Take a fresh look at your lifestyle.

ବାତ୍ୟା ନସରୁଣୁ ଆସିଗଲା ବନ୍ୟା କଣ ପାଇଁ ପୁଣି ସରକାର ସର୍ତକ ରହିବା ପାଇଁ ଘୋଷଣା କଲେ ! ଜାଣନ୍ତୁ

0 73

ବର୍ତ୍ତମାନ ସମୟ ରେ ତିତିଲି ପରେ ପୁଣି ମାଡି ଆସୁଛି ଭୟଙ୍କର ବନ୍ୟା । ଏପରି କ୍ଷେତ୍ରରେ ଆମେ ଆପଣଙ୍କୁ ସୂଚନା ଦେବା ପାଇଁ ଚାହୁଁଛୁ କି ଏଭଳି ପରିସ୍ଥିତି ପାଇଁ ଆମ ଭୁବନେଶ୍ବରର ମହାନଗର ନିଗମ ପୁରା ପୁରି ପ୍ରସ୍ତୁତ ରହିଛନ୍ତି । ବୋଲି ଜଣା ପଡିଛି । ଏହା ସହିତ ଏପରି କୁହାଯାଇଛି କି ଯେଉଁ ରାଜ୍ୟ ରେ ଏହି ତିତିଲି ର ପ୍ରଭାବ ଅଧିକ ପକାଛି ସେଇ ରାଜ୍ୟ ଗୁଡିକ ରେ କଣ୍ଟ୍ରୋଲ ସେଣ୍ଟର ଖୋଲିବାର ବି ସୂଚନା ରହିଛି ।

ଯଦି ଆପଣଙ୍କ ଏରିଆ ରେ କିଛି ବି ପ୍ରକାରର ତିତିଲି କୁ ନେଇ ସମସ୍ୟା ରହିଛି ତେବେ ଆପଣ ମହାନଗର ନିଗମ ର ଟୋଲ ଫ୍ରୀ ନମ୍ବର ୧୮୦୦୩୪୫୦୦୬୧ ରେ ଫୋନ କରି ଜଣାନ୍ତୁ ଓ ବହୁତ ପ୍ରକାରର ସୁବିଧା ମିଳିବ ବୋଲି କହିଛନ୍ତି । ଓ ଏହା ସହିତ ଆମ ରାଜ୍ୟ ରେ ବହୁତ ସ୍ଥାନ ରେ ଏବେ ବର୍ଷା ହେବା ପାଇଁ ଜାଉଛି ।

ଏବେକା ସମୟ ରେ ବି ହେଉଛି ତେଣୁ ଏହା ପାଇଁ ବଡ ବନ୍ୟା ଆସିବାର ବି ସୂଚନା ରହିଛି । ଏପରି କି ଜଣା ପଡିଛି କି କେତେକ ସ୍ଥାନ ରେ ବର୍ଷା ସାଙ୍ଗ କୁ ବହୁତ ଜୋରରେ ପବନ ବହିବ ଓ କୁଆ ପଥର ର ମାଡ ବି ହେବାର ସମ୍ଭାବନା ରହିଛି । ଯେଉଁ ଜିଲ୍ଲା ରେ ଏହି ତିତିଲି ର ପ୍ରଭାବ ଅଧିକ ରହିବ ସେହି ଅଂଚଳ ରେ ଫସଲ ର ବହୁତ ପରିମାଣ ରେ ନଷ୍ଟ ହେବାର ରହିଛି ।

ଏହା ବ୍ୟତିତ ଦିଲ୍ଲୀ ପାଣି ପାଗ ବିବାଭ ରୁ ବିଶେଷ ସୂତ୍ରରୁ ଜଣା ପଡିଛି କି ଏହି ତିତିଲି ଏବେ ମହା ବାତ୍ୟା ରୁପ ନେଇ ନାହିଁ କିନ୍ତୁ ବାତ୍ୟା ପରେ ବନ୍ୟା ଆସିବାର ସମ୍ଭାବନା ରହିଛି ବହୁତ ଆସଂଙ୍କା ବି ରହିଛି । ଓ ଏମିତିରେ ତେବେ ଏଥି ପାଇଁ ଆମ ରାଜ୍ୟ ସରକାର ଏବେ ବହୁତ ପରିମାଣ ରେ ପ୍ରସ୍ତୁତ ରହିଛନ୍ତି ଓ ଆଗକୁ ଲୋକ ମାନଙ୍କ ର ଅସୁବିଧା କୁ ସଂମ୍ପର୍ଣ୍ଣ ଭାବେ ସଠିକ କରିବା ପାଇଁ କହିଛନ୍ତି ।

ଆଜି ପ୍ରତ୍ୟେକ ଜିଲ୍ଲା ରେ ରେଡ ଆଲଟ ରହିଛି ଏହା ସହିତ ଆଜି ସ୍କୁଲ ଛୁଟି କଲେଜ ଗୁଡିକ ଛୁଟି ରହିବା ସହିତ ପିଲା ମାନଙ୍କୁ ବାହାକୁ ବାହାରି ବା ପାଇଁ ବି ମନା କରା ଜାଉଛି । ଏବେ କା ସମୟ ରେ ସମୁଦ୍ର ଉପକୂଳ ରେ ଏମିତି 30 ରୁ 40 କିଲୋମିଟର ରେ ପବନ ବହିବାରେ ଲାଗିଛି

ଏମିତି ବେଳେ ସମୁଦ୍ର ତଟ ରୁ ପ୍ରାୟ ପାଞ୍ଚ କିଲୋ ମିଟର ପର୍ଯ୍ଯନ୍ତ ଲୋକଙ୍କୁ ବାତ୍ୟା ଆଶ୍ରୟ ସ୍ଥଳୀ କୁ ଯିବା ପାଇଁ କୁହା ଜାଇଥିଲା କିନ୍ତୁ ଏବେ ଫେରି ଆସିଛନ୍ତି ସେମାନେ ଏବେ ପୁଣି ଥରେ ବନ୍ୟା ଆସିବାର ସମ୍ଭାବନା ରହିଛି କାରଣ ଏହି ବାତ୍ୟା ରେ ରାଜ୍ୟ ର ଏନେକାଶଂ ରେ ବହୁତ ପରିମାଣ ରେ ବର୍ଷା ହେବା ସହିତ ଏବେ ବନ୍ୟା ହେବାର ସମ୍ବାବନା ରହିଛି ବୋଲି ବି କୁହାଜାଇଛି ।

Leave A Reply

Your email address will not be published.