Loading...

ବିଅର ପିଉଥିବା ଲୋକକୁ କେବେ ମଧ୍ୟ ହାର୍ଟ-ଏଟାକ୍, କ୍ୟାନ୍ସର ଭଳି ଗମ୍ଭୀର ବେମାର ହୋଇନଥାଏ । ଏଥିପାଇଁ ଆପଣଙ୍କୁ କେବଳ ସଠିକ୍ ମାତ୍ରାରେ ପିଇବା ଆବଶ୍ୟକ ।

Loading...
0 6,820

ଦୁନିଆରେ ଅନେକ ଲୋକ ଧୂମପାନ ଏବଂ ମଦପାନ ସେବନ କରୁଛନ୍ତି । କେହି ନିଜର କର୍ତ୍ତବ୍ୟକୁ ଭୁଲିଯାଇ ଏ ସବୁ କାର୍ଯ୍ୟରେ ଲିପ୍ତ ରହୁଛି । ସାଧାରଣତ ମଦ ଖାଇବା ଗୋଟିଏ ଅସ୍ବସ୍ଥକର ପରିବେଶ ଏହାକୁ ଖାଇବା ଦ୍ବାରା ଆମ ଶରୀରକୁ ଭିବିନ୍ନ ରୋଗ ଆକ୍ରାନ୍ତ କରେ ଏବଂ ଲିଭର ପ୍ରବୋଲମ ରହିଥାଏ ।ଏପରି କେନସର ଭଳି ସମସ୍ୟାରେ ପ୍ରାୟ 80 ଭାଗ ଲୋକ ଆକ୍ରାନ୍ତ ହୋଇଛନ୍ତି । ଆମର କହିବା କଥା କି ଅନେକ ଲୋକ ଭିବିନ୍ନ ପ୍ରକାର ଦାମି ମଦ ନଖାଇ ବିଅରକୁ ମଦ ବୋଲି ଭାବି ସେବନ କରନ୍ତି ।

ବିଅର ନିଶାର ପ୍ରଥମ ପାହାଚ ।କିନ୍ତୁ ଏହି ବିଅର ପିଇବା ଦ୍ବାରା କୌଣସି ସମସ୍ୟା ପରିଲିଖିତ ହୁଏ ନାହିଁ ବରଂ ତାହା ଶରୀର ପାଇିଁ ହିତ କର ହୋଇଥାଏ । ବିଅର ଏବଂ ଦାମି ମଦ ଭିତରେ ଅନେକ ପ୍ରାଥକ୍ୟ ରହିଛି । ତେବେ ଆସନ୍ତୁ ଜାଣିବା ଏହି ବିଅର ପିଇବା ଦ୍ବାରା କଣ କଣ ଫାଇଦା ରହିଛି ସେ ବିଷୟରେ ଜାଣିବା ,ସେତେ ପର୍ଯ୍ୟନ୍ତ ଆମର ପୋଷ୍ଟକୁ ଶେଷ ଯାଏଁ ପଢନ୍ତୁ ।

Image result for bear in glass

ଲମ୍ବା ଆୟୁଷ ହେବ
ଆପଣ ମାନେ ଜାଣିଥିବେ କି ପ୍ରାୟ ଅଧିକାଂଶ ବିଅର କୁ ସେବନ କରନ୍ତି ।ଏହା ଡାକ୍ଟରି ପାଠ ଅନୁସାରେ ଏଥିରେ କମ୍ ଆଲକୋହଲ ରହିଥାଏ । ତେଣୁ ବିଅର ପିଇଲେ ଶରୀର ଶକ୍ତି ବା କୋଲେରୀ ବଡିଥାଏ ।ତାହା ସହିତ ଲମ୍ବା ଆୟୁଷ ମଧ୍ୟ ହେବ । ଏହାକୁ ସପ୍ତାହରେ ଦୁଇ ରୁ ତିନି ଥର ସେବନ କରିଲେ ଏହା ସ୍ବାସ୍ଥ କୁ ସନ୍ତୁଳିତ ରଖିଥାଏ ।


କଲେଷ୍ଟ୍ରୋଲ ସ୍ତରକୁ କମେଇଥାଏ :
ବିଅର ପିଉଥିବା ଲୋକଙ୍କୁ କେବେ ନିଶା ହୋଇନଥାଏ ।କିମ୍ବା ତାଙ୍କର ମତି ଖରାପ ମଧ୍ୟ ହୋଇନଥାଏ । ବିଅର ଗୋଟିଏ ସ୍ବାସ୍ଥକର ଔଷଧି କହିଲେ ଅତ୍ୟୁକ୍ତି ହେବ ନାହିଁ । ବିଅର ସାଧାରଣ ତ ପିଲା ରୁ ବୁଡା ପର୍ଯ୍ୟନ୍ତ ସମସ୍ତେ ସେବନ କରନ୍ତି ।ଏହାକୁ ପିଇବା ଲେ କୌଣସି ପେଟ ଦୋଷ ରହିବ ନାହିଁ ଏବଂ ଭୋଗ ମଧ୍ୟ ଲାଗିବ । ରିର୍ଚସ ମୁତାବିକ ବିଅର ପିଇଲେ କଲେଷ୍ଟ୍ରୋଲ ସ୍ତରକୁ କମେଇଥାଏ ।

