Loading...

ଦେଖନ୍ତୁ ଭିଡିଓ । ମୋଦିଙ୍କୁ ଟାର୍ଗେଟ୍ କରି ଭାରତକୁ ସିଧା ଧମକ ଦେଲେ ପାକିସ୍ଥାନ ପ୍ରଧାନ ମନ୍ତ୍ରୀ ଇମ୍ରାନ ଖାନ । ଭାରତ ବନ୍ଦ ନ କଲେ ଆମେ ଅଭିନନ୍ଦନ ଙ୍କୁ …

Loading...

ପୁଲୱାମା ଆକ୍ରମଣ ହାମଲା ପରେ ଭାରତ ମାତ୍ର 12 ଦିନ ପରେ ପାକିସ୍ତାନଙ୍କୁ ତାହାର ଯବାବ ଦେଇଛି । ସେ ପୁଣି ବଡ ଧରଣର 26 ତାରିଖ ଆମ ବାୟୁସେନା ପ୍ରାକ ସୀମା ଅତିକ୍ରମ କରି ତିନୋଟି ଆତଙ୍କ ଶିବିରକୁ ଧଂଶ କରିଛି । ସେଗୁଡିକ ହେଉଛି ବାଲାକୁଟ ଚୋକଟ .ଏବଂ ମିଜାଫୁର ଯାହାଦ୍ବାରା ଭାରତ ପାକିସ୍ତାନ ଉପରେ ଆକ୍ରମଣ କରିବା ପାଇିଁ ମାର୍ଗ ନିଣ୍ଣୟ କରିଚାଲିଥିଲା । ଯେଉଁ ପ୍ରତିଶୋଧକୁ କୋଟି କୋଟି ଭାରତୀୟ ଅପେକ୍ଷାରେ ଥିଲେ ତାହାର ସମୟ ଆଜି ଆସିଜାଇଛି ।

ତେବେ କହିବାକୁ ଗଲେ ଆମଭାରତୀୟ ବାୟୁସେନା ସପୂର୍ଣ୍ଣ ଶକ୍ତିଶାଳୀ ତଥା ନିଜର ଦକ୍ଷ୍ୟତା ବଳରେ ସେ 26 ତାରିଖ ଭୋର 3.30ମିନିଟରେ ଥିବା ଆତଙ୍କକ୍ୟାମ୍ପ ର ଶିବିରକୁ କରାଯାଇଛି ଆକ୍ରମଣ ।ଆକ୍ରମଣରେ ୧୨ଟି ମିରେଜ୍‌
୨୦୦୦ ଜେଟ୍‌ ଲଡୁଆ ବିମାନ ଅଂଶ ଗ୍ରହଣ କରିଥିଲେ । କିନ୍ତୁ ଯେଉଁ ଘଟଣା ଭାରତ ପାକିସ୍ତାନ କୁ କ୍ଷ୍ୟତିରେ ପହଞ୍ଚିଛି ।ତାହା ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ବହୁତ ଚିନ୍ତାରେ ଅଚନ୍ତି । କାରଣ ଭାରତଯେଉଁ ଭାବରେ ଜଙ୍ଗ ଆରମ୍ବ କରିଛି ତାହାର ପରିଣାମ କେଉଁ କେଉଁ ଦିଗ ଆଡକୁ ଗତିକରିବ ।

Image result for imran khan

ଭାରତୀୟ ବାୟୁସେନା ପାକିସ୍ତାନ ଉପରେ କରଥିବା ଏୟାର ଷ୍ଟ୍ରାଇକ ଯୋଗୁଁ ତେବେ ଏହି ଅପରେସନ ବେଳେ ଆମର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି ଏବଂ ଆମର ଜଣେ ପାଇଲଟ ଏବେ ନିଖୋଜ ଅଛନ୍ତି ବୋଲି ବିଦେଶ ମନ୍ତ୍ରାଳୟ କହିଛି । ପାକିସ୍ତାନ ଦାବି କରୁଛି କି, ଜଣେ ଭାରତୀୟ ପାଇଲଟ ସେମାନଙ୍କ କବଜା ଅଛନ୍ତି । ତେବେ ପାକିସ୍ତାନର ଦାବି କେତେ ଦୂର ସତ , ତାହା ନେଇ ଏବେ ଯାଂଚ କରାଯାଉଛି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

