Take a fresh look at your lifestyle.

ଫସି ଗଲେ ନୁଙ୍ଗୁରା ହଷ୍ଟେଲ ମାଲିକ । ଛାତ୍ରୀ ଙ୍କୁ ବାଧ୍ୟ କରାଉ ଥିଲେ ଶାରିରୀକ ସଂମ୍ପର୍କ ପାଇଁ ।

0 101

ବରଗଡ଼ – ଦିଆଯାଇ ଥିବା ଫୋଟ ଏକ କାଳ୍ପନିକ ଅଟେ ସୁରକ୍ଷା ଦୃଷ୍ଟିରୁ ଏହା ଠିକ୍ ଭାବିଲୁନି

ଫସି ଗଲେ ନୁଙ୍ଗୁରା ହଷ୍ଟେଲ ମାଲିକ ବାଧ୍ୟ କରାଉ ଥିଲେ ଶାରିରୀକ ସଂମ୍ପର୍କ ପାଇଁ । କଏଦ୍ ହେଲା ଭିଡିଓ ସିସିଟିଭି ରେ । ହଁ ଆଜ୍ଞା ଏହି ଘଟଣା ଟି ହୋଇଛି ବରଗଡ ଜିଲ୍ଲା ର ଗୋଟିଏ ଲେଡିଜ ହଷ୍ଟେଲ ର । ଘଟଣା ଅନୁସାରେ ବହୁତ ଦିନ ରୁ ଏହି ହଷ୍ଟେଲ ମାଲିକ ଛାତ୍ର ଛାତ୍ରୀ ମାନଙ୍କୁ ବହୁତ ହଇରାଣ କରିବା ସହିତ ସେମାନଙ୍କୁ ବାଧ୍ୟ କରାଉଥିଲା

କି ତାଙ୍କ ସହିତ ସାରିରୀକ ସଂମ୍ପର୍କ ରଖିବା ପାଇଁ ଏପରି କି ସେ ସବୁ ଦିନ ଆସି ଛାତ୍ରୀ ଙ୍କୁ ଡାକି ଚର୍ଚର ଯେପରି କି ଆଲିଙ୍ଗନ କରିବା ଓ ଏପରି ଦେହ ରେ ହାତ ମାରିବା ଭଲି କାମ କରୁଥିବା ବେଳେ ।ସେଠାକାର ଛାତ୍ର ଛତ୍ରୀ ମାନେ ବି କିଛି କମ ନୁହଁନ୍ତି । ବୋଲି ଦେଖାଇଛନ୍ତି ।

ହଷ୍ଟେଲ ମାଲିକ ର ଏପରି ନୁଙ୍ଗୁରାମି ପାଇଁ ହଷ୍ଟେଲ ରେ ଥିବା ସମସ୍ତ ଲେଡିଜ ମାନେ ମିଶି ଗୋଟିଏ ପ୍ରକାରର ଯୋଜନା କରିଥିଲେ । ଯୋଜନା ମୁତାବକ ସେମାନଙ୍କ ସୋଇବା ରୁମ ରେ ଗୋଟିଏ ସିସିଟିଭଇ ରଖିବାର ଯୋଜନା ରହିଥିଲା ।

ସେମାନେ ଏପରିବି କରିଥିଲେ । ବାସ ସେହି ସମୟ ପୁଣି ଆସିଲା ଯେତେ ବେଳେ କି ସେହି ହଷ୍ଟେଲ ମାଲିକ ରାତି ରେ ପୁଣି ଆସିଲା । ଓ ଛାତ୍ରୀ ମାନଙ୍କୁ ବାଧ୍ୟ କରାଉଥିଲା ଓ ଆଲିଙ୍ଗନ କରିବା ସହିତ ଓ ଦେହ ର ଏଣେ ତେଣେ ହାତ ମାରୁ ଥିଲେ ତାହା କେମେରା ରେ କଏଦ ହୋଇ ଗଲା । ବର୍ତ୍ତମାନ ସମୟ ରେ ଏହା ସୋସିଆଲ ମିଡିଆ ରେ ଭାଇରଲ ହେବା ରେ ଲାଗିଛି ।

ସେହି ଛାତ୍ରୀ ମାନେ ସେହି ଭିଡିଓ ନେଇ ସେଠାକାର ଟାଉନ ଥାନା ରେ ଦେବା ସହିତ ଏହି ସବୁ ର ରିପୋର୍ଟ କରିଥିଲେ । ଘଟଣା ରେ ଲେଡିଜ ମାନେ କହିଛନ୍ତି । କି ସେହି ହଷ୍ଟେଲ ମାଲିକଙ୍କ ବୟସ ହେଉଛି 60 ବର୍ଷ ଓ ସେମାନେ ଏତେ ଦିନରୁ ବାସ ଲୋକ ଙ୍କ ଆଳ ପାଇଁ ହିଁ ଚୁପ ଥିଲେ ।

ହେଲେ ଏହି କିଛି ଦିନ ହେଲା ତାଙ୍କର ବହୁତ ଦର ବ୍ୟବହାର ଯୋଗୁଁ ସେମାନେ ଆଉ ସହି ପାରୁ ନଥିଲେ । କେବଳ ସେଇଥି ପାଇଁ ସେମାନେ ଏପରି ଭାବେ ଯୋଜନା କରିଥିଲେ ବୋଲି କହିଛନ୍ତି । ତେବେ ଆମେ ଏହି କଥା ନେଇ ଆପଣ ମାନଙ୍କୁ ପଚାରୁଛୁ କି ଏହି ପରି ଭାବେ କରି କଣ ଛାତ୍ରୀ ମାନେ ଠିକ କରିଛନ୍ତି କି ।

ଏହାର ବି ଉତ୍ତର ବି ଦିଅନ୍ତୁ କି ଏପରି ଭାବେ ଏହି ହଷ୍ଟେଲ ମାଲିକ ଙ୍କ ସହିତ କରିବା କଣ ଠିକ ହୋଇଛି କି । ତେବେ ଆପଣ ଆମକୁ ନିଶ୍ଚିତ ଭାବେ କମେଣ୍ଟ କରି ଜଣାନ୍ତୁ ।

Leave A Reply

Your email address will not be published.