Loading...

ପରମାଣୁ ଅସ୍ତ୍ରଶସ୍ତ୍ର କୁ ନେଇ ଭାରତ ବଦଳାଇଲା ୩ ଟି ବଡ ନିୟମ, ଭୟରେ ଥରୁଛନ୍ତି ଇମ୍ରାନ୍ : କାଳେ ପରମାଣୁ ଅସ୍ତ୍ରଶସ୍ତ୍ର ପ୍ରୟୋଗ କରିବ ଭାରତ

0

ଧାରା 370 ହଟିବା ପରେ କାଶ୍ମୀର ଠାରୁ ଏହି ଖୁସିରେ ଲଦାଖ ବାସୀ ସ୍ବାଧିନତା ପାଳନ କରିଥିଲେ ପୁରା ଆକର୍ଷଣୀୟ ସହିତ । ଆପଣ ମାନେ ଜାଣନ୍ତି 370 ଧାରା ରହିବା ଦ୍ବାରା ଜାମ୍ମୁ କାଶ୍ମୀର ଗୋଟିଏ ଏକ ଘରିଆ ରାଜ୍ୟ ଭାବରେ ରହିଥିଲା ପାକିସ୍ତାନ ଆତଙ୍କ ମାନଙ୍କ ଦ୍ବାରା ସେମାନେ ପ୍ରତି ମୁହତ୍ତରେ ସୀକାର ହେଉଥିଲେ । କିନ୍ତୁ ଆଉ ନୁହେଁ ମାନ୍ୟବର ପ୍ରଧାନ ମନ୍ତ୍ରୀ ଏବେ ଲେଖିଛନ୍ତି ନୁଆ ଧାରା ଯାହାକୁ ପାକିସ୍ତାନ ବାସୀ ଦେଖି ଆଖି୍ରୁ ନିନ୍ଦ ହଯାଇଛନ୍ତି ।

370 ଧାରା ହଟିବା ପରେ ପାକିସ୍ତାନ ପୁରା ପାଗଳ ହୋଇଯାଇଛି ଏପରି କି ମୁର୍ଖ ପାକିିସ୍ତାନ ଭାରତ ସହିତ ସମସ୍ତ ବାଣିଜ୍ୟ ,ସମ୍ପର୍କ କୁ ବ୍ୟାନ କରିଛି । ପାକିସ୍ତାନ ସରକାର କେବେଳ ତାଙ୍କ ରାଜମୁକୁଟ କଥା ଚିନ୍ତା ତାଙ୍କ ଜନତା ଙ୍କର ବିକାଶ କଥା ଚିନ୍ତା ନାହିଁ ଯାହା ଫଳରେ କାଶ୍ମୀର ପାଇିଁ ପାଗଳ ହେଉଥିବା ପାକିସ୍ତାନ ବର୍ତ୍ତମାନ ଟମାଟୋ କ୍ରୟ କରୁଛି 350 ଟଙ୍କାରେ ଏବଂ କ୍ଷୀର ଲିଟର ପିଛା କ୍ରୟ କରୁଛି 150 ଟଙ୍କା ଏହି ପରି ତାଙ୍କର ବଜାର ଦର ପୁରା ଆକାଶ ଛୁଆଁ ରହିଛି ।

Image result for modi speech nuclear warଯେଉଁ ପାକିସ୍ତାନ ଭାରତ ସହିତ ଶତ୍ରୁତା କରି ଆତଙ୍କ ମାନଙ୍କ ଦ୍ବାରା ଧମକ ଦେଇଆସୁଥିଲା ଆଜି ସେହି ପାକିସ୍ତାନ ମାଇଚା ଙ୍କ ପରି ଘର ଭିତରେ ଲୁଚିଛି । ବର୍ତ୍ତମାନ ଇମ୍ରାନ ଖାଁନ୍ ମୋଦୀ ଙ୍କର ଅସ୍ତ୍ର ସସ୍ତ୍ର ପଜାତୀ ବାହିନୀ ଦେଖି ଭୟରେ ଥରୁଛି । ପାକିସ୍ତାନ ଯଦି ଭାରତ ସହିତ କୌଣସି ହାମଲା କରିବା ପାଇିଁ ଚେଷ୍ଟା କରେ ତେବେ ସେପଟେ ଇସ୍ରାଇଲ . ଆମେରିକା . ଋଷ . ଇରାନ . ଯାପାନ . ଇତ୍ୟାଦି ରାଷ୍ଟ୍ର ଗୁଡିକ ପାକିସ୍ତାନକୁ ବସି ଉଠାଇ ଦେବେନି ।

