Take a fresh look at your lifestyle.

ବଲିଉଡର ଏହି ଆକ୍ଟ୍ରେସ ଅଟନ୍ତି ସବୁଠୁ ଧନୀ, ଘରେ ଅଛି 30 କୋଟିର ପ୍ରାଇଭେଟ ଜେଟ ଓ ସବୁ ଗାଡି ମୂଲ୍ୟ ମିଶିଲେ ହେବ 100 କୋଟିରୁ ଅଧିକ – ଦେଖନ୍ତୁ କିଏ ସେ

0 608

ସମାଜରେ ଜନ୍ମଗ୍ରହଣ କରିଥିବା ସମସ୍ତ ମନୁ୍ଷ୍ୟ ପାଖରେ କିଛି ନା କିଛି ପ୍ରତିଭା ଭରିରହିଥାଏ କିନ୍ତୁ ତାର ପରିପକ୍ବତା ଅନୁଯାୟୀ ତା କାର୍ଯ୍ୟକରୀ ହୋଇଥାଏ । ଲୋକଙ୍କ ମଧ୍ୟରେ ଏମିତି କିଛି ପ୍ରତିଭା ରହିଥାଏ ଯାହା ଖାଲି ଗାଁ କିମ୍ବା ସହରରେ ନୁହେଁ ବରଂ ବିଶ୍ବରେ ଚର୍ଚ୍ଚିତ ହେବାରେ ଲାଗିଥାଏ । ପ୍ରତ୍ୟେକ ମନୁ୍ଷ୍ୟ ନିଜକୁ ସର୍ବୋଚ୍ଚସ୍ତରେର ପହଞ୍ଚିବା ପାଇିଁ ଜୀବନର ଅନେକ ପ୍ରତିବନ୍ଧକ ସାମ୍ମନା କରି ପରିଶେଷରେ ପାଇଥାଏ ସଫଳତା ।

କିନ୍ତୁ ତାଙ୍କର ସେହି ପ୍ରଚେଷ୍ଟା ଓ ଆଗ୍ରହ ମନୋଭାବ ଦିନେନା ଦିନେ ସମାଜ ପାଇିଁ ଗୌରବର ବିଷୟ ପାଲଟିଯାଏ । କହିବାକୁ ଗଲେ ସମାଜରେ ଏବେ ପ୍ରର୍ଯ୍ୟନ୍ତ କିଛି ଅନ୍ଧବିଶ୍ବାସ ଭରିରହିଛି ଏ ସମାଜରେ ବାସକରୁଥିବା ଝିଅମାନଙ୍କ ଉପରେ କିନ୍ତୁ ସେହି ଝିଅ ଆଜି ଦେଶର ଗୌରବର ପ୍ରତୀକ ସାଜି ଅନେକ କ୍ଷେତ୍ରରେ ହୋଇଥାନ୍ତିୁ ଚର୍ଚ୍ଚିତ । ଫିଲ୍ମ ଜଗତରେ ଅନେକ ଅଭିନେତାଙ୍କର ସମ୍ପର୍କରେ ଚର୍ଚ୍ଚା ହେବାଦେଖାଯାଇଛିୁ ।

ଅଭିନେତାଙ୍କର ,ଷ୍ଟାଇଲ ଏବଂ ଟଙ୍କାର ଆଧିକ୍ୟକୁ ନେଇ ଅନେକ ଚର୍ଚ୍ଚା ଶୁଣିବାକୁ ମିଳିଛି । କିନ୍ତୁ ଆଜି ଆମେ ବଲିଉଡର ଏମିତି ଜଣେ ଅଭିନେତ୍ରୀଙ୍କର ସମ୍ପର୍କରେ ଆଲୋଚନା କରିବାକୁ ଯିବା ଯାହାଙ୍କର ପାଖରେ 30କୋଟିର ପ୍ରାଇଭେଟ ଜେଟ ଏବଂ ମହଙ୍ଗା ଗାଡି ମଧ୍ୟ ଅଛି ଏପରି ତାଙ୍କର ସମସ୍ତ ମୂଲ୍ୟ 100 କୋଟିରୁ ଅଧିକ । ତେବେ ଆସନ୍ତୁ ଆଜ୍ଞା ଜାଣିବା ସେହି ଅଭିନେତାଙ୍କର ସମ୍ପର୍କରେ ।

ଆଜି ଯେଉଁ ଅଭିନେତ୍ରୀଙ୍କର ସମ୍ପର୍କରେ ଆଲେଚନା କରିବାକୁ ଯାଉଛେ ।ଯିଏ ବହୁତ ଦୁଖଃକଷ୍ଟ ସହି ଆଜି ଫିଲ୍ମକ୍ୟାରିୟରେ ନିଜର ସ୍ଥାନପାଇଚନ୍ତି । ତାଙ୍କର ଜୀବନର ସଂଘର୍ସ ବେଶ ହୃଦୟସ୍ପର୍ଶୀ ଅଟେ । ସେ ଆଉକେହି ନୁହେଁ ଆପଣଙ୍କର ପସନ୍ଦ ତଥା କପୁଲ କୁଇନ ବଲିଉଡର ବେବି ଡଲ ସନି ଲିଓନିଙ୍କ ବିଷୟରେ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ସନୀଙ୍କୁ ବଲିଉଡରେ ଆସିବାର ଏବେ କିଛି ହିଁ ବର୍ଷ ହୋଇଛି ସେ ଏହି ଅଳ୍ପ ସମୟ ମଧ୍ୟରେ ବଲିଉଡ ର କୁଇନ ସାଜିଛନ୍ତି ।