ପାକିସ୍ତାନ ସଶସ୍ତ୍ର ବାହିନୀର ମୁଖପାତ୍ର ମେଜର ଜେନେରାଲ୍ ଅସିଫ୍ ଗଫୁର୍ ସାମ୍ବାଦିକ ସମ୍ମିଳନୀ କରିବା ପରେ ଏହି ଭିଡିଓ ଜାରି କରାଯାଇଛି। ସାମ୍ବାଦିକ ସମ୍ମିଳନୀରେ ଗଫୁର୍ କହିଛନ୍ତି କି ଭାରତୀୟ ବାୟୁସେନା କରିଥିବା ଏୟାର୍ ଷ୍ଟ୍ରାଇକ୍ର ଜବାବ ପାକିସ୍ତାନ ଗୁଳି ମାରି ଖସାଇଥିବା ବିମାନ ଭିତରୁ ତାଙ୍କୁ ବନ୍ଦୀ କରାଯାଇଛି । ଭାରତୀୟ ବାୟୁସେନା କମାଣ୍ଡର ଅଭିନ୍ଦନକୁ ପାକିସ୍ତାନ ସେନା ଆଟାକ କରି ତାଙ୍କୁ ବନ୍ଦି କରିରଖିଛି । କିନ୍ତୁ ଆମ ସେନାଙ୍କର ଏହି ଘଟଣା ଆଜି ପ୍ରଭାତ ସମୟରେ ହୋଇଥିଲା । ସାରା ଭାରୟତରେ ଏହି କଥାକୁ ନେଇ ଚର୍ଚ୍ଚା ହେବାରେ ଲାଗିଛି । କାରଣ ପାକିସ୍ତାନ ସେନା ଗଣ ଆମର ବାୟୁସେନାଙ୍କ ଉପରକୁ ହାମଲା କରିବା ପରେ ଜଣଙ୍କର ପ୍ରାଣ ଯାଇଥିବା ବେଲେ ଅଭିନନ୍ଦନ କମାଣ୍ଡର ନିଖୋଜଥିଲେ ।

Image result for imran khan

ସେପଟେ ପାକିସ୍ତାନ ପ୍ରଧାନ ମନ୍ତ୍ରୀ ମିଡିଆ ସାମ୍ମନାରେ ଆତ୍ମପ୍ରକାଶ କରି କହିଛନ୍ତି କି ଭାରତ ଉପରେ ହେଇଥିବା ପୁ ଲୱାମା ଆକ୍ରମଣପରେ ଭାରତକୁ ଆମ ତରଫରୁ ଅପର ଦିଆଯାଇଥିଲା ଯେ ଭାରତ ସରକାର ଏହି ମମଲାକୁ ଆଗକୁ ନବଡି ଶାନ୍ତିପୂର୍ଣ୍ଣ ସହକାରେ ଆଲୋଚନା କରିବା ଆବଶ୍ୟକ । ତାଙ୍କର କହିବା ମୁତାବିକ ଭାରତ ଯେଉଁ ଆକ୍ରମଣ ଗତ କାଲି କଲା ତାହା ପାକିସ୍ତାନକୁ ବହୁତ କ୍ଷ୍ୟତିରେ ପହଞ୍ଚଛି । କିନ୍ତୁ ଏହି ମାମଲାବହୁତ ଲମ୍ବାରେ ଗତିକରିବ । ତେଣୁଭାରତ ଏପରି କରିବା ପରେ ନରନ୍ଦ୍ର ମୋଦୀ ତାଙ୍କର ଯଜ୍ଞଂକୁ ଆହୁରି ବୃଦ୍ଦି କରିଛି ।

