Loading...

ଭାଇ ଭଉଣୀ ମନ୍ଦୀରରେ ହୋଇଗଲେ ବାହା, ଭଉଣୀ କହିଲା ସେ ମା ବନିବାକୁ ଯାଉଛି, ସେଦିନ ରାତିରେ ଭାଇ ମୋ ସହ ….

Loading...
0 13,614

ଏ ଧରିତ୍ରୀରେ ଅବତରଣ କରିଥିବା ମାନବ ସମାଜ ଦିନକୁ ଦିନ ଅନ୍ୟାର ମାର୍ଗ କୁ ବୃଦ୍ଧିକରିବାରେ ବସିଛନ୍ତି । ଶିକ୍ଷାର ମୂଲ୍ୟ ଦିନକୁ ଦିନ ହ୍ରାସ ପାଇବାକୁ ବସିଲାନି । କାରଣ ଶିକ୍ଷା କୁ ସମସ୍ତେ ଗ୍ରହଣ କଲେ ମଧ୍ୟ କେହି ହେଲେ ତହାର କାର୍ତ୍ତବ୍ୟ ସମ୍ପର୍କରେ ସଚେତନ ହେଉନାହାଁନ୍ତି ଏବଂ ନିଜକୁ ହିଂସାପ୍ରତି ଆକୃଷ୍ଟ ହୋଇ ନିଜର ମାନବିକତା ପ୍ରତି ଧ୍ୟାନ ଦେଉନାହାଁନ୍ତି ।

ସମାଜରେ ଏପରିକି ନିଜ ରକ୍ତର ସମ୍ପର୍କକୁ ପାପର ସମ୍ପର୍କ ଘଡାଉଛନ୍ତି ଯାହା ସମାଜ ପାଇିଁ ଏକ ଅନୈତିକ କାର୍ଯ୍ୟର ସୂତ୍ରପାତ ହୋଇ ପରିଶେଷରେ କଳଙ୍କିତ ର ଦାଗ ସମାଜକୁ ନ୍ୟଷ୍ଟ ହେଉଛି । ମନୁଷ୍ୟ ମଧ୍ୟରେ କିଛି ନୈତିକ .ଧାର୍ମିକ . ତାଥା ଶୈକ୍ଷିକ ଗୁଣ ଭରପୁର ଅବସ୍ଥାରେ ରହିବା ଉଚିତ୍ କାରଣ ଏସବୁ ଗୁଣ ମନୁଷ୍ୟ କୁ କୁକାର୍ଯ୍ୟରୁ ଦୂରେଇ ରଖେ ।

କିନ୍ତୁ ଏ କଳି ଯୁଗର ମାନବଗଣ ଏସବୁକୁ ସର୍ବଦା ଖାତିର ନକରି ନିଜକୁ ଅନ୍ୟାର ମାର୍ଗରେ ପରିଚାଳିତ କରନ୍ତି ଯାହାଫଳରେ ସେ ବନିଯାଏ ସମସ୍ତ ଙ୍କ ପାଇିଁ ଅଭିଶାପର ଘନ୍ଥାଘର ପାଲଟିଯାଏ । ଆଜି ଆମେ ଆଲୋଚନା କରିବା ଏପରି ଏକ ପାପ ଘଟଣା ଯାହାକୁ ଆପଣ ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହେବା ସହ ଏମିତି ଘଟଣା କୁ ସବୁଦିନ ପାଇିଁ ଘୃଣା କରିବସିବେ ଯାହା ଆମେ ନିମ୍ନରେ ଆପଣଙ୍କ ଆଖିଦୃଷ୍ଟି କରୁଛୁ ।

ଭାଇ ଓ ଭଉଣୀ ର ସମ୍ପର୍କ ଏକ ପବିତ୍ର ସମ୍ପର୍କ ଭାଇ ସର୍ବଦା ଭଉଣୀର ରକ୍ଷବନ୍ଧକ ସାଜି ଭଉଣୀକୁ ବିପଦରୁ ଉଦ୍ଧାର କରେ ଏବଂ ନିଜର କର୍ତ୍ତବ୍ୟକୁ ତିଳେତିଳେ ପାଲନ କରେ । ସେହି ଭାଇ ରକ୍ଷକ ସାଜିବା ପରିବର୍ତ୍ତେ ଭକ୍ଷକ ସାଜିଛି ତାହା ପୁଣି ବିବାହ କୁ ନେଇ ଉତ୍ତର ପ୍ରଦେଶର ଭୋଜପୁର ଜିଲ୍ଲାରେ ଜଣେ ଭାଇ ତା ଭଉଣୀ ସହିତ ଶାରୀରିକ ସମ୍ବନ୍ଧ ବନେଇଲା , ଏପରି ଘଟଣା ତାଙ୍କୁ ସମାଜ ପାଇିଁ ଯାହା ସୀକୃତ ନୁହେଂ ତାହା ସେମାନେ ମନ୍ଦିରରେ ବିବାହ କଲେ ଏହା ସମାଜ ପାଇିଁ ସବୁଠୁ ଦୁର୍ଭାଗ୍ୟର କଥା ନୁହେଁତ ଆଉ କଣ ।

