Take a fresh look at your lifestyle.

ବାବୁ ସାନ ଙ୍କୁ ରାକ୍ଷୀ ବାନ୍ଧିଲେ ତାଙ୍କ ନିଜ ସ୍ତ୍ରୀ, ଜାଣନ୍ତୁ କଣ ଥିଲା ଏହାର କାରଣ ।

0 83

ରାକ୍ଷୀ ବନ୍ଧନ ରେ ସବୁ ଭାଇ ମାନେ ଭାବି ଥାନ୍ତି କି ସେମାନେ କିପରି ଭାବେ ନିଜ ଭଉଣୀ ଙ୍କ ହାତରୁ ରାକ୍ଷୀ ବନ୍ଧିବେ । ଓ ଏହି ରକ୍ଷା ବନ୍ଧନ ର ମଜା ଉଠାଇବେ । ଏପରି ସ୍ଥଳ ରେ ଆପଣ କେବେ ସୁଣିଛନ୍ତି କି କୈଣସି ଭାଇ ବଦଳରେ ନିଜ ସ୍ତ୍ରୀ ରାକ୍ଷୀ ବାନ୍ଧିବାର .ନାଇଁ ଆମେ ମାନେ ବହୁତ ଭଲ ଭାବରେ ଜାଣିଛୁ କି କୈଣସି କ୍ଷେତ୍ରରେ ଗୋଟିଏ ଭାଇକୁ କେବଳ ହିଁ ତାର ଭଉଣୀ ହିଁ ରାକ୍ଷୀ ବାନ୍ଧିବାର ଅଧୀକାର ରଖିଥାଏ । କିନ୍ତୁ ଏପରି ପରିବର୍ତ୍ତେ କଣ ଆପଣ ଙ୍କୁ କେବେ ନିଜ ସ୍ତ୍ରୀ ରାକ୍ଷୀ ବାନ୍ଧିବାର ଦେଖିଛନ୍ତି । ନାହିଁ କିନ୍ତୁ ଏପରି ଏକ ଘଟଣା ଆମ ପ୍ରିୟ ଅଭି ନେତା ବାବୁସାନ ଙ୍କ ସହିତ ହୋଇଛି । ରାକ୍ଷୀ ବନ୍ଧନ ରେ ତାଙ୍କ ସ୍ତ୍ରୀ ତାଙ୍କୁ ରାକ୍ଷୀ ବନ୍ଧିବାର ଦେଖାଯାଇଛି । ତେବେ ଏପରି ପରିସ୍ଥିତି ରେ ଏପରି କାହିଁକି ହେଲା ଆମେ ତାଙ୍କର ନିକଟସ୍ଥ ରେ ହେଉଥିବା ନୁଆ ଫିଲ୍ମ ର ସୁଟିଂ ରେ ଜାଇ ପଚାରିବାରୁ ସେ କହିଥିଲେ କି । ତାଙ୍କର ଏହି ସମୟ ରେ ତାଙ୍କ ପାଖରେ ଟିକିଏ ବି ସମୟ ନାହିଁ ସେଥି ପାଇଁ ସେ ନିଜର ସୁଟିଂ ରେ ବହୁତ ବ୍ୟସ୍ତ ରହୁଛନ୍ତି । ତେଣୁ ଏଥର ରାକ୍ଷୀ ପୂର୍ଣ୍ଣିମା ରେ ତାଙ୍କ ଭଉଣୀ ମାନେ ତାଙ୍କ ପାଇଁ ରାକ୍ଷୀ ପଠାଇଦେଇଥିଲେ । ଓ ସେ ଗୁଡିକୁ ବାନ୍ଧିବା ପାଇଁ ସେ ନୀିଜର ସ୍ତ୍ରୀ ଙ୍କୁ କହିଥିଲେ । ଓ ଏହା ବି କହିଥିଲେ କି ସେ ଅନ୍ଯ ଭଉଣୀ ଙ୍କର ରାକ୍ଷୀ କୁ ବି ସେ ତାଙ୍କ ମା ଅପରାଜିତା ଙ୍କ ଦ୍ବାରା ବାନ୍ଧା କରାିଥିଲେ । ଓ ଏହା କହିଥିଲେ କି ଏପରି କ୍ଷେତ୍ରରେ ତାଙ୍କକର ଫେନ୍ ମାନେ ଭୁଲ ବୁଝିଥିଲେ । ଓ ଏହାର ଫୋଟ ଗୁଡିକୁ ସେମାନେ ସୋସିଆଲ ମିଡିଆ ରେ ଭାଇରଲ୍ କରାଇବା ରେ ଲାଗିଛନ୍ତି । ତେଣୁ ଏପରି କଥା ରେ କିଛି ବି ମାନେ ନଥିବା ବେଳେ ଲୋକ ମାନେ ଏହାକୁ ଅଧିକ ଚର୍ଚ୍ଚା କରାଉଛନ୍ତି ବୋଲି କହୁଛନ୍ତି ।

ଆପଣଙ୍କ ମୂଲ୍ଯବାନ ସମୟ ଦେଇ ଥିବାରୁ ଧନ୍ଯବାଦ ଯଦି ଆପଣଙ୍କୁ ଆମର ଏହି ଆର୍ଟିକାଲ୍ ଟି ଭଲ ଲାଗିଲା ତେବେ ଆପଣଙ୍କ friend ଓ family ସହ ସେୟାର କରନ୍ତୁ

Leave A Reply

Your email address will not be published.