Take a fresh look at your lifestyle.

ଅର୍ଦ୍ଧରାତ୍ରରେ ନିରୀହ ପୁଅଟି କହିଲା ବାପା , ପାଦ ଦର୍ଜ ଲାଗୁଛି , ଟର୍ଚ୍ଚ ଲଗାଇ ଦେଖିଲେ ରୁମ ଟାଙ୍କୁରି ଉଠିଲା ।

0 741

ଦୁନିଆରେ ଏମିତି କିଛି ଘଟଣା ଦେଖିବାକୁ ମିଳେ ଯାହା ଦେଖିବା ପରେ କାହାରି ବି ଆଖିରୁ ଲୁହ ଆସିଯାଏ । ଆପଣ ଜାଣିଥିବେ ମରଣ ଆସିଲେ ତାହକୁ କେହି ଅଟକାଇ ରଖି୍ପାରିବେ ନାହିଁ ।କେହି ଦୀର୍ଘାୟୁସ ନେଇ ଏ ସଂସାର ମଧ୍ୟରେ ରହିବ ତ ଆଉ କେହି ଅଳ୍ପାୟୁସ ନେଇ ଏ ସଂସାର ମଧ୍ୟରେ ରହିବ । କିନ୍ତୁ ଆପଣ ମାନେ ଜାଣିଥିବେ ଭଗବାନ ସମସ୍ତଙ୍କର ମରଣ ଏବଂ ମୁତ୍ୟୁ କୁ ସୃଷ୍ଟି କରିଛନ୍ତି । କିଏ କେଉଁ ସମୟରେ କେଉଁ ଦିନ ମରିବ ତାହା ଇଶ୍ବର ଙ୍କ ଉପରେ ନ୍ୟସ୍ତ । ଆମେ ଆଜି ଠିକ୍ ସେହିପରି ଜଣେ ପିଲାଙ୍କର ମୁତ୍ୟୁ ବିଷୟରେ କହିବା । ଯାହା ତାଙ୍କର ମୁତ୍ୟୁ ପରେ ବାପା ମା ହୋଇଗଲେ ପାଗଳ ।

ରାତି ଅର୍ଦ୍ଧରେ ପିଲାଟି ହଠାତ୍ ଚିତ୍କାର କଲା । ଏବଂ କହିଲା କି ମୋର ଗୋଡ ବହୁତ ଜୋର ଦର୍ଜ ହେଉଛି । ବାପା ମା ଉଠିଆସି ପୁଅର ପାଦକୁ ଟର୍ଚ୍ଚ ମାରି ଦେଖିଲେ କି ଗୋଟିଏ ବିଷଦର ସାପ ବିଲ ଆଡୁ ଘର ଆଡକୁ ପ୍ରବେଶ କରୁଛି । ଏହା ଦେଖିବା ପରେ ବାପା ଙ୍କ ଦେହରୁ ରୋମ ଟାଙ୍କୁରୀ ପଡିଲା । ଏବେ ବି ଦୁନିଆରେ ଗୁଣି ମାନଙ୍କର ଝାଡ ଫୁଙ୍ଖା ଚାଲିଛି । ଯାହା କାହରି ଜୀବନ ମଧ୍ୟ ଯାଇପାରେ ଏହିପରି ଅନ୍ଧବିଶ୍ବାସ କୁ ଭରଷା କରିବା ଦ୍ବାରା ।

 

ଠିକ୍ ସେହା ହିଁ ହୋଇଥିଲା ତାଙ୍କ ସହ । ସାପ କାମୁଡିଛି ସେମାନେ ଡାକ୍ତର ଙ୍କ ପାଖକୁ ନେବା ବଦଳରେ ଝଡ଼ା ଫୁଙ୍କା କଲେ ଅର୍ଥାତ୍ ମେଡିକାଲ ନେଲେ ନାହିଁ । ଯାହାଫଳରେ ସେ ଆସନ୍ତା ରବିବାର ଦିନ ସକାଳା ମୁତ୍ୟୁବରଣ କଲା । ଏହି ଘଟଣା ବଳରାମପୁର ରାମାନୁଜଗଞ୍ଜ ଜିଲ୍ଲାର କୁସୁମୀ କ୍ଷେତ୍ର ଅନ୍ତର୍ଗତ ଗ୍ରାମ କୋଟଳୁ ନୀବାସୀ ହରିନାଥ ଅଗରିୟା 7 ବର୍ଷୀୟ ବଡ ପୁଅ ଙ୍କ ସହିତ ହୋଇଥିଲା ଏହି ଘଟଣା । ହରିନାଥ ଅଗରିୟା ଙ୍କର ପରିବାର ପୁଅର ଜିବା ପରେ ସଂପୂର୍ଣ୍ଣ ଭାଙ୍ଗି ପଡିଥିଲେ ।

