Take a fresh look at your lifestyle.

ଗୋଟିଏ ଗଛ ଚାରିଟି ଲାଭ ! କଣ ସକ୍ ହୋଇ ଗୋଲେ କି ତେବେ ଜାଣନ୍ତୁ ଏହି ଗଛ ଲାଭ ବିଷୟ ରେ ।

0 538

ଦୁନିଆ ରେ ବହୁତ ଗୁଡାଏ ଗଛ ରହିଛି ,ପ୍ରତ୍ୟେକ ଦିନ ଆମେ କିଛି ନା କିଛି ଗଛ ଉପାଡୁ ଛୁ ବା କାଟି ପକଉଛୁ । କଣ ଆପଣ ଜାଣିଛନ୍ତି ଦୁନିଆ ରେ ଏପରି କିଛି ଗଛ ରହିଛି କି ଜାହାର ଗୁଣ ବହୁତ ଗୁଡାଏ ରହିଅଛି କିନ୍ତୁ ଆମେ ଆଜି ଯାଏ ଜାଣିପାରି ନାହୁଁ । ଏଥି ମଧ୍ଯରୁ ଆମେ ଏମିତି ଗୋଟିଏ ଗଛ ରହିଛି ଯାହା ବିଷୟ ରେ ଆପଣ ବି ଜାଣିଲେ ସକ୍ ରେ ପଡିଯିବେ

ଏହି ଘଛ ଟି ବହୁତ ସାଧାରଣ ଅଟେ , ପ୍ରତ୍ୟେକ ଗ୍ରାମାଞ୍ଚଳ ରେ ଏହି ଗଛଟି ଖୁବ୍ ଦେଖିବାକୁ ମିଳିଥାଏ । ଓ ଏହି ଗଛ ରେ ମହାଦେବଙ୍କର ପ୍ରିୟ ଫୁଲ ବି ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହି ଗଛର ନାମ କମ ଓ ଏହା ର ଉପକାରିତା ବିଷୟରେ । ଆୟୁର୍ବେଦ ରେ ଏହାର ବ୍ୟବହାର ବହୁତ ଜାଗା ରେ ହୋଇଥାଏ । ଏହି ଗଛ ର ନାମ ଟି ହେଉଛି ଅର୍ଖ ଏବଂ ଆଜି ଆମେ ଏହି ଗଛ ବିଷୟ ରେ ସଂପୂର୍ଣ୍ଣ ତଥ୍ୟ ଜାଣିବା ।

Displaying ଗୋଟିଏ ଗଛ ଚାରିଟି ଲାଭ ! ...


ଅର୍ଖ ଗଛ ର ଉପକାରିତା :
01- କୁଣ୍ଡେଇ ହେବାରୁ ରକ୍ଷା ମିଳିଥାଏ ।

ଯଦି କୈଣସି ବ୍ୟକ୍ତି ଙ୍କ ର ଦେହ ରେ କିଛି ବାହାରି ଥାଏ ଓ ତାହା ବହୁତ ଦିନ ଧରି କୁଣ୍ଡେଇ ବାରେ ଲାଗିଥାଏ ତେବେ ଆପଣ ଏହି ଗଛ କୁ ବ୍ୟବହାର କରି ଆପଣ ଏହି କଷ୍ଟ ରୁ ରକ୍ଷା ପାଇ ପାରିବେ । ବ୍ୟବହର କରିବାର ଉପାୟ ହେଉଛି ଅର୍ଖ ଗଛ ର 15 ଗୋଟି ସୁଖିଲା ପତ୍ର ନେଇ ଆପଣ ସୁରିଷ ତେଲ ସହିତ ମିଶାଅ ଓ ତାହା ଭଲ ଭାବରେ ଗରମ କରନ୍ତୁ । ତାହା ଥଣ୍ଡା ହବା ପରେ ସେଥିରେ କିଛି କର୍ପୂର ମିଶାନ୍ତୁ ଓ ତାହା କୁଣ୍ଡେଇ ହେଉ ଥିବା ସ୍ଥାନ ରେ ଲଗାନ୍ତୁ ଦେଖିବେ କିଛି ଦିନ ଭିତରେ ଆପଣ ଙ୍କ କୁଣ୍ଡେଇ ହେବା ସଂପୂର୍ଣ୍ଣ ଭାବେ ଭଲ ହୋଇଯିବ ।

02-କିଡ୍ନି ଷ୍ଟୋନ
ଆପଣଙ୍କର କେବେ ବି ଯଦି କିଡ୍ନି ଷ୍ଟୋନ ଭଳି ସମସ୍ୟ ରହିଛି ତେବେ ଆପଣ ଏହି ଅର୍ଖ ଗଛ ର ଫୁଲ କ଼ୁ ଗୁଣ୍ଡ କରି ଭଲ ଭାବରେ ପ୍ରତ୍ୟେକ ଦିନ ଗୋଟିଏ ଗ୍ଲାସ କ୍ଷୀର ରେ 60 ଦିନ ପର୍ଯ୍ୟନ୍ତ ନିଅନ୍ତୁ ଏବଂ ଏହାର
ଫଳ ସ୍ବରୁପ ଆପଣ ଙ୍କର କିଡ଼୍ନି ଷ୍ଟୋନ ଭଲ ହୋଇଯିବ ।

03- ଚୁଟି ଝଡିବା ।
ଯେକୈଣସି ବ୍ୟକ୍ତି ଙ୍କର ଚନ୍ଦା ପଣ ଓ ସବୁ ଦିନ ଚୁଟି ଝଡିବା ଭଳି ସମସ୍ୟା ରହିଛି ତେବେ ଆପଣ ଏ ଗଛ ର ଫୁଲ କୁ କିଛି ମାତ୍ରା କ୍ଷୀର ରେ ମିଶାଇ ଲଗାଇ ବା ଦ୍ବାରା ଅତି ସୁଫଳ ମିଳିଥାଏ ।

04 – ମଳ କଣ୍ଟକ
ଯଦି କେବେ ଆପଣ ଙ୍କର ମଳକଣ୍ଟକ ପରି ସମସ୍ୟା ରହିଛି ତେବେ ଆପଣ ଏହି ଅର୍ଖ ଗଛ ର ଫୁଲ କୁ କିଛି ନେଇ ନିଆଁ ରେ ପକାଇ ସେହି ଧୁଅଁ କୁ ମଳକଣ୍ଟକ ରେ ଲଗାନ୍ତୁ ଏବଂ କିଛି ଦିନ ପରେ ଏଥିରୁ
ମୁକ୍ତି ପାଆନ୍ତୁ ।

ଆପଣଙ୍କ ମୂଲ୍ଯବାନ ସମୟ ଦେଇ ଥିବାରୁ ଧନ୍ଯବାଦ ଯଦି ଆପଣଙ୍କୁ ଆମର ଏହି ଆର୍ଟିକାଲ୍ ଟି ଭଲ ଲାଗିଲା ତେବେ ଆପଣଙ୍କ friend ଓ family ସହ ସେୟାର କରନ୍ତୁ ।

Leave A Reply

Your email address will not be published.