Take a fresh look at your lifestyle.

ସମ୍ବଧ ସମୟରେ ଆପଣାନ୍ତୁ ଏହି 3 ଟି ଉପାୟ । ରାତି ହେବ ଅଧିକ ମଜାଦାର । ସାଥିଙ୍କ ପାଇଁ କରନ୍ତୁ କିଛି ଅଲଗା

0 85

ଓଡ଼ିଶା ର ଘରେ ଘରେ ଗୋଟିଏ ହିଁ ଚିନ୍ତା ରହିଥାଏ ସେବି କେବଳ ପୁରୁଷ ମାନଙ୍କର ତାହା କଣ ଆପଣ କେବେ ଜାଣିବା ପାଇଁ ଚେଷ୍ଟା କରିଛନ୍ତି କି । ଆମେ କହୁଛୁ ତାହା ହେଉଛି ଶାରୀରିକ ସଂମ୍ପର୍କ । ଏହି ସଂମ୍ପର୍କ ର ଡୋରୀ ରେ ପ୍ରତ୍ୟେକ ପତି ଓ ପତ୍ନୀ ମାନେ ଯୋଡିତ ରହିଥାନ୍ତି ଏମିତି ରେ ଆପଣ କେବେ ଏମିତି ନିଜ ପତ୍ନୀ ଙ୍କ ସହିତ ଚେଷ୍ଟା କରିବା ବେଳେ କଣ ଆପଣଙ୍କୁ କିଛି ଅସୁବିଧା ର ସାମ୍ନା କରିବା ପାଇଁ ପଡୁଛି କି

ଏହି ।ଯେପରି ଭାବେ ଆପଣଙ୍କ ପତ୍ନୀ ସଂମନ୍ଧ ବନେଇବା ପାଇଁ ରାଜି ହେଉ ନାହାଁନ୍ତି ବା କେବେ କେବେ ଆପଣଙ୍କର ବି ମନ ନ ଥାଏ କିନ୍ତୁ ଆପଣଙ୍କ ପତ୍ନୀ ଙ୍କର ମନ ରହିଥିବ ତେବେ ସେହି ସମୟ ରେ ଦୁହିଁଜଣଙ୍କ ମନ ନ ମିଳନ ଦ୍ବାରା ଏହି ସମ୍ପର୍କ ରୁ ଆପଣ ବଞ୍ଚିତ ହୋଇ ଥାନ୍ତି ତେବେ ଏମିତି ସମୟ ରେ ଆପଣ ଆମେ କୁହାଯାଇ ଥିବା କିଛି ଉପାୟ କୁ ଆପଣାନ୍ତୁ ତେବେ ଆପଣ ମାନେ ଏହି ସମସ୍ଯା ରୁ ନିଶ୍ଚିତ ଭାବେ ମୁକ୍ତି ପାଇବେ ତଥା ଆପଣଙ୍କ ପତ୍ନୀ କେବେ ବି ଅ ରାଜି ହେବେ ନାହିଁ କି ଆପଣ ସହିତ ଶାରୀରିକ ସଂମ୍ପର୍କ ବନେଇବା ପାଇଁ । ତେବେ ଆସନ୍ତୁ ଟିକିଏ ଆମେ ଜାଣି ନେବା କି କଣ ରହିଛି ଏହି ଉପାୟ ଗୁଡିକ ।


ପ୍ରଥମେ ନିଜର ପ୍ରଶିନାଲ୍ଟି କୁ ସୁଧୁରାନ୍ତୁ । ଏମିତି ରେ କୈଣସି ଏକ କ୍ଷେତ୍ରରେ ଏହା ଦେଖା ଦିଏ କି ପତି ଙ୍କ ସୁଡଳ ଶରୀର ନ ଥିବା ହେତୁ କେବେ କେବେ ପତ୍ନୀ ସଂମ୍ପର୍କ ବନେଇବା ପାଇଁ ରାଜି ହୋଇ ନଥାନ୍ତି । ତେବେ ଆପଣ ପ୍ରଥମେ ନିଜ ଶରୀର କୁ ସବୁ ବେଳେ ଆକର୍ଶଣିୟ ବନାନ୍ତୁ ଯେପରି ପତ୍ନୀ ଦେଖିବା କ୍ଷଣି ହିଁ ଆକର୍ଶିତ ହେବେ ।
ସେକ୍ସ ପାୱାର । ଏମିତି ରେ ପିଲା ବେଳ ର କିଛି ଭଉଲ ପାଇଁ ଆପଣଙ୍କ ପାଖରେ ଏବେ କିଛି ବି ଶକ୍ତି ରହି ନାହିଁ ବା ଆପଣ ଚାହିଁଲେ ବି ଏହି ସଂମନ୍ଧ ରୁ ବଞ୍ଚିତ ରହୁଛନ୍ତି ଏମିତି ସମୟ ରେ ଆପଣ ନିଶ୍ଚିତ ଭାବେ ଡାକ୍ତର ସଂଙ୍ଗେ ପରାମର୍ଶ କରି ଆପଣଙ୍କ ସ୍ପର୍ମ କାଉଣ୍ଟ କିପରି ଭାବେ ବଢିବ ତାହା ନେଇ ଆଲୋଚନା କରନ୍ତୁ ।
ସଂମ୍ପର୍କ ରଖିବାର ଶୈଳି । ଏମିତି ରେ ଆପଣ ।ଯଦି ଭାବୁ ଥାନ୍ତି କି ଏମିତି କେବଳ ସଂମ୍ପର୍କ ରଖିବାକୁ ଚାହିଁଲେ ମୁଁ ରଖି ପାରିବି କିନ୍ତୁ ଏହା ଆପଣଙ୍କର ସଂମ୍ପର୍ଣ୍ଣ ଭାବେ ଭୁଲ ଧାରଣା । ଏମିତି ବେଳେ ଆପଣ କେବେ ବି ଏମିତି ଭୁଲ କରନ୍ତୁ ନାହିଁ ତଥା ଏହା ବ୍ୟତିତ ଆପଣ ନିଜ ସଂମ୍ପର୍କ ରଖିବାର ଶୈଳି କୁ ଚେଞ କରନ୍ତୁ ତେବେ ଆପଣ ନିଶ୍ଚିତ ଭାବେ ଏହି ଥିରେ ସଂମ୍ପର୍ଣ୍ଣ ଭାବେ ସଫଳ ହୋଇ ପାରିବେ ।

Leave A Reply

Your email address will not be published.