Loading...

ପୁଣି ବଦଳିଲା ପାଣିପାଗ: ବଙ୍ଗୋପ ସାଗରରେ ସୃଷ୍ଟି ହେଲା ଭୟଙ୍କର ଘୂର୍ଣ୍ଣିବଳୟ, ପ୍ରଭାବରେ ଓଡିଶାର 15 ଟି ଜିଲ୍ଲା ।

0 213

ଏହି ସୂଚ଼ନା ତୁରନ୍ତ ସେୟାର କରି ଜଣାନ୍ତୁ ।

ମାଡି ଆସିବ ପୁଣି ଏକ ଗୃର୍ଣ୍ଣି ବଳୟ ଏହା ନେଇ ଏବେ ପୁଣି ଚିନ୍ତା ରେ ପଡିଲା ରାଜ୍ଯ ଜଳ ବାୟୁ ସୂଚନା କେନ୍ଦ୍ର । ଏମିତି ରେ ଏହି ଗତ ମଙ୍ଗଳ ବାର ଦିନ ଓଡ଼ି୍ଶା ର ଭିତର ବାହ୍ୟ ଜିଲ୍ଲା ରେ ମାନେ ଢେଙ୍କା ନାଳ, ଝାଡସୁ ଗୁଡା , ଏବଂ ବରଗଡ ଆଜି ଜିଲ୍ଲା ରେ ଭାବି ମାତ୍ରା ରେ ବର୍ଷା ହୋଇ ଥିବାର ଜଣା ପଡିଛି । ଏମିତି ଓଡ଼ିଶା ଉପରେ କିଛି ମାତ୍ରା ରେ ଟ୍ରମ୍ପ ର ପ୍ରଭାବ ବି ଦେଖା ଦେଇ ଥିଲା । ଓ ଲାଗୁଛି ଖାସ୍ ସେଇଥି ପାଇଁ ଏମିତି ବୃଷ୍ଟି ପାତ ହୋଇ ଥିବାର ଓଡ଼ିଶା ପାଣି ପାଗ ସୂଚନା ଦେଇଛି ।

ଏମିତି ବେଳେ ବର୍ତ୍ତମାନ ସମୟ ରେ ପୁଣି ଏକ ବଡ ସମସ୍ଯା ଆସି ଆମ ପାଖରେ ପହଁଚିଛି । ଲାଗୁଛି ପୁଣି ପାଣି ପାଗ ବଦଳିବ ଏପରି କି ୨୮ରେ ବଙ୍ଗୋପ ସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ ବୋଲି ପାଣି ପାଗ ବିଭାଗ ସୂଚନା ଦେଇଛନ୍ତି । ଏପରି ବେଳେ ବି ଗତ କାଲି ଭୁବନେଶ୍ବର ରେ କିଛି ମାତ୍ରା ରେ ବର୍ଷା ହେବାର ବି ସମ୍ଭାବନା ମିଳିଛି । କିନ୍ତୁ ଏହ୍ ମାସ ର ସେଷ ସପ୍ତାହ ରେ କିଛି ବି ପ୍ରକାରର ବାତ୍ଯା ହେବାର ଆଶଂକା ନାହିଁ । ଏହା ସହିତ ସୂଚନା ମୁତାବକ ଏହା ଜଣା ପଡିଛି କି ।

ଏହା ପ୍ରାୟତଃ ଆଗ ମାସ ର 3 ରୁ 5 ତାରିଖ ଭିତରେ ଆରମ୍ଭ ହେବ ବୋଲି । ଏପରି ବେଳେ ପାଣି ପାଗ ବିଶେସଜ୍ଞ୍ୟ ଡ. ଶରତ ଚନ୍ଦ୍ର ସାହୁ କହିଛନ୍ତି କି ଏହି କିଛି ଦିନ ରେ ଓଡ଼ିଶା ର କିଛି ଉପକୂଳ ବର୍ତ୍ତି ଜିଲ୍ଲା ରେ ବି ଏମିତି ବର୍ଷା ହେବାର ସମ୍ଭାବନା ରହିଛି । ଖାସ କରି ଏହାର କାରଣ ହେଉଛି ଏହି ଦିନ ମାନଙ୍କରେ ବଢି ଚାଲି ଥିବା ତାପମାତ୍ରା । ତେବେ ଆସନ୍ତା 27 ତାରିଖ ଦିନ ପୂର୍ବ ବୋଙ୍ଗପ ସାଗରରେ ସୃଷ୍ଟି ହେବାକୁ ଜାଉଛି ଏହି ଲୁଘୁଚାପ ଓ ଘୃର୍ଣ୍ଣ ବଳୟ ତେଣୁ ଏହାର ପ୍ରଭାବ ଖାସ୍ କରି ଉପକୂଳ ବର୍ତି ଯେପରି କି ବାଲେଶ୍ବର, କେନ୍ଦ୍ରା ପଡା, ଭଦ୍ରକ, ଭଳି ସ୍ଥାନ ରେ ଅଧିକ ଦେଖିବା ପାଇଁ ମିଳିବ ।

ଏହା ବର୍ତ୍ତମାନ ପୂର୍ବାନୁ ମାନ ହୋଇ ଲାରିଛି । ଏମିତି ରେ ଆପଣ ମାନେ ତ ବହୁତ ଭଲ ଭାବେ ଜାଣି ଥିବେ କି 1999 ମହିହା ରେ ