ଅପମାନର ଜବାବ କିପରି ଦେବେ , ଆସନ୍ତୁ ଜାଣିବା

ଏହି କାହାଣୀଟି ହେଉଛି ଆପଣଙ୍କ ଜୀବନ ସହିତ ଜଡିତ।ଏହି କାହାଣୀଟି ସମସ୍ତେ ଶୁଣିବା ଦରକାର କାରଣ ଯେତେବେଳେ ଆପଣଙ୍କୁ କେହି ନିଚା ଦେଖାଇଥାଏ ସେତେବେଳେ କେତେ କଷ୍ଟ ହୋଇଥାଏ।ଆଜି ଆମେ କାହାଣୀ ମାଧ୍ୟମରେ ଜାଣିବା କିପରି ଆପଣ ଆପଣଙ୍କ ବଦଲା ଅନ୍ୟ ଠାରୁ ନେବେ।

ଏହି କାହାଣୀଟି ହେଉଛି ୧୯୯୮ର ଯେତେବେଳେ ଆମ ଦେଶର ପ୍ରଖ୍ୟାତ ବ୍ୟଜ୍ଞାନିକ ରତନ ଟାଟା ଇଣ୍ଡିକା କାର ଲଞ୍ଚ କରିଥିଲେ ଏହା ଭଲ ପ୍ରଦର୍ଶନ କରିପାରିନଥିଲା।

ତାଙ୍କ ସାଥିରେ କାମ କରୁଥିବା ଲୋକମାନେ କହିଲେ ଯଦି ଆମେ ଏହି କମ୍ପାନି ଟିକୁ କୌଣସି ବଡ କମ୍ପାନୀ ସହିତ ମିଶାଇ ଦେଇ ପାରିବା ତାହେଲେ ଏହାର କିଛି ଉନ୍ନତି ହୋଇପାରିବ।ସେତେବେଳେ ରତନ ଟାଟା ଫୋର୍ଡ କମ୍ପାନୀର ମାଲିକ ଉଇଲ୍ସ ଫୋର୍ଡଙ୍କ କମ୍ପାନୀ ଭଲ ବ୍ୟବସାୟ କରୁଥିଲା।

ରତନ ଟାଟା ଯେତେବେଳେ ଏହି କଥା ଫୋର୍ଡ କମ୍ପାନୀର ମାଲିକଙ୍କୁ କହିଥିଲେ ସେ ତାଙ୍କୁ ନିଚା ଦେଖାଇବାକୁ ଚେଷ୍ଟା କରିଥିଲେ।ସେ କହିଥିଲେ ଯଦି ଆପଣଙ୍କୁ ବ୍ୟବସାୟ ବିଷୟରେ କିଛି ବି ମାଲୁମ ନାହିଁ ତାହେଲେ ତମେ ଏତେ ଟଙ୍କା କାହିଁକି ଖର୍ଚ୍ଚ କରୁଥିଲ।ଏହାପରେ ଟାଟା ଭାରତକୁ ଫେରି ଆସିଥିଲେ ଆଉ ସେ କାର ବ୍ୟବସାୟ ଉପରେ ପୁରା ଫୋକସ କରିଥିଲେ।

ଏହାପରେ ତାଙ୍କର କାର ବ୍ୟବସାୟ ବହୁତ ଭଲ ଚାଲିଲା।ମାତ୍ର ଯେତେବେଳେ ଫୋର୍ଡ କମ୍ପାନୀର ମାଲିକ ଜାଗୁଆର ଗାଡି ଲଞ୍ଚ କଲେ ସେତେବେଳେ ଏହି ଗାଡି ମାର୍କେଟରେ ଭଲ ଚାଲିଲା ନାହିଁ।ଏହି ସମୟରେ ଫୋର୍ଡ କମ୍ପାନୀର ମାଲିକଙ୍କୁ ମଧ୍ୟ କେହି କହିଥିଲେ ଯଦି ସେ ରତନ ଟାଟାଙ୍କ କାର କମ୍ପାନୀ ସହିତ ମିଶାଇ ଦିଅନ୍ତି ତାହେଲେ ତାଙ୍କ ଜଗୁଆର ଗାଡିର କିଛି ଉର୍ଣ୍ଣତି ହୋଇପାରେ।

ସେତେବେଳେ ଫୋର୍ଡ କମ୍ପାନୀର ମାଲିକ ଆସିଥିଲେ ଆଉ ଟାଟାଙ୍କୁ ଅନୁରୋଧ କରିଥିଲେ ଜଗୁଆର କମ୍ପାନୀକୁ କିଣିବା ପାଇଁ।ଯେମିତି ରତନ ଟାଟା ଯାଇଥିଲେ ଉଇଲ ଫୋର୍ଡକୁ ଦେଖା କରିବା ପାଇଁ।ଆଉ ୯୩୦୦ କୋଟିରେ ରତନ ଟାଟା ଜାଗୁଆରକୁ କିଣିଥିଲେ।

କିନ୍ତୁ ତାଙ୍କ ଉପରେ ସେମିତି କିଛି ଅପମାନିତ କରିବା ପରି ଶବ୍ଦ ବ୍ୟବହାର କରିନଥିଲେ।କାରଣ ମହାନ ଲୋକମାନେ ଚୁପ ରହି ନିଜ କର୍ମରେ ଅନ୍ୟର ମୁଣ୍ଡକୁ ତଳକୁ କରିଥାନ୍ତି।ଯଦି କୌଣସି ଲୋକ ଆମକୁ ସାମାନ୍ୟ କଥା ପାଇଁ ଆମକୁ ନିଚା ଦେଖାଇବାକୁ ଚେଷ୍ଟା କରୁଛି ତାହାଲେ ଆମେ ତା ଅଗରେ ଚୁପ ରହି ଠିକ ରତନ ଟାଟାଙ୍କ ପରି କାର୍ଯ୍ୟରେ ସମସ୍ତଙ୍କ ମୁହଁ ବନ୍ଦ କରିଦେବା ଉଚିତ।

କାରଣ ସମସ୍ତଙ୍କ କେବେ ନା କେବେ ସମୟ ଆସିଥାଏ ତେଣୁ ସେହି ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବା ଉଚିତ।କୌଣସି ମଣିଷ କିଛି କାମ ଜନ୍ମରୁ ଶିଖିନଥାଏ।ତେଣୁ ପ୍ରତେକ ମଣିଷକୁ ରତନ ଟାଟାଙ୍କ ପରି ହେବା ଜରୁରୀ ଅଟେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।