Loading...

ଅସୀମା ପଣ୍ଡା ବାହା ହୋଇ ମଧ୍ୟ ସିନ୍ଦୁର ନ ପନ୍ଧିବାର କାରଣ କଣ ।

Loading...
0 209

ମଣିଷ ଜୀବନ ରେ ଏପରି ବି କିଛି ବ୍ୟସ୍ଥତା ରହିଛି ଯେଉଁଥି ପାଇଁ ଲୋକ ନିଜର ନିତ୍ୟ କାର୍ଯ୍ଯ ସୁଧା ଭୁଲି ଯାଇଥାଏ । ଏପରି ବି ଲୋକ ମାନେ ରହିଛନ୍ତି ଯେଉଁମାନେ କି ଆଜିକା କ୍ଷେତ୍ରରେ । ନିଜର କାମକୁ ହିଁ ସବୁକିଛି ଭାବି ନେଇଥାନ୍ତି ।

କିନ୍ତୁ ଯେତେ ବି ବ୍ୟସ୍ଥତା ଥାଉ ନା କାହିଁକି । କେବେ ବି ନିଜର ପରମ୍ପରା ର ବେକ ଟିପି ମାରିବା କଥା ନୁହେଁ । ଆମେ ମାନେ ବହୁତ ଭଲ ଭାବରେ ଜାଣିଛୁ କି ଗୋଟିଏ ନାରୀ ର ସବୁଠୁ ବଡ ଅଳଙ୍କାର ହେଉଛି ସିନ୍ଦୁର । ଏହା ଆମ ଭାରତୀୟ ପରମ୍ପରା ରେ ରହିଛି ।

କିନ୍ତୁ ଆଜି କାଲି ର ନାରୀ ମାନେ ଏ ସବୁକୁ ଆଜିର ଫେସନ ଭାବେ ନେବାରେ ଲାଗିଛନ୍ତି । ହଁ ଆଜ୍ଞା ଆମେ ଆଜି ଓଲିଉଡ ର ଏକ ଜଣା ସୁଣା ଗାୟୀକା ଙ୍କ ବିଷୟ ରେ କହିବା ପାଇଁ ଜାଉଛୁ । ଜାହାଙ୍କ ନାମ ହେଲା ଅସିମା ପଣ୍ଡା । ସାଧାରଣ ଭାବେ ଏହି ଗାୟୀକା ଙ୍କ ଓଡିଶା ରେ ବହୁତ ପରିମାଣ ରେ ଫେନ ରହିଛନ୍ତି ।

କାରଣ ସେ ତାଙ୍କ ଗୀତ ରେ ସମସ୍ତ ଙ୍କ ମନକୁ ବାନ୍ଧି ନିଅନ୍ତି ବୋଲି କହିଥାନ୍ତି । ହେଲେ ଏପରି ବେଳେ ତାଙ୍କରି ଫେନ୍ ମାନେ ବହୁତ ଦିନରୁ ସୋସିଆଲ ମିଡିଆ ମାନଙ୍କରେ ବହୁତ ପରିମାଣ ରେ ଭାଇରଲ କରାଉଛନ୍ତି କି ।

ଏହି ଓଲିଉଡ ର ଉତ୍ତମ ଗାୟୀକା । ଲୋକ ମାନଙ୍କୁ ଯେବେ ଠାରୁ ଦେଖା ଦେଇଛନ୍ତି । ସେ କେବେ ବି ସିନ୍ଦୁର ପିନ୍ଧିବାର ଦେଖା ଦେଇ ନାହାନ୍ତି କାହିଁକି । ସେ ଗତ କିଛି ଦିନ ତଳେ ମାନସ ଙ୍କୁ ବିବାହ କରିଥିଲେ ।

ଯେହେତୁ ଗୋଟିଏ ଓଡିଆ ଘରର ଝିଅ ଭାବେ ସିନ୍ଦୁର ପିନ୍ଧିବାର ପରମ୍ପରା ରହିଛି । ହେଲେ ସେ ଆଜି ଯାଏଁ ଏପରି କୈଣସି ଟିଭି ସୋ ବା କୈଣସି ଅଫସ୍କ୍ରିନ ଫୋଟ ରେ ଦେଖା ଦେଇ ନାହାନ୍ତି ଯେ ସେ ସିନ୍ଦୁର ପିନ୍ଧିବାର । ତେବେ ଏପରି ନେଇ ସୋସିଆଲ ମିଡିଆ ରେ ଥିବା ତାଙ୍କର ସୋସିଆଲ ଆଇଡି ରେ ତାଙ୍କର ବହୁତ ଫେନ ମାନେ ଏହି ପରି ପ୍ରଶ୍ନ ତାଙ୍କୁ ପଚାରିଛନ୍ତି ।

ଯଦି ଏହି ପ୍ରଶ୍ନ ର ଉତ୍ତର ଅସିମା ତାଙ୍କ ଫେନ୍ ମାନଙ୍କୁ ଦିଅନ୍ତି ତାହାଲେ ବହୁତ ଭଲ ହେବ । ବୋଲି ଜଣାଯାଉଛି । ତେବେ ଆପଣ ମାନେ କୁହନ୍ତୁ କି ଗୋଟିଏ ଓଡ଼ିଆ ଘରର ବହୁ ଭାବେ କଣ ସିନ୍ଦୁର ପିନ୍ଦିବା କଥା କି ନାହିଁ ।

ଆମକୁ ଏହି ପ୍ରଶ୍ନ ର ଉତ୍ତର ଆମର କମେଣ୍ଟ ବକ୍ସ ରେ ଦିଅନ୍ତୁ । ଓ ଆମର ଏହି ପୋଷ୍ଟ ଟି ଭଲ ଲାଗିଥିଲେ ବହୁତ ପରିମାଣ ରେ ସେୟାର କରନ୍ତୁ । ଯେପରି ଠିକ୍ ସ୍ଥାନ ରେ ଯାଇ ପହଁଚିବ ।

Loading...
Loading...