ପାକିସ୍ତାନ ଏବେ ଚୁପ ହୋଇବସିପାରିବନି କାରଣ ପାକିସ୍ତାନ ଏଦିଗରେ ହିନ୍ଦୁସ୍ଥାନ କୁ କଡା ଯବାବ ଦେବାର ପ୍ରତିଶୃତି ଦେଇଛନ୍ତି ଇମ୍ରାନ ଖାଁନ । ଭାରତ ବାୟୁସେନାଙ୍କର ବନ୍ଦିକୁ ନେଇ ପାକିସ୍ତାନ କଡା ଧମକ ଦେଇଚାଲିଛି କିନ୍ତୁ ଭାରତ ମଧ୍ୟ ତାହାର ଯବାବରୁ ପଛକୁପଫେରିବ ନାହିଁ ।ଏହି ମାମଲାକୁ ନେଇ ଜୈଶ ମହମ୍ମଦ ମଧ୍ୟରେ ପାକିସ୍ତାନ ଆହୁରି ଦୋସ୍ତିର ହାତ ବଡେଇଛି ।ହେଲେ ଅପରପକ୍ଷରେ ସୋସିଆଲ ମିଡିଆରେ ଜଣେ ଭାରତୀୟ ପାଇଲଟର ଫଟୋକୁ ଭାଇରାଲ କରିଛି ପାକିସ୍ତାନ ।

https://youtu.be/vJQFvIyAOkE

ଉଲ୍ଲେଖ ଥାଉ କି, ପାକିସ୍ତାନ ଟୁଇଟ୍ କରି ପ୍ରକାଶ କରିଛି ଯେ ଭାରତୀୟ ବାୟୁସେନାର ଓ୍ଵିଙ୍ଗ୍ କମାଣ୍ଡର୍ (ସର୍ଭିସ ନମ୍ବର ୨୭୯୮୧) ଅଭିନନ୍ଦନଙ୍କୁ ଏବେ ପାକିସ୍ତାନ ସେନା ହସ୍ପିଟାଲ୍ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ପାକିସ୍ତାନ ଗୁଳି ମାରି ଖସାଇଥିବା ବିମାନ ଭିତରୁ ତାଙ୍କୁ ବନ୍ଦୀ କରାଯାଇଛି। ପାକିସ୍ତାନ ସଶସ୍ତ୍ର ବାହିନୀର ମୁଖପାତ୍ର ମେଜର ଜେନେରାଲ୍ ଅସିଫ୍ ଗଫୁର୍ ସାମ୍ବାଦିକ ସମ୍ମିଳନୀ କରିବା ପରେ ଏହି ଭିଡିଓ ଜାରି କରାଯାଇଛି। ସାମ୍ବାଦିକ ସମ୍ମିଳନୀରେ ଗଫୁର୍ କହିଛନ୍ତି କି ଭାରତୀୟ ବାୟୁସେନା କରିଥିବା ଏୟାର୍ ଷ୍ଟ୍ରାଇକ୍ର ଜବାବ ଦେବା ପାଇଁ ପାକିସ୍ତାନ ପାଖରେ ଅନ୍ୟ କୌଣସି ବାଟ ନ ଥିଲା।

ଯଦିଆପଣ ଙ୍କୁ ଆମଏହି ପୋଷ୍ଟଟି ଭଲ ଲାଗିଲା ତେବେ ଆମ ଫେସବୁକ୍ ପେଜୁକୁ ଲାଇକ୍ କରନ୍ତୁ ଏବଂଓସେୟାର କରନ୍ତୁ Friend s’ ଓ ଫେମିଲି ଙ୍କ ସହିତ ଓ ପୋଷ୍ଟଟି କିଭଳି ଲାଗିଲା ଆମଙ୍କୁ କମେଣ୍ଟ କରି ଜଣାନ୍ତୁ ।

Loading...
Loading...