ତାଙ୍କର ଏହି ସଫଳତାକୁ ନେ ଇ ଦେଶ ବିଦେଶରେ ବେଶ ଚର୍ଚ୍ଚିତ ଅଟନ୍ତି ତାଙ୍କର ଗୋଟିଏ ସଫଳତା ସମସ୍ତ ଦର୍ଶକଙ୍କ ମନକୁ କରିଥାଏ ରୋମାଣ୍ଟିକ । ସେନିଲିୟନ ତାଙ୍କ ବିଗବୟଷରୁ ଆରମ୍ବ କରିଥିଲେ କ୍ୟାରିୟର । ସେ 9 ବର୍ଷ ଧରି ଫିଲ୍ମ ଇଣ୍ଡଷ୍ଟ୍ରି ରେ କରିଆସୁଛନ୍ତି ଅଭିନୟ . । ସେ ଆଜି ସମସ୍ତଙ୍କର ପସନ୍ଧର ପାତ୍ର ପାଲଟିଯାଇଛନ୍ତି . ।ଆପଣମାନେ କିଛି ଦିନ ପୂର୍ବରୁ ରାଗିନୀ mms2’, ‘ଏକ ପହେଲି ଲିଲା’ ଓ ‘ୱାନ ନାଇଟ ଷ୍ଟାଣ୍ଡ’ ଭଳି ଫିଲ୍ମରେ ଅଭିନୟ କରୁଥିବାର ନଜର ଆସିଥିଲା ।

ବହୁତ ଆକର୍ଷଣୀୟ ଥିଲା ତାଙ୍କର ପର୍ତିଭା .।ଆଜି ସୋନ୍ଲ୍ୟ ସମସ୍ତଙ୍କୁ ପଛରେ ପକାଇ ଆଗେଇ ଆସିଛନ୍ତିୁ ନିଜର ସ୍ଥାନ ଫିଲ୍ମ ଜଗତରେ ବନିବା ପାଇିଁ କିନ୍ତୁ ତାଙ୍କର ଏହି ପିଲ୍ମ କ୍ୟାରିୟର ମଧ୍ୟରେ ସେ 30 କେୋଟିର ପ୍ରାଇଭେଟ ଜେଟ ଏବଂ ସବୁଠୁ ମହଙ୍ଗା ଗାଡି ତାଙ୍କପାଖରେ ରହିଛି । । ତାଙ୍କର ବାହାଘର ହେଲା ପରେ ସୋନିଲିୟନ ଙ୍କ ପାଖରେ 400 କୋଟିର ସମ୍ପତି ଥିବାର ଦେଖାଯାଇଛି । ଏବଂ ସେ ତାଙ୍କ ପତିଙ୍କ ସହ ବେଶ ଖୁସିରେ ଜୀବନ ବିତାଉଛନ୍ତି ତା ମଧ୍ୟ ସାମ୍ମାନା କୁ ଆସିଛି

ଏବେ ସନି ଆଜି ସମୁଦାୟ 400 କୋଟି ସମ୍ପତ୍ତିର ମାଲିକାଣି ଅଟନ୍ତି । ତାଙ୍କ ପାଖରେ ନିଜର ଏକ ପ୍ରାଇଭେଟ ଜେଟ ଅଛି ଯାହାର ମୂଲ୍ୟ 30 କୋଟି ଟଙ୍କା ଅଟେ ଓ ତାଙ୍କ ପାଖରେ ହାରାହାରି 100 କୋଟି ଗାଡିର କଲେକ୍ସନ ଅଛି । ଏହି କାରଣରୁ ସନି ଆଜି ବଲିଉଡ ର ସବୁଠୁ ଧନୀ ଆକ୍ଟ୍ରେସ ସାଜିଛନ୍ତି ।ଆଜି ସଫଳତାର ଶୀର୍ଷରେ ପହଞ୍ଚିଛନ୍ତି କି ତାଙ୍କର ନାମ ବଲିଉଡ ର ସବୁଠୁ ଫେମସ ଓ ଧନୀ ଅଭିନେତ୍ରୀଙ୍କ ମଧ୍ୟରେ ଗଣା ଯାଉଛି ।

ଯଦିଆପଣ ଙ୍କୁ ଆମଏହି ପୋଷ୍ଟଟି ଭଲ ଲାଗିଲା ତେବେ ଆମ ଫେସବୁକ୍ ପେଜୁକୁ ଲାଇକ୍ କରନ୍ତୁ ଏବଂଓସେୟାର କରନ୍ତୁ Friend s’ ଓ ଫେମିଲି ଙ୍କ ସହିତ ଓ ପୋଷ୍ଟଟି କିଭଳି ଲାଗିଲା ଆମଙ୍କୁ କମେଣ୍ଟ କରି ଜଣାନ୍ତୁ ।

Leave A Reply

Your email address will not be published.