ଗ୍ରାମରେ ଅନେକ ଥର ଦେଖିବାକୁ ମିଳେ କି କାହିରିକି ସାପ କାମୁଜି ଲେ ତାଙ୍କୁ ତୁରନ୍ତ ହସ୍ପିଟାଲ ନେବା ପରିବର୍ତ୍ତେ ତାଙ୍କୁ ଗୁଣି ପାଖକୁ ନେଇଯାଆନ୍ତି । ଏବଂ ତାଙ୍କ ପାଖରେ ଫୁଙ୍କା ଝଡ଼ା କରନ୍ତି ତାଙ୍କର ଅନ୍ଧବିଶ୍ବାସ କି ଗୁଣିଙ୍କର ଝଡ଼ା ଫୁଙ୍କା କରିବା ଦ୍ବାରା ଜୀବନ ବଞ୍ଚିଯିବ । ତାହାଁହି କରିଥିଲେ ହରିନାଥ ଅଗରିୟା ,ସେ ତାଙ୍କ ପୁଅ ରୋସନ୍ନ ଙ୍କୁ ମେଡିକାଲ ନେବା ପରିବର୍ତ୍ତେ ଗୁଣିପାଖକୁ ନେଇଥିଲେ । ଯାହାର ପରିନାମ ସେ ରବିବାର ଦିନ ତାହାର ମୃତ୍ୟୁ ହୋଇଗଲା ।

ଜାଗୃତିକରଣର ଅଭାବ ରହିଛି:

ଏହା କେବେଳ ଅବହେଳା ଯୋଗୁଁ ହିଁ ହୋଇଥିଲା । ଡାକ୍ଟର ମାନେ ମଧ୍ୟ ଏହି କଥା ଉପରେ ଦୃଡ ପ୍ରତିବାଦ କରିଥିଲେ ଏବଂ କହିଥିଲେ କି ଯଦି କେହି ବ୍ୟକ୍ତି ଙ୍କୁ ସାପ କାମୁଡୁଛି୍ ତେବେ ତାଙ୍କୁ ଆଗ ହସ୍ପିଟାଲ ନେଇ ଆସ ସେଥିରେ ଅବହେଳା କରନାହିଁ । ହସ୍ପିଟାଲ ଚିକିତ୍ସା ପରେ ଆପଣ ମାନେ ଗୁଣିଙ୍କର ମନ୍ତ୍ର ପାଠ କୁ ବିଶ୍ବାସ କରନ୍ତୁ ଆଗ ମେଡିକାଲ ପାଠ । ଆପଣ ମାନେ ନିଶ୍ଚିତ ସତର୍କତା ଅବଲମ୍ବନ କରନ୍ତୁ ଏବଂ ଏହି ଭୁଲ କୁ ସୁଧାର କରିବା ପାଇିଁ ଚେଷ୍ଟା କରନ୍ତୁ କାରଣ ଏହା ଆପଣ ଙ୍କ ଜୀବନ କୁ ନେଇ ନିର୍ଭର କରେ । ଧନ୍ଯବାଦ ।

. ଯଦିଆପଣ ଙ୍କୁ ଆମଏହି ପୋଷ୍ଟଟି ଭଲ ଲାଗିଲା ତେବେ ଆମ ଫେସବୁକ୍ ପେଜୁକୁ ଲାଇକ୍ କରନ୍ତୁ ଏବଂ ସେୟାର କରନ୍ତୁ Friend s’ ଓ ଫେମିଲି ଙ୍କ ସହିତ ଓ ପୋଷ୍ଟଟି କିଭଳି ଲାଗିଲା ଆମଙ୍କୁ କମେଣ୍ଟ କରି ଜଣାନ୍ତୁ ।

Leave A Reply

Your email address will not be published.