Take a fresh look at your lifestyle.

ଅରୁଣାଚଳ ଓ ପୁରା ଜାମ୍ମୁ-କାଶ୍ମୀର ଭାରତର ଅଂଶ :ପ୍ରଥମଥର ପାଇଁ ଦାବି କଲା ଚୀନ ଲୋକଙ୍କ ପ୍ରଥମ ପସନ୍ଦ ମୋଦି

0 3,494

କାଶ୍ମୀର ଠାରୁ ଆରମ୍ବ କରି କନ୍ୟାକୁମାରୀ ପର୍ଯ୍ୟନ୍ତ ଭାରତ ଗୋଟିଏ ଅଭିଭାଜ୍ୟ ଦେଶ ଭାବେ ପରିଗଣିତ ହୋଇପାରିଛି । ଆପଣ ମାନେ ଜଣିଥିବେ ଆମ ଏସିଆ ମହାଦେଶରେ ଭାରତ ଗୋଟିଏ ଦେଶ ଏବଂ ଏହି ଦେଶର ପୋଡଶୀ କହିଲେ ଚିନ ଏବଂ ପାକିସ୍ତାନ ଓ ନେପାଳ କୁ ବୁଝାଏ । ଏହି ଦୁଇ ଦେଶ ସବୁବେଳେ ଭାରତର ସୀମାକୁ କୁ ଦୃଷ୍ଟି ପକାଇଥାନ୍ତି ।

ସବୁବେଳେ କାଶ୍ମୀର ଏବଂ ଜାମ୍ମୁ କୁ ନିଜର ଅଧିକାର କରିବା ପାଇିଁ ଭିବିନ୍ନ ପ୍ରୟାସ କରିଛି ।କିନ୍ତୁ ଭାରତ ଗୋଟିଏ ଧର୍ମନିରପେଷ ରାଷ୍ଟ୍ର ସେଠାରେ ଧର୍ମର ହିଁ ଜୟ ହୋଇଥାଏ । ଆପଣ ମାନେ ଜାଣିଥିବେ ଜାମ୍ମୁ ଏବଂ କାଶ୍ମୀର କୁ ନେଇ ସବୁବେଳେ ଚର୍ଚ୍ଚା ହୋଇଥାଏ । ଶତ୍ରୁରାଷ୍ଟ୍ର ଏହି ଆମ ସୀମା ଉପରେ ଅଧିକୃତ କରିନେବାକୁ ହୀନ ଉଦ୍ୟମ କରିଚାଲିଛି କିନ୍ତୁ ଭାରତ ମଧ୍ୟ ତାହାର ମାଟିକୁ ନିଜର ଅଧିକୃତ କରିବା ପାଇିଁ କେବେବି ସୁଯୋଗକୁ ହାତଛଡା କରେନାହିଁ ।

କିନ୍ତୁ ଯେଉଁ ଚୀନ ଭାରତ ଉପରେ ଶତ୍ରୁତା କରିଆସିଛି ଏବଂ ଜାମ୍ମୁ ଓ କାଶ୍ମୀର ଉପରେ ନଜର ପକୁଥିବା ଚୀନ ଆଜି ଭାରତ ସପକ୍ଷରେ । ଆସନ୍ତୁ ଜାଣିବା ପ୍ରକୃତ ଖବର । ଅରୁଣାଚଳ କୁ ନେଇ ଭାରତ ଏବଂ ଚୀନ ମଧ୍ଯରେ ବହୁଦିନରୁ ମତଭେଦ ରହିଆସିଛି କିନ୍ତୁ ଆଜି ସେହି ଚୀନ ଭାରତ ର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାତ ଦେଇ ଦେଶରୁ ସତ୍ରୁତା ହଟାଇଛନ୍ତି ।

ତେବେ ଚୀନ ରେ ଆୟୋଜିତ ବୋଲ୍ଟ ଆଣ୍ଡ ରୋଡ(BRI) ଫୋରମର ନକ୍ସା ସାରା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଦେଇଛି Iଚୀନର ନକ୍ସା ମୁଚତାବିକ୍ ଅରୁଣାଚଳ ସପୂର୍ଣ୍ଣ ବାରତର ବୋଲି ସେ ମତବ୍ୟକ୍ତ କରିଛି । ଚୀନ ଆଜି ଦାର୍ଘ ବର୍ଷ ଦରି କରିଆସୁଥିବା ସତ୍ରୁତା ଆଜି କ୍ଷୁଣ୍ଣ ହୋଇଛି । ଆପଣ ମାନେ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ କି ଚୀନ ଓ ଭାରତ ଏବେ ଗୋଟିଏ ଆତ୍ମାରେ ଗତିକରିବାକୁ ଯାଉଛନ୍ତି ଏବଂ ଯେଉଁ ପ୍ରଡକ୍ଟ ତାଙ୍କ ଦେଶରୁ ଆମଦୀନି ବ୍ୟାନ କରାଯାଇଥିଲା ତାହା ମଧ୍ୟ ପୁର୍ନବାର ଆରମ୍ବ ହେବାକୁ ଯାଉଛି ।

Related image

ଯଦିଆପଣ ଙ୍କୁ ଆମଏହି ପୋଷ୍ଟଟି ଭଲ ଲାଗିଲା ତେବେ ଆମ ଫେସବୁକ୍ ପେଜୁକୁ ଲାଇକ୍ କରନ୍ତୁ ଏବଂ ସେୟାର କରନ୍ତୁ Friend s’ ଓ ଫେମିଲି ଙ୍କ ସହିତ ଓ ପୋଷ୍ଟଟି କିଭଳି ଲାଗିଲା ଆମଙ୍କୁ କମେଣ୍ଟ କରି ଜଣାନ୍ତୁ ।

Leave A Reply

Your email address will not be published.