Loading...

କଣ ଆପଣ ଜାଣିଛନ୍ତି ,କିଏ ହେଉଛନ୍ତି ପାକିସ୍ତାନ ଅମ୍ବାନୀ ଜଣାନ୍ତୁ କିଏ ସେ ,ଅମ୍ବାନୀ ଠାରୁ ୫ ଗୁଣ ବଡ ନା ୫ ଗୁଣ ଛୋଟ

Loading...

ଏ ସମାଜରେ ଯାହା ପାଖରେ ଟଙ୍କା ରହିଛି ତା ପାଖରେ ଯେତେ ବଡ ବ୍ୟକ୍ତି ହେଉ ନା କାହିଁକି ସରଣ ପସିବ । ଆଜିକାର ଦୁନିଆରେ ଟଙ୍କା ହେଉଛି ସବୁକିଛି ଟଙ୍କା ପାଇିଁ ଆଜିକା ଦୁନିଆ ତିଷ୍ଟି ରହିଛି ସମସ୍ତେ ଏହାକୁ ପାଇବା ପାଇିଁ ଦିନ ରାତି ସଂର୍ଘଶ କରିଚାଲିଛନ୍ତି ।କିନ୍ତୁ ଏହି ଟଙ୍କା ଆୟ କରିବାର ତରିକା ସମସ୍ତ ଙ୍କ ପାଖରେ ନଥାଏ । ପାଖରେ ଟଙ୍କା ନାହିଁ ତ କିଛି ନାହିଁ ଧନ ସମ୍ପତ୍ତି ଥିଲେ ବହୁତ ଇଜତ ସହିତ ସମ୍ମାନ ମଧ୍ୟ ମିଳେ ତାହା ସହିତ ଦେଶ ଦୁନିଆରେ ବହୁତ ପ୍ରଶଂସା ହେବା ସହିତ ପରିଚିତ ମଧ୍ୟ ହୋଇଥାନ୍ତି ।

ଆମ ଭାରତ ବର୍ଷରେ ବହୁ ଧନୀଶାଳୀ ରହିଛନ୍ତି ଯାହାଙ୍କ ମଧ୍ୟରୁ ରିଲାନ୍ସ କମ୍ପାନୀର ମାଲିକ ମୁକେଶ ଆମ୍ବାନୀ ହେଉଛନ୍ତି ଅନ୍ୟତମ ତାଙ୍କ ପାଖରେ ବହୁତ ଅର୍ଥ ସମ୍ପତ୍ତି ତଥା କୋଠା ବିଲିଡଂ ରହିଛି । ବାସ୍ତବରେ କହିବାକୁ ଗଲେ ଆଜିକାର ଦୁନିଆ ଅର୍ଥର ଦୁନିଆ ଟଙ୍କା ପାଇିଁ ଆଜି ବହୁତ ବଡ ବଡ ବ୍ୟକ୍ତି ଦେଶ ଦୁନିଆରେ ପରିଚିତ ତଥା ଚର୍ଚ୍ଚିତ ହୋଇପାରିଛନ୍ତି ।

Image result for ambani vs shahid khan

ଆଜି ଆମେ ଆପଣ ମାନଙ୍କୁ ଏହି ଆର୍ଟିକିଲ ମାଧ୍ୟମରେ ଜଣାଇଦେବୁ କି ଭାରତ ଭଳି ଆମ ଶତ୍ରୁ ଅତ୍ୟାତାରୀ ପଡୋଶୀ ଦେଶ ପାକିସ୍ତାନରେ ମଧ୍ଯ ସେମିତି ଜଣେ ମୁକେଶ ଅମ୍ବାନୀ ରହିଛନ୍ତି । ଆସନ୍ତୁ ଜାଣିବା ଭାରତର ମୁକେଶ ତାକତ ଏବଂ ଅକାତ ସହିତ ତାଙ୍କ ପାଖରେ କେଉଁ ଓୌକାତ ରହିଛି ।

ଶାହିଦ ଖାନ ଅଟନ୍ତି ପାକିସ୍ତାନର ଅମ୍ବାନୀ :

ଆମେ ସବୁଦିନ କହିଆସୁଛି କି ଦୁନିଆରେ ମୁକେଶ ଆମ୍ବାନୀ ହେଉଛନ୍ତି ଧନୀଶାଳୀ ବ୍ୟକ୍ତି କିନ୍ତୁ ବର୍ତ୍ତମାନ ସମୟରେ କହିବାକୁ ଗଲେ ଖାସି ମୁକେଶ ନୁହଁନ୍ତି ଏସିଆ ମହାଦେଶର ଧନୀ ତାଙ୍କ ବ୍ୟତିତ ଆଉ ଜଣେ ଏସିଆ ମହଦେଶୀୟ ଧନୀଶାଳୀ ବ୍ୟକ୍ତି ରହିଛନ୍ତି ।

ସେ ଆଉ କେହି ନୁହଁନ୍ତି ପାକିସ୍ତାନର ଶାହିଦ ଖାନ ଅଟନ୍ତି ମୁକେଶ ଙ୍କ ପରି ଧନୀ । ମୁକେଶ ଅମ୍ବାନୀ ଙ୍କ ପରି ଶାହିଦ ଖାନ ମଧ୍ୟ ନିଜର ନାମ କୁ ଧନୀଶାଳୀ ଶୀର୍ଷରେ ପହ଼଼୍ଞ୍ଚାଇପାରିଛନ୍ତି ।

Image result for ambani vs shahid khan

ମୁକେଶ ଅମ୍ବାନୀ ଙ୍କ ପାଖରେ 23 ବିଲିୟନ ଡଲାର ସମ୍ପତି ରହିଥିବା ବେଳେ ଶାହିଦ୍ ଖାନ ଙ୍କ ପାଖରେ 8.9 ବିଲିୟନ ଡଲାର ସମ୍ପତ୍ତି ରହିଛି । ଯଦି ଦୁଇଜଣ ଙ୍କ ମଧ୍ୟ.ରେ କମ୍ପେୟାର କରାଯିବ ତେବେ ଶାହିଦ୍ ଙ୍କ ଠାରୁ ମୁକେଶ ଅଧିକ ସମ୍ପତ୍ତିର ମାଲିକ ଅଟନ୍ତି ତାଙ୍କ ଠାରୁ ସେ ଅଧିକ ତିନି ଗୁଣା ସମ୍ପତ୍ତି ରଖିଛନ୍ତି । ବର୍ତ୍ତମାନ ଶାହିଦ୍ ଦୁନିଆର 150 ତମ ଧନୀଶାଳୀ ବ୍ୟକ୍ତି ଭାବେ ପରିଚିତ ଅଟନ୍ତି ।

ଶାହିଦ ଙ୍କ ପାଖରେ ମୁକେଶ ଙ୍କ ପରି ଭଲ ଦାମି ମହଙ୍ଗା କାର ଏବଂ ବିଲିଡିଂ ରହିଛି ତାହା ସହିତ ଶାହିଦ ଖାନଙ୍କ ପାଖରେ ନିଜର ପ୍ରାଇବେଟ ପ୍ଲେନ, କେତେକ ଦାମୀ ପାଣି ଜାହାଜ ମଧ୍ୟ ରହିଛି । ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Loading...
Loading...