ତାଙ୍କର ସମ୍ପର୍କ ଘନିଷ୍ଟ ହେବାଫଲରେ ତାର ଭଉଣୀ ଏବେ ତା ଭାଇର ପିଲାର ମା ହେବାକୁ ଯାଉଛି । କିନ୍ତୁ ଏସବୁ ଘରଲୋକଙ୍କ ସାମ୍ମନାକୁ ଆସିନଥିଲା ସମାନେ ଏପରି ଏକ କଳଙ୍କିତର ସମ୍ପର୍କକୁ ନେଇ ଆଉ କହା ଆଗରେ ମୁଣ୍ଡ ଦେଖାଇ ରାସ୍ତାରେ ଚାଲିବେ ତେଣୁ ଏଘଟଣା ସମ୍ପର୍କରେ ଯେତେବେଳେ ଭାଇକୁ ଜଣାଏ ସେତେବେଳେ ସେମାନେ କାହା ସହିତ ସେୟାର ନକରି ରାତେ ରାତି ଘର ଛାଡି ନିଜେ ନିଜକୁ ଏକ ମନ୍ଦିରରେ ବିବାହର ବାଟ ବାଛି ନେଲେ ।

ଯୁବପିଡୀମାନେ କିଛିଅନୈତିକ କାର୍ଯ୍ୟ କରିବା ପୂର୍ବରୁ ନିଜ ରକ୍ତ କୁ ମଧ୍ୟ ଗୁରୁତ୍ବ ଦେଉନାହାଁନ୍ତି ତେବେ ଆପଣ କୁହନ୍ତୁ ଏପରି ଭାଇ ଭଉଣୀ ର ବୈବାହିକ ସମ୍ପର୍କକୁ କଣ ସମାଜ ସୀକୃତି ଦେବ ତ ଏହା ନିଜ ଘର ତଥା ପଡୋଶୀ ଓ ଗ୍ରାମର ଲୋକଙ୍କ ମୁଣ୍ଡକୁ ସଂପୂର୍ଣ୍ଣ କଳଙ୍କିତ ର ଦାଗ ଲଗାଇଦେଇଛନ୍ତି । ଆପଣ ମଧ୍ୟ ଆମ ସହିତ ଏହାର ପ୍ରତିରୋଧ କରନ୍ତୁ କାରଣ ଏପରି କୁ କର୍ମ ବୃଦ୍ଧିପାଇବା ଦ୍ବାରା ସମସ୍ତ ଭଉଣୀ ଏପରି ଏକ ଅତ୍ୟାଚାରୀ ଭାଇ ଉପରେ କେବେ ବିଶ୍ବାସ ରହିବ ନାହିଁ ।

ଯଦ ଘରେ ଝିଅ ସୁରକ୍ଷିତ ନ ରହିପାରିଲା ତେବେ ସୁରକ୍ଷିତ କେଉଁଠି ପାଇବ । ଆମର ଭରଷା ଅଛି ଯେ ଆପଣ ମଧ୍ୟ ଆମର ଏ ପରି ଘଟଣା ଲେଖିବାକୁ ନିଶ୍ଚିତ ସୋପଟ୍ କରିବେ ଏବଂ ସମାଜକୁ ଅନ୍ଧାର ହେବାରୁ ଆଲୋକିତ କରାଇବେ । ଯଦିଆପଣ ଙ୍କୁ ଆମଏହି ପୋଷ୍ଟଟି ଭଲ ଲାଗିଲା ତେବେ ଆମ ଫେସବୁକ୍ ପେଜୁକୁ ଲାଇକ୍ କରନ୍ତୁ ଏବଂଓସେୟାର କରନ୍ତୁ Friend s’ ଓ ଫେମିଲି ଙ୍କ ସହିତ ଓ ପୋଷ୍ଟଟି କିଭଳି ଲାଗିଲା ଆମଙ୍କୁ କମେଣ୍ଟ କରି ଜଣାନ୍ତୁ ।

Loading...
Loading...