ବଲିଉଡ ର ଏହି ଭିଲିଆନ ର ସୁନ୍ଦରୀ ଝିଅ କୁ ଦେଖିବେ ତ ଆପଣ ଦେଖିକି ହିଁ ରହିଯିବେ

ବଲିଉଡ ଏକ ଅଜୀବ ଦୁନିଆ ଅଟେ । ଏହାର ଚମକ ଆଉ ସବୁ କିଛି ସବୁ ଲୋକଙ୍କୁ ପସନ୍ଦ ଥାଏ। ଯିଏ ବି କେହି ଦେଖେ ସେ ଏହିପରି ଚମକ କୁ ବହୁତ ପସନ୍ଦ କରେ । ଯେଉଁ ଲୋକ ବି ଏହା ଦେଖନ୍ତି ସେମାନେ ସେମିତି ହିଁ ବଲିଉଡ ଅଭିନେତା ଆଉ ଅଭିନେତ୍ରୀ ମାନନ୍କ ପରି ହେବାକୁ ଚେଷ୍ଟା କରନ୍ତି । କିଛି ଲୋକ ଏହା ହେବାକୁ ଏତେ ପାଗଳ ଥାଆନ୍ତି କି ସେମାନେ ନିଜର ଘର ପରିବାର ଛାଡି ମୁମ୍ବାଇ ବି ଚାଲି ଆସନ୍ତି ।

ମାତ୍ର ତା ଭିତରୁ କିଛି ସଫଳ ହୁଅନ୍ତି ଆଉ କିଛି ଅସଫଳ ହି ରହି ଯାଆନ୍ତି ।ଆଜିକାଲି ବଲିଉଡ ରେ ଯିବା ଆଗରୁ ସମସ୍ତେ ବହୁତ ସାରା ପ୍ରସ୍ତୁତି କରିକି ହି ଯାଉଛନ୍ତି । ଆଗ କାଳ ରେ ଏମିତି ନଥିଲା ।

ଆଜି କାଳ ରେ ଟିକେ ଟକ୍କର କମ ଥିଲା । ଯିଏ କେହି ବି ବହୁତ ସହଜ ରେ ଘରୁ ପଳେଇ ଯାଇ ବଲିଉଡ ରେ ଆକ୍ଟର ଅଥବା ଆକଟ୍ରେସ ବନି ଯାଉଥିଲା । ବହୁତ ପ୍ରତିଶତ ଲୋକ ଆଜି ବଲିଉଡ ରେ ହୀରୋ ଅଥବା ହିରୋଇନ ହି ବନିବାକୁ ଚାହାନ୍ତି । ମାତ୍ର କିଛି ଅଭିନେତା ଏମିତି ବି ଅଛନ୍ତି ଯିଏ କି ଭିଲିଆନ ହେଇ ହି ତାଙ୍କ କ୍ୟାରିଅର ବନେଇଛନ୍ତି । କାଦର ଖାନ, ଗୁଳସାନ ଗ୍ରୋଭର ଇତ୍ୟାଦି ଏହାର ଉଦାହରଣ ।

ଆଗ କାଳ ରେ ଲୋକମାନେ ଭିଲିଆନ ରୋଲ କରୁଥିବା ଲୋକମାନଙ୍କୁ ଭଲ ନଜର ରେ ଦେଖୁନଥିଲେ । ମାତ୍ର ଏବେ ପରିସ୍ଥିତି ଅଲଗା ଅଟେ । ଏବେ ହିରୋ ଠାରୁ ଅଧିକା ଭିଲିଆନ ମାନେ ପ୍ରସିଦ୍ଧି ପାଉଛନ୍ତି । ଏହା ଆମକୁ ଜାଣିବା ଦରକାର କି ଫିଲ୍ମ ରେ ଯିଏ ଭିଲିଆନ ସେ ଅସଲି ଜୀବନ ରେ ଭିଲିଆନ ହେଇ ନଥାଏ ।

ଆଜି ଆମେ ଏହିପରି ଏକ ଭିଲିଆନ ଆଉ ତାଙ୍କର ଏକ ସୁନ୍ଦରୀ ଝିଅ ଙ୍କ ବାବଦରେ କହିବାକୁ ଯାଉଛୁ ।ମୋହଣିସ ବହଲ ଙ୍କ ବାବଦରେ କିଛି କହିବାର ଆବଶ୍ୟକତା ନାହିଁ । ୯୦ ଦଶକ ରେ ଏ ବହୁତ କିଛି ହିଟ ହିଟ ଫିଲ୍ମ ମାନଙ୍କରେ କାମ କରିଥିଲେ ।

ସେ ଏକ ଭିଲିଆନ ଭାବେ ବହୁତ ପ୍ରସିଦ୍ଧି ଲାଭ କରିଥିଲେ । ଆମେ ସର୍ବଦା କେହି ଭଲ ହିରୋଇନ ଅଥବା ଭଲ ହିରୋ ଙ୍କର ଝିଅ ଅଥବା ପୁଅ ଙ୍କ ବାବଦରେ ଆପଣ ମାନଙ୍କ ଆଗରେ ଚର୍ଚ୍ଚା କରିଥାଉ । ଆଜି ଆମେ ଏହି ଭିଲିଆନ ଙ୍କର ଝିଅ ବାବଦରେ କହିବାକୁ ଯାଉଛୁ ।

ତାଙ୍କ ଝିଅ ଙ୍କର ନାଁ ପ୍ରନୁତନ, ସେ ନୂତନ ଙ୍କର ନାତୁଣୀ :

ଆପଣଙ୍କୁ କହି ଦେଉଛୁ କି ମୋହଣିସ ବହଲ ତାଙ୍କ କ୍ୟାରିଅର ର ଆରମ୍ଭ ସଲମାନ ଖାନ ଙ୍କର ଫିଲ୍ମ ମେନେ ପ୍ୟାର କିୟା ଠାରୁ କଲେ । ଏହାପରେ ସେ ସଲମାନ ନ୍କ ସହ ବହୁତ ଫିଲ୍ମ କରିଛନ୍ତି । ଏବେ ତାଙ୍କ ଝିଅ ପ୍ରନୁତନ ତାଙ୍କ ଲ ପାଠ ରେ ବ୍ୟସ୍ତ ଅଛନ୍ତି ।

ସେ ତାଙ୍କ ଜେଜେ ମା ଙ୍କ ପରି ବହୁତ ସୁନ୍ଦର ଅଟନ୍ତି ।ସେ ଅନ୍ୟ ଷ୍ଟାର କିଡ ମାନନ୍କ ପରି ଲାଇମ ଲାଇଟ ରେ ରହିବା ପସନ୍ଦ କରନ୍ତି ନାହିଁ । ସେ ଏବେ ବଲିଉଡ ରେ କାମ କରିବାକୁ ଚାହୁଁଛନ୍ତି ମାତ୍ର ସେ ଉଚିତ ସମୟର ଅପେକ୍ଷା ରେ ଅଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।