ ଭଳି ଓ ତାର ସ୍ମାଇଲ୍ ତାଙ୍କୁ ବହୁତ ଭଲ ଲାଗିଥାଏ । ଆକାଶ ବି ଏଥିରୁ ବର୍ତ୍ତି ନାହାନ୍ତି ସେ ଆକାଶ ଙ୍କ ଚରିତ୍ର ବହୁତ ଭ ବୋଲି କହିଥିଲେ ଯେପରି ସେ ମାଛି କୁ ମ ବୋଲି କୁହନ୍ତି ନାହିଁ ।

ଜାହା କହିଲେ ସେ ମାନି ନିଅନ୍ତି । ଏପରି ବେଳେ ସେହି ସୋ ରେ ତାଙ୍କୁ ଭାବି ଅନୁଭବ ଯାହାଙ୍କ ନାମ ସ୍ବରାଜ ତାଙ୍କ ବିଷୟ ରେ କଣ କହିବା ପାଇଁ ଚାହିଁବେ । ସେ କହିଥିଲେ କି ସେ ଏବେ ବହୁତ ଛୋଟ ରହିଛି କିନ୍ତୁି ଏହି ଛୋଟ ବୟଷ ରୁ ।ଯେପରି ଭାବେ ସେ ସିନେମା ଜଗତରେ ବଢି ଚାଲିଛି ମତେ ବହୁତ ଗର୍ବ ଅନୁଭବ ହେଉଛି ଓ ସେ ଆଗକୁ ଜଦି ସଠିକ୍ ଲୋକ ମାନଙ୍କ ସହିତ କାମ କରିଚାଲିବ ତ ସେ ନିଶ୍ଚିତ ଆଗକୁ ବଢିଚାଲିବ । ଆମେ ଆପଙ୍କୁ ଏପରି କଥା କହବାର ପରାକାଷ୍ଟା ହେଲା କି କିଛି ଦିନ ତଳେ କିଛି ହିରୋ ମାନେ ଅନୁଭବ ଙ୍କ ଉପରେ ଆଙ୍ଗୁଳି ଉଠେଇଥିଲେ କି ସେ ଅନ୍ୟ ହିରୋ ମାନଙ୍କ ବିଷୟ ରେ ବହୁତ ଖରାପ ଭାବୁଛନ୍ତି । ଓ ସେ ଅନ୍ୟ ହିରୋ ମାନେ ରୋଜଗାର କରୁଥିବା ପଇସା କୁ ବି । ତେଣୁ ଲୋକ ମାନଙ୍କ ଓ ସେହି ହିରୋ ମାନଙ୍କ ସନ୍ଧେହ ଦୂର କରିବା ପାଇଁ ଏପରି ଗୋଟିଏ ଟିଭି ସୋ ର ଆୟଜନ କରାଯାଇଥିଲା .।

ଆପଣଙ୍କ ମୂଲ୍ଯବାନ ସମୟ ଦେଇ ଥିବାରୁ ଧନ୍ଯବାଦ ଯଦି ଆପଣଙ୍କୁ ଆମର ଏହି ଆର୍ଟିକାଲ୍ ଟି ଭଲ ଲାଗିଲା ତେବେ ଆପଣଙ୍କ friend ଓ family ସହ ସେୟାର କରନ୍ତୁ

Leave A Reply

Your email address will not be published.