Loading...

ଏହି 3 ପ୍ରକାରର ପୁଅଙ୍କୁ ଝିଅ ମାନେ ଅଧିକ ପସନ୍ଦ କରିଥାନ୍ତି । ଏମିତି ପୁଅଙ୍କ ପାଇଁ ଝିଅ ମାନେ ସବୁ କିଛି କରିବାକୁ ରାଜି ଥାନ୍ତି ଓ ନିଜ ଜୀବନ ଠୁ ମଧ୍ୟ ଅଧିକ ଭଲ ପାନ୍ତି

0 1,327

କୁହାଯାଏ କି ପ୍ରେମ ରେ ପୁଅ ମାନଙ୍କ ଠୁ ଝିଅ ମାନେ ବହୁତ ଆସକ୍ତ ରହିଥାନ୍ତି । ଏମିତି ରେ ଝିଅ ମାନଙ୍କର ଭାବନା ପ୍ରିୟ ହେବା ସହିତ ସେମାନେ ବହୁତ ଭାବନା ଶିଳ ହେବାର ସବୁ ବେଳେ ଦେଖା ଦିଅନ୍ତି । ଏପରି କି ସେମାନଙ୍କୁ ପ୍ରେମ ଉପରେ ବହୁତ କିଛି ଜ୍ଞାନ ରହିଥାଏ । କଣ ଆପଣ ଜାଣିଛନ୍ତି କି ଗୋଟିଏ ଝିଅର ମନ ରେ ପ୍ରାୟ 15 ବର୍ଷ ବୟସ ରୁ ହିଁ ନିଜ ପତି ଙ୍କ ବିଷୟ ରେ ଭାବି ବାରେ ଲାଗନ୍ତି ।

ଏହା ସହିତ ଝିଅ ମାନେ ସାଧାରତଃ ଭାବେ 20 ରୁ 25 ଭିତରେ ବିବାହ ପାଇଁ ରାଜି ହୋଇ ଜାଆନ୍ତି । ଏହା ଛଡା ବିବାହ ପୂର୍ବରୁ ପ୍ରେମ କରିବା ଝିଅ ମାନଙ୍କ ର ଗୋଟିଏ ଆବୃତି ହୋଇଥାଏ । ଜାହାକି ସେମାନେ କୈଣସି ବି ମୁହୁର୍ତ୍ବ ରେ ପୂରଣ କରି ପାରିବେ । ଝିଅ ମାନେ ଖାସ୍ କରି ପ୍ରେମ କରିବା ପରେ ରୋମାନ୍ସ କରିବା ପାଇଁ ସେମାନେ ବହୁତ ଭଲ ପାଆନ୍ତି ।

Related image

ଏମିତି ବେଳେ ସେମାନେ ନିଜର ସନ୍ତୁଳନ ହରାଇ ବସନ୍ତି ଓ ଶେଷରେ ସେମାନେ ଶାରୀରିକ ସଂମନ୍ଧ ରଖିବା ପାଇଁ ବାଧ୍ଯ ହୋଇ ଥାନ୍ତି । କିନ୍ତୁ ଶାରୀରିକ ସଂମ୍ପର୍କ କେହି କେହି କ୍ଷେତ୍ରେ ଭଲ ସାବ୍ୟସ୍ତ ହୋଇ ଥାଏ କିନ୍ତୁ ହିନ୍ଦୁ ଧର୍ମ ରେ ଏହା ରହିଛି କି ଜଣେ କେବଳ ଜଣଙ୍କୁ ବିବାହ କରିବା ପରେ ହିଁ ଏହି ସଂମ୍ପର୍କ ବନେଇ ପାରିବ । ତେବେ ଆସନ୍ତୁ ଟିକିଏ ଜାଣି ନେବା କି ଝିଅ ମାନେ ଅସଲ ରେ କେଉଁ ପ୍ରକାରର ପୁଅ ଙ୍କ ସହିତ ଶାରୀରିକ ସଂମ୍ପର୍କ ରଖିବା ପାଇଁ ଇଚ୍ଛା କରନ୍ତି ।

ଯେଉଁ ପୁଅ ମାନେ ସେହି ଝିଅ କୁ ବହୁତ ସମ୍ମାନ ଦେଇ ଥାନ୍ତି ଓ ଏମିତି ରେ ସେମାନଙ୍କ ପାଖରେ ସଚଟ୍ଟ ଦେଖାଇ ଥାନ୍ତି କେବଳ ସେହି ମାନଙ୍କ ପାଖରେ ହିଁ ଝିଅ ମାନେ ଏହି ସଂମ୍ପର୍କ ସ୍ଥାପନ କରି ଥାନ୍ତି ।

Image result for indian lovers

ଯେଉଁ ପୁଅ ମାନେ ବହୁତ ସୁନ୍ଦର ଚରିତ୍ର ର ହୋଇ ଥାନ୍ତି ଏମିତି ରେ ସେମାନେ ଭାବୁକ ସ୍ବଭାବ ରେ ହୋଇ ଥିଲେ ଝିଅ ମାନେ ସେମାନଙ୍କ ଉପରେ ଫିଦା ହୋଇ ଥାନ୍ତି ଓ ଏମିତି ରେ ସେମାନଙ୍କ ସହିତ ସମନ୍ଧ ରଖିବା ପାଇଁ ଚେଷ୍ଟା କରନ୍ତି ।

ଝିଅ ମାନଙ୍କ ନଜର ରେ ଯଦି ଆପଣ ଶାନ୍ତ ସିଷ୍ଟ ଓ ଏପରି ଜଣେ ବ୍ୟକ୍ତି ହୋଇ ଥାନ୍ତି ଯେଉଁ ମାନେ କି ନିଜ କେରିଅର ଚିନ୍ତା ରେ ବୁଡି ରୁହନ୍ତି ଏମିତି ,ସେମାନେ ଟିକିଏ ସୁନ୍ଦର ହୋି ଥିଲେ ଝିଅ ମାନେ ସେମାନଙ୍କ ଉପରେ ବହୁତ ଫିଦା ହୁଅନ୍ତିୁ ଓ ଏପରି ବେଳେ ସେମାନେ ଭାବନ୍ତି କାଳେ ଏହି ପିଲା ମତେ ପ୍ରମ କରନ୍ତା କି ।

ଯଦିଆପଣ ଙ୍କୁ ଆମଏହି ପୋଷ୍ଟଟି ଭଲ ଲାଗିଲା ତେବେ ଆମ ଫେସବୁକ୍ ପେଜୁକୁ ଲାଇକ୍ କରନ୍ତୁ ଏବଂଓସେୟାର କରନ୍ତୁ Friend s’ ଓ ଫେମିଲି ଙ୍କ ସହିତ ।ଓ ପୋଷ୍ଟଟି କିଭଳି ଲାଗିଲା ଆମଙ୍କୁ କମେଣ୍ଟ କରି ଜଣାନ୍ତୁ ।

Loading...
Loading...