ହାର୍ଟ-ଏଟାକ୍
ବିଅର ପିଉଥିବା ବ୍ୟକ୍ତି ମାନଙ୍କୁ କେବେ ହାର୍ଟ ଆଟାକ୍ ଭଳି ସମସ୍ୟା ହୁଏ ନାହିଁ ।କାରଣ ସେଥିରେ B ଭରପୁର ଥାଏ । ଯଦି କେହି ବ୍ୟକ୍ତି ବିଅର ସହିତ ଅନ୍ୟ ମଦକୁ ସେବନ କରେ ତେବେ ତାହା ଶରୀର ପାଇିଁ ବହୁତ ହାନିକାରକ ।ଏହା ଆମେରିକାରେ ପ୍ରମାଣ ହୋଇଛି । ଏବି ବିଅର ସାଧାଣରତ ସମସ୍ତ ଫଳ ରସରୁ ଉତ୍ପତ୍ତି ତେଣୁ ଏଥିରେ ବେଶି ପରିମାଣରେ ଏଲକୋହଲିକ୍ ନଥାଏ ।


କ୍ୟାନ୍ସର ।
ବିଅର ପିଇବାରେ ଗୋଟିଏ ଗୁରୁତ୍ବ ପୂର୍ଣ୍ଣ ଶକ୍ତି ହେଉଛି କି ଏ କ୍ୟାନ୍ସର ସହିତ ଲଡେଇ କରିବାର ସାମର୍ଥ୍ୟ ରହିଛି । ବିଅର ଏଥିରେ ଦ୍ରବଣୀୟ ଫାଇବର ଥାଏ, ଯାହାକି କାମ କରିବା ପାଇଁ ପର୍ଯ୍ୟାପ୍ତ ଶକ୍ତି ଦେଇଥାଏ ।ବିଅର ତିଆରି କରିବା ପାଇଁ ବ୍ୟବହାର ହେଉଥିବା ଗଛ ହୋପ୍ସରେ ଏକ୍ସନଥମୁହଲ୍ ପାଇଥାଉ, ଯାହାକି କ୍ୟାନ୍ସର ସହ ଲଢ଼ିବା ପାଇଁ ସହାୟତା ହୋଇଥାଏ ।

ବୃକକ୍ ରେ ଷ୍ଟୋନ ଜମା ହେବାରୁ ରକ୍ଷା କରେ ।
ବିଅର ପିଇଲେ କେବଳ ସ୍ବାସ୍ଥକୁ ସତେଜ ରଖିବ ତାହା ନୁହେଁ ।ବରଂ ତାହା କ୍ୟାନ୍ସର ଏବଂ ହାର୍ଟଆଟାକ ଭଳି ସମସ୍ୟାକୁ ଭଲ କରିଥାଏ । ସେହିପରି ବିଅର ପିଇବା ଦ୍ବାରା ପେଟ ବାହାରି ନଥାଏ କିନ୍ତୁ ଓଜନ କୁ ବୃଦ୍ଦି କରିଥାଏ । ଏପରିକି ଆମେରିକାର ଗୋଟିଏ ରିସର୍ଜ କରିଜଣା ଯାଇଛି କି ବିଅର ପିଇବା ଦ୍ବାରା କକ୍ ରେ ପଥର ହେବାର ସମ୍ଭାବନା କମିଯାଇଥାଏ ।କିନ୍ତୁ ଯେଉଁ ମାନେ ବିଅର ପିଅନ୍ତି ସେମାନେ ଏହି ଫାଇଦା ପାଇପାରିବେ ।


ହାଡ ମାଂସ କୁ କରିଥାଏ ଶକ୍ତିଶାଳୀ ବା ମଜବୁଦ ।
ବିଅର ପିଇବା ଦ୍ବାରା ଲିଭର ସମସ୍ୟା ଦୂର ହୋଇଥାଏ । ପେଟର ସମସ୍ୟା ଦୂର ହେବେ ତାହା ସହିତ ଖାଦ୍ୟର ପରିମାଣ ବଡିବ । ଏପରିକି ହାଡ କୁ ଶକ୍ତିଶାଳୀ କରିଥାଏ ଆପଣ ମାନେ ସବୁବେଳେ ଦାମି ବିଅର ଟି ପିଇଲେ ସ୍ବସ୍ଥ ପାଇିଁ ଲାଭଦାୟକ ।

ଧନ୍ୟବାଦ ଯଦିଆପଣ ଙ୍କୁ ଆମଏହି ପୋଷ୍ଟଟି ଭଲ ଲାଗିଲା ତେବେ ଆମ ଫେସବୁକ୍ ପେଜୁକୁ ଲାଇକ୍ କରନ୍ତୁ ଏବଂ ସେୟାର କରନ୍ତୁ Friend s’ ଓ ଫେମିଲି ଙ୍କ ସହିତ ଓ ପୋଷ୍ଟଟି କିଭଳି ଲାଗିଲା ଆମଙ୍କୁ କମେଣ୍ଟ କରି ଜଣାନ୍ତୁ ।

Loading...
Loading...