୪୬ ବର୍ଷ ର ମଲାଇକା ଙ୍କୁ ଅର୍ଜୁନ କାପୁର କାହିଁକି ଦେଲେ ଧୋକା, ଜାଣିଲେ ଆଶ୍ଚର୍ଯ୍ୟ…..

ବଲିଉଡ୍ ଜଗତର ଅନ୍ଦାଜ ଟିକେ ନିଆରା।ସେ ପ୍ରେମ କାହାଣୀ ହେଉ କି ବ୍ୟକ୍ତିଗତ ଜୀବନ କୁ ନେଇ ହଉ।ଏକ ଭିନ୍ନ ଧରଣର ପ୍ରଭେଦ ଓ ରହସ୍ୟ ଏଠାରେ ଦେଖିବାକୁ ମିଳେ। ସବୁବେଳେ ସେଥିପାଇଁ ଏମାନେ ରହିଥାନ୍ତି ଚର୍ଚ୍ଚା ରେ। ଠିକ୍ ଏବେ ଯେମିତି ବଲିଉଡ୍ ଜଗତର ଆଗ ଧାଡି ର ତାରକା ହିରୋ ଅର୍ଜୁନ କାପୁର ଏବେ ରହିଛନ୍ତି ଚର୍ଚ୍ଚା ରେ। ବଲିଉଡ୍ ରେ ସବୁଠାରୁ ପରିଚିତ ଦମ୍ପତ୍ତି ମାଲାଇକା ଓ ଅର୍ଜୁନ ବହୁତ୍ ଦିନ ଧରି ପରସ୍ପରକୁ ଡେଟ୍ କରୁଛନ୍ତି।ଏହି ଖବର ସୋସିଆଲ ମିଡିଆରେ ବହୁତ୍ ଚର୍ଚ୍ଚା ହୋଇ ଆସିଛି।

ଦୁଇଜଣ ବିବାହ କରିବାକୁ ଯାଉଛନ୍ତି ବୋଲି ମଧ୍ୟ ଶୁଣିବାକୁ ମିଳି ଥିଲା। ତାଙ୍କ ସମ୍ପର୍କ କୁ ନେଇ ମଧ୍ଯ ମାଳାଇକା ଅନ୍ୟ ମାନଙ୍କୁ ଜଣାଇ ଥିଲେ।ଏବେ ଅର୍ଜୁନ କପୁର ଏମିତି କଣ କରିଛନ୍ତି ଯେ ଲାଗୁଛି ସେ ମାଲାଇଲା ସହ ଚିଟ୍ କରୁଛନ୍ତି। ଆସନ୍ତୁ ଜାଣିବା ରହସ୍ୟ କଣ ରହିଛି।

କଥା ଏହା କି କିଛିଦିନ ତଳେ ଅର୍ଜୁନ କପୁର , କରଣ ଯୋହର ଙ୍କ ଏକ ରିଏଲିଟୀ ଶୋ କୁ ଯାଇଥିଲେ ଯାହାର ନାମ ହ୍ୱାଟ୍ ଦ ଲବ୍।ଏଥିରେ ତାଙ୍କୁ ଏକ ନିଉ କମର୍ସ ଙ୍କ ସହ ଡେଟ୍ କରିବାକୁ ସୁଯୋଗ ମିଳିଥିଲା ଓ ଏହା ତାଙ୍କର ବ୍ଲାଇଣ୍ଡ ଡେଟ୍ ଥିଲା। ନିକଟରେ ଏକ ସାକ୍ଷାତକାର ରେ ସେ କହିଛନ୍ତି ଯେ ତାଙ୍କର ଫିଲ୍ମ୍ ରେ ଅଭିନୟ କରିବା ପାଖରୁ ଏହା ତାଙ୍କର ପ୍ରଥମ ବ୍ଲାଇଣ୍ଡ୍ ଡେଟ୍ ଥିଲା ଓ ସେ ଏହାକୁ ବହୁତ୍ ମଜା ର ସହ ଉପଭୋଗ କରିଛନ୍ତି।

ସେ କହିଛନ୍ତି ତାଙ୍କୁ ମିଳିଥିବା ଡେଟିଂରେ ଆଶି ଥିଲେ। ଯିଏ ଜଣେ ସୁନ୍ଦର ଚିନ୍ତାଧାରା ର ଯୁବତୀ, ବହୁତ୍ ମଜାଦାର।ତାଙ୍କର ସେନ୍ସ ଅଫ୍ ହ୍ୟୁମର ବହୁତ୍ ଭଲ ଅଟେ।ସେ ଓ ଆଶୀ ଏହି ଡେଟିଂରେ ବହୁତ୍ ମଜା କରିଚନ୍ତି ଓ ଖୁସି ଅଛନ୍ତି।

କରଣ ଯୋହାର ଏହି ଶୋ ର ହୋଷ୍ଟ୍ କରୁଥିବା ବେଳେ ସିଙ୍ଗଲ ଥିବା ହେରୋ ଓ ହିରୋଇନ୍ ମାନଙ୍କୁ ସେ ଡେଟିଂ ର ସୁଯୋଗ ଦେଇ ଥାନ୍ତି। ଏହା ଏକ ନିଆରା ପ୍ରୟାସ ଅଟେ ଓ ଭିନ୍ନ ଧରଣର ଶୋ ଅଟେ। କିନ୍ତୁ ଅର୍ବାଜ୍ ଙ୍କ ସହ ତଲାକ ହେବା ପରେ ଅର୍ଜୁନ ଙ୍କ ନିକଟ ତର ହୋଇଥିଲେ ମାଲାଇକା।୨୦୧୭ ରେ ଆର୍ବାଜ୍ ଖାନ୍ ଙ୍କୁ ତଲାକ୍ ଦେଇଥିଲେ ମାଲାଇକା।

ସୂଚନା ଥାଉ କି ୧୯୯୮ ମସିହାରେ ମାଳାଇକା ଅର୍ବାଜ ଖାନ୍ ଙ୍କୁ ବିବାହ କରିଥିଲେ। ତାଙ୍କର ୧୭ ବର୍ଷ ର ଏକ ପୁଅ ମଧ୍ୟ ରହିଛି।ଏବେ ୨୦୧୭ ରେ ତାଙ୍କର ଦିଭର୍ଷ ହେଲା ପରେ ସେ ଅର୍ଜୁନ କାପୁର ଙ୍କ ସହ ଡେଟ୍ କରୁଛନ୍ତି ଓ ତାଙ୍କର ପୂର୍ବ ସ୍ବାମୀ ଅର୍ଵାଜ୍ ଖାନ୍ ଜାର୍ଜିଆ ଏନ୍ଦ୍ରିଆନି କୁ ଡେଟ୍ କରୁଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।