Loading...

ବର୍ଷା ଙ୍କ ହାତରେ ଏ ଛୁଆ କାହାର । ଜାଣନ୍ତୁ କଣ ପୂରା ଖବର ।

0 225

ଏ ଛୁଆ କାହାର । କଣ ଆଶ୍ଚର୍ଯ୍ଯ ହେଲେ କି । ମୋଟେ ରୁ ଆଶ୍ଚର୍ଯ୍ଯ ହେବା ଭଳି କିଛି ବି କଥା ନାହିଁ । କିଛି ଦିନ ତଳେ ବର୍ଷା ପ୍ରିୟଦର୍ଶନୀ ଙ୍କ ହାତରେ ଗୋଟିଏ ଛୁଆ ଧରିଥିବାର ଆପଣ ଦେଖିଥିବେ । ଏବେ ଏହି ଛୁଆ କୁ ନେଇ କଥା ଭାଇରଲ୍ ହେବାରେ ଲାଗିଛି । ଏହି ବିଷୟଆଲୋଚନା କରିବାକିଛି ଦିନ ତଳେ ହୋଇଥିବା ବର୍ଷା ଙ୍କ ଜନ୍ମ ଦିନ ପାର୍ଟି ର ଭିଡିଓ ଚାରିଆଡେ ଭାଇରଲ୍ ହେବା ପରେ ଲୋକ ମାନଙ୍କ ମନରେ ବହୁତ କିଛି ପ୍ରଶ୍ନ ଜାତ ହୋଇଥିଲା । ତେଣୁ ଅନୁଭବ ଓ ବର୍ଷା ଙ୍କ ଫେନ୍ ମାନେ ବହୁତ ପରିମାଣ ସୋସିଆଲ୍ ମିଡିଆ ମାଧ୍ଯମ ରେ ପଚାରିଥିଲେ କି ସେହି ଭିଡିଓ ରେ ଦେଖାଯାଉଥିବା ପିଲା କିଏ ।
ସେମାନଙ୍କ ଫେନ୍ ମାନେ ଜାଣିଛନ୍ତି କି ବର୍ଷା ଓ ଅନୁଭବ ଙ୍କର କୈଣସି ପିଲା ନଥିବା ବେଳେ ତାଙ୍କ ପାଖରେ ଥିବା ଏହି ପିଲା ଟି କିଏ ।
କଣ ସେମାନେ ତାଙ୍କ ପିଲା ବିଷୟ ରେ ଲୋକଙ୍କୁ ଲୁଚାଉଛନ୍ତି କି। ତେବେ କାହିଁକି ଖାସ୍ ଏହି ପ୍ରଶ୍ନ ର ଉତ୍ତର ଦେବା ପାଇଁ ମୁଁ ଆସିଛି । ତେବେ ଆପଣ ଜାଣଇଥିବେ । ଓଲିଉଡ ରେ ଆଗ ଧାଡିରେ ଥିବା ହିରୋ ଓ ହିରୋଇନ୍ ଭାବରେ ଜଣା ବର୍ଷା ଓ ଅନୁଭବ । ଏମାନଙ୍କ ଫେନ୍ ମାନେ ଏପରି ଭାବୁଥିଲେ କି ଏହି ପିଲା ଟି ଅୱୁଭବ ଓ ବର୍ଷାଙ୍କର ଓ ଏମାନେ କୈଣସି କାରଣ ହେତୁ ତାହା ଲୋକ ମାନଙ୍କୁ ଜଣାଉ ନାହାନ୍ତି ।
ତେବେ ମୁଁ ଆପଣ ମାନଙ୍କୁ ଜଣାଇ ଦେଉଛି କି ଏହା ସଂମ୍ପୂର୍ଣ୍ଣ ମିଛ କଥା ବର୍ଷା ତାଙ୍କର ଜନ୍ମ ଦିନ ପାର୍ଟି ରେ ଧରିଥିବା ପିଲା ଟି ହେଉଛି ଅନୁଭବ ମହାନ୍ତି ଙ୍କର ଭାଇ ଅନୁପ୍ରାସ୍ ମହାନ୍ତି ଙ୍କର । ସେଦିନ ବର୍ଷା ହଠାତ୍ ମାତ୍ରେ ମିଡିଆ ର ଏଣ୍ଟ୍ରୀ ଯୋଗୁଁ ହିଁ ସେ ପିଲାଙ୍କୁ ଦେଇ ପାରି ନଥିଲେ ଓ ସେଥିପାଇଁ ତାଙ୍କ ହାତ ରେ ଦେଖିବା ପାଇଁ ମିଳିଥିଲା କିନ୍ତୁ ଏହି କଥା ଅନୁଭବ ଓ ବର୍ଷା ଙ୍କ ଫଏନ୍ ମାନେ ବହୁତ ଆଗକୁ ନେଇଜିବା ସହିତ ଏବେ ଚର୍ଚ୍ଚା ରେ ରଖିଛନ୍ତି । ତେବେ ଆଗକୁ କଣ ଏହି ଘଟଣା ଟି ମୋଡ ନେଉଛି ଦେଖାଯାଉ ।

Loading...
Loading...