Loading...

ATM ମେସିନ୍ ରୁ ପଇସା ନ ଭାରିବାରୁ ମାରିଲେ ଗୋଇଁଠା ତା ପରେ ହେଲା ଅଦ୍ଭୁତ ଘଟଣା ।

Loading...
0 201

ଆମେ ଆମ ଜୀବନ ରେ ବହୁତ ଲକ୍ଷ୍ୟ କୁ ନେଇ ଚାଲିଥାଉ କିନ୍ତୁ ସେଥି ମଧ୍ଯ କିଛି ଗୁଡିକ ପୂରଣ ହୋଇଥାଏ ଓ କିଛି ଗୁଡିକ ପୂରଣ ହୋଇ ନଥାଏ । ଓ ଏପରି ବି କିଛି ସମୟ ରେ ବି ହୋଇଥାଏ କି ଆମେ ଜାହାର ଆଶା କରି ନଥାଉ ତାହା ବି କେତେ ବେଳେ ପୂରଣ ହୋଇଯାଏ । ହଁ ଆଜ୍ଞା କିଛି ଏପରି ହୋଇଛି । କଟକ ବଦାମ୍ ବାଡି ନିକଟସ୍ଥ ଏକ ସ୍ଥାନ ରେ ଥିବା ATM ମେସିନ୍ ରେ ଯାହାକୁ ସୁଣିଲେ ଆପଣ ବି ଆଶ୍ଚର୍ଯ୍ଯ ହୋଇ ଉଠିବେ ।

ଗତ କାଲି କଟକ ବଡ ଡାକ୍ତର ଖାନା ରେ ସମିର୍ ବୋଲି ବ୍ଯକ୍ତି ଙ୍କ ବାପା ସିରିଏସ୍ ଥିବା ବେଳେ । ସେ କୈଣସି ସ୍ଥାନ ରୁ ପଇସା ଜୈଗାଡ କରିପାରି ନଥିଲେ । ଓ ଏପରି କ୍ଷେତ୍ରରେ ବାପାଙ୍କ ପ୍ରତି ବହୁତ ଦୁଖଃ ରେ ବି ଥିବା ବେଳେ ସେ ନିଜ ପାସ୍ ବୁକ୍ ରେ ଥିବା ପାଞ୍ଚ ହଜାର ଟଙ୍କା ଉଠେଇ ବାପା ଙ୍କ ଚିକିତ୍ସା ପାଇଁ ନେଇଯିବା ପାଇଁ ଭାବିଥିଲେ ଓ ଏ ପରି କ୍ଷେତ୍ରରେ ସେ କଟକ ବଦାମ୍ ବାଡି ନିକଟସ୍ଥ ଏକ ସ୍ଥାନ ରେ ଥିବା ATM କୁ ଗଲେ ସେଠାରୁ ପଇସା ଉଠେଇବା ପାଇଁ ନିଜର କାର୍ଡ କୁ ପୁରାଇଲେ କିନ୍ତୁ ତାଙ୍କର ଏପରି ଭାଗ୍ଯ କି ସେହି ପାଞ୍ଚ ହଜାର ଟଙ୍କା ବି ନେବା ତାଙ୍କ ପକ୍ଷେ ବହୁତ କଷ୍ଟ ଦାୟକ ଥିଲା ।

ସେଥି଼ ପାଇଁ କାର୍ଡ ର କ୍ରାଚ କରବା ସ୍ବତେ ବି ସେଥିରୁ ପଇସା ବାହାରି ନଥିଲା । ଏପରି କ୍ଷେତ୍ରରେ ସମିର୍ ଯେପରି ଆତ୍ମ ହତ୍ୟା କରିବା ସଂଙ୍ଗେ ସମାନ ହୋଇ ପଡିଥିଲେ । ଓ ଠିକ୍ ସେତିକି ବେଳେ ରାଗି ଯାଇ ATM କୁ ବଗହୁତ ଯୋରରେ ଗୋଟିଏ ଗୋଇଂଠା ଟେ ପକାଇଥିଲେ କିନ୍ତୁ । ତାହା ପରେ ଜାହା ହେଲା ଆପଣ ବିସ୍ବାସ କରି ପାରିବେନି । କାରଣ ରୋଗି ଖୋଜୁ ଥିଲା ଜାହା ବଇଦ ବତାଇଦେଲା ତାହା । ଆଜ୍ଞା ହଁ ତାଙ୍କ ବାପାଙ୍କ ଚିକିତ୍ସା ପାଇଁ 1 ଲକ୍ଷ ଟଙ୍କା ଦରକାର ବେଳେ ସେଥିରୁ ଦେଢ ଲକ୍ଷ ଟଙ୍କା ବାହାରି ଥିଲା ଓ ସେ ସେଠାରୁ ଟଙ୍କା ନେଇ ତାଙ୍କ ବାପା ଙ୍କ ଚିକିତ୍ସା କରାଇ ଥିଲେ । ଓ ପରେ ଏସବୁ ବିଷୟ ରେ ବ୍ୟଙ୍କ ର ମେନେଜରଙ୍କୁ ଜଣାଇଥିଲେ । ତେବେ ଆପଣ କୁହନ୍ତୁ କି ଏପରି କ୍ଷେତ୍ରରେ ସମିର୍ କୁ କିଏ ସାହାଯ୍ଯ କଳା ।

Loading...
Loading...