ଭାରତ ସହିତ ଏବେ ସବୁ ଦେଶ ସାମିଲ ଅଛନ୍ତି କିନ୍ତୁ ମୁର୍ଖ ଇମ୍ରାନ ବର୍ତ୍ତମାନ ଭାରତ କୁ କ୍ଷୁର୍ଣ୍ଣ କରିବା ପାଇିଁ ଚାଲ ଚଲେଇଛି । ,ସେପଟେ ପରମାଣୁ ଅସ୍ତ୍ରଶସ୍ତ୍ର ପ୍ରୟୋଗ ନୀତିରେ ପରିବର୍ତ୍ତନ ହୋଇପାରେ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ବୟାନ ପରେ ପଣମାଣୁ ଧମକ ଦେଉଥିବା ପାକ୍ ବାଟକୁ ଆସିଛି । ବର୍ତ୍ତମାନ ପାକିସ୍ତାନ ଘଡିସନ୍ଧି ମୁହର୍ତ୍ତରେ ଗତି କରୁଛି ।

Image result for modi speech nuclear warପାକିସ୍ତାନ କୁ ଡର ରହିଛି କି କାଳେ ଭାରତ ପୂର୍ବପରି ପରମାଣୁ ଅସ୍ତ୍ରଶସ୍ତ୍ର ପ୍ରୟୋଗ କରିବ ଏବଂ ପୁରା ପାକ୍ କୁ ଧ୍ବସଂ କରି ପାଉଁଶ କରିଦେବ ଏହା ଭାବି ପାକ୍ ଭାରତର ସରଣାପନ୍ନ ହୋଇଛି । ବର୍ତ୍ତମାନ ପାକିସ୍ତାନ ସରକାର ବିଶ୍ବ ଦରବାରରେ ଏକ ଘେରିଆ ହୋଇଯାଇଛି କେବଳ ଚିନ ବ୍ୟତିତ ଆଉ କୌଣସି ଦେଶ ପାକିସ୍ତାନ ର ସାଥ ଦେବାକୁ ନାରାଜ ।

Image result for nuclear war

କିନ୍ତୁ ମୁର୍ଖ ଇମ୍ରାନ ବାରମ୍ବାର ଭାରତ ସହିଚ ଶତ୍ରୁତା କରିଆସିଛି ଏତେ ସବୁ ହୋଇଗଲା ପରେ ତାହାର ପାଗଳାମି ଯାଇନାହିଁ ସେ ଟ୍ବିଟ୍ କରି ଭାରତ ସରକାର ଙ୍କୁ ଲେଖିଛନ୍ତି କି 370 ଧାରା ହଟିବା ପରେ ମୋଦୀ ଖାଲି ଭାରତ ପାଇିଁ ବିପଦ ଡାକିଆଣି ନାହାଁନ୍ତି ପୁରା ଗାନ୍ଧୀ ଭାରତ ପାଇଁ ବିପଦ ସାଜିଛନ୍ତି । ଦିନ ଥିଲା ପାକିସ୍ତାନ ପରମାଣୁ ଅସ୍ତ୍ରଶସ୍ତ୍ର ପ୍ରୟୋଗ ଧମକ ଦେଖାଇ କୋଟି କୋଟି ଭାରତୀୟ ଙ୍କ ମନରେ ଭୟ ସୃଷ୍ଟି କରୁଥିଲା

Image result for modi speech nuclear war

ଆଜି ସେହି ପାକିସ୍ତାନ ଭାରତର ଶକ୍ତି କୁ ଦେଖି ଭୟ କରିବ କଣ ଓଲଟି ଆସି ସଲେଣ୍ଡର ହେବ । କିନ୍ତୁ ପାକିସ୍ତାନ ଦେଶ ପରି ଭାରତ ଏକ ଅବିବେକି ଦେଶ ନୁହେଁ ଭାରତ ଏକ ଶାନ୍ତିମୟ ଧର୍ମନିରପେକ୍ଷ ରାଷ୍ଟ୍ର ଏଠାକୁ ଭିବିନ୍ନ ଦେଶର ପ୍ରଜ୍ୟଟ୍ଟକ ପରିଭ୍ରମଣ କରିବା ପାଇିଁ ଆସିଥାନ୍ତି । ତେଣୁ ନିଜ ପକ୍ଷରୁ କେବେ ପ୍ରଥମେ ପରମାଣୁ ଅସ୍ତ୍ରଶସ୍ତ୍ର ପ୍ରୟୋଗ କରିବ ନାହିଁ ବୋଲି ବାରମ୍ବାର ସ୍ୱଷ୍ଟ କରିଛି ଦେଶ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Loading...