Take a fresh look at your lifestyle.

ବାବୁସାନ ଙ୍କ ବାଲ୍ୟ ବିବାହ କାହିଁକି ହୋଇଥିଲା, ଆପଣ ବି ଜାଣି ଆଶ୍ଚର୍ଯ୍ଯ ହୋଇଯିବେ ।

0 91

କଣ ଆପଣ ଜାଣିଛନ୍ତି କି ବାବୁସାନ ଙ୍କ ରିଏଲ୍ ଲାଇଫ୍ ର ଲବଷ୍ଟୋରୀ କିପରି ଆରମ୍ଭ ହୋଇଥିଲା ଓ ସେ କାହିଁକି ବାଲ୍ଯ ବିବାହ କରିଥିଲେ । ତେବେ
ମୁଁ ଜାଣିଛି ଆପଣ ମାନେ କେବେବି ବହୁତ ଭଲ ଭାବରେ ଜାଣି ନଥିବେ ବାବୁ ସାନ ଙ୍କ ରିୟଲ ଲଭ ଷ୍ଟୋରି କିପରି ଆରମ୍ଭ ହୋଇ ଥିଲା । ଏବଂ ତାଙ୍କ ପତ୍ନୀ କିଏ ଓ କିପରି ଏମାନେ ଦୁହେଁ ଦୁହିଁଙ୍କୁ ବହୁତ ଭଲ ପାଇଲେ । ଓ ଏମାନଙ୍କ ବାଲ୍ୟ ବିବାହ କାହିଁକି ହୋଇଥିଲା ।

ଏପରି କ୍ଷେତ୍ରରେ ବାବୁସାନ୍ ଙ୍କ ପରି ହିରୋ ଙ୍କ ପଛରେ ବହୁତ ଝିଅ ମାନେ ପାଗଳ ଅଛନ୍ତି । ଏବଂ ଜେ କେହି ଝିଅ ବାବୁ ସାନଙ୍କୁ ଭଲ ପାଇବା ପାଇଁ ଚାହାଁନ୍ତି । କେବଳ ସେଇଥି ପାଇଁ ତ ତାଙ୍କୁ ଚକଲେଟ୍ ହିରୋ ବୋଲି କୁହାଯାଏ । ତାଙ୍କର ଲବ ଷ୍ଟୋରି ଆରମ୍ଭ ହେବା ନେଇ ରହିଛି ଗୋଟିଏ ଟୁଇଶ୍ଟ ।

ପିଲା ବେଳେ ବାବୁ ସାନ ବହୁତ ଦୁଷ୍ଟ ଥିଲେ ଓ ସେ କଥା କଥା ରେ ଦୁଷ୍ଟାମୀ ଆରମ୍ଭ କରୁଥିଲେ । ଏପରି ଦୁଷ୍ଟ ଜାହାକୁ ଝଡା ବାଳୁଙ୍ଗା ବୋଲି କୁହାଯାଏ । ତେଣୁ ତାଙ୍କର ଏହି ଦୁଷ୍ଟାମୀ କୁ ରୋକିବାପାଇଁ ବାବୁ ସାନ ଙ୍କ ମା ଅପରାଜିତା ମାହାନ୍ତି ବହୁତ କଷ୍ଟ କରିଥିଲେ କିନ୍ତୁ କିଛି ବି ସଫଳ ପାଇ ନ ଥିଲେ ।

କିଛି ବଡ ବଡ ଦୁଷ୍ଟାମୀ ପାଇଁ ସେ ବହୁତ ଥର ପନିସ୍ ମେଣ୍ଟ ବି ପାଇଛନ୍ତି । ଏପରି କ୍ଷେତ୍ରରେ ବାବୁସାନ ଙ୍କ ସ୍ତ୍ରୀ ତୃପ୍ତି ସତପଥି ଯେକି ସେହି ସ୍କୁଲ୍ ରେ ପଢୁଥିଲେ ଓ ବାବୁ ସାନ ଙ୍କୁ ବହୁତ ପସନ୍ଦ କରୁଥିଲେ । କିନ୍ତୁ ନିଜର ମନ କଥା ଯେପରି ମନରେ ମାରି ରଖୁଥିଲେ କିନ୍ତୁ ଗୋଟିଏ ଦିନ ବାବୁ ତାଙ୍କର ଦୁଷ୍ଟାମୀ ର ସୀମା ପାର କରିଦେଲେ ଓ ସ୍କୁଲ ରେ ପିଲା ମାନଙ୍କ ସହିତ ମିଶି ବହୁତ ଗୁଡିଏ କେମେରା ବି ଭାଙ୍ଗି ଦେଇଥିଲେ

ଏପରି ବେଳେ ତାଙ୍କୁ ସ୍କୁଲରେ ମିସ୍ ତାଙ୍କୁ ସ୍କୁଲ ବାରଣ୍ଡରା ରେ ଆଣ୍ଠେଇବା ପାଇଁ କହିଥିଲେ । କିନ୍ତୁ ତୃପ୍ତି ଏହି ସମୟରେ ବବୁଙ୍କ ଉପରେ ହାତ ପକାଇ ଦେଇଥିଲେ । ହଁ ଆଜ୍ଞା ଏଉଠୁ ଆରମ୍ଭ ହୋଇଥିଲା । ବାବୁ ଓ ତୃପ୍ତି ଙ୍କ ଲବ ଓ ପରେ ବାବୁଙ୍କ ଘର ଲୋକ ଏହି ସବୁ କଥା ଯାଣି ପାରିଥିଲେ । ଏପରି ଭାବେ ଦୁଷ୍ଟାମୀ କରୁଥିବା ବାବୁ ତୃପ୍ତି ଙ୍କ ସହିତ ମିଶିବା ପରେ ତାଙ୍କର ପରିବର୍ତ୍ତନ ଆସିଥିଲା ।

ଏହି ସବୁ କଥା ବାବୁଙ୍କ ମା ଅପରାଜିତା ମାହାନ୍ତି ଙ୍କ ବହୁତ ଭଲ ଲାଗିଥିଲା ଓ ସେ ନିଜର ପୁଅର ଭଲ ପାଇଁ ତୃପ୍ତି ଙ୍କ ସହିତ ବାବୁ ସାନଙ୍କ ବାହାଘର କରିଦେଇଥିଲେ । ଓ କିନ୍ତୁ ଏହା ପରେ ବି ସେ 20 ବର୍ଷ ଯାଏଁ ସୁଧୁରି ନଥିଲେ । ଓ ସାଙ୍ଗ ମାନଙ୍କ ସହିତ ମିଶି ମଦ ପିଆ ବି ଆରମ୍ଭ କରିଥିଲେ । କିନ୍ତୁ ସେ ଫିଲ୍ମ ଦୁନିଆ ରେ ପାଦ ଦେବା ପରଠୁ କେବେବି ଏପରି ଖରାପ ଅବସ୍ତା ଦେଖିବା ପାଇଁ ମିଳି ନାହିଁ ।

ଆପଣଙ୍କ ମୂଲ୍ଯବାନ ସମୟ ଦେଇ ଥିବାରୁ ଧନ୍ଯବାଦ ଯଦି ଆପଣଙ୍କୁ ଆମର ଏହି ଆର୍ଟିକାଲ୍ ଟି ଭଲ ଲାଗିଲା ତେବେ ଆପଣଙ୍କ friend ଓ family ସହ ସେୟାର କରନ୍ତୁ

Leave A Reply

Your email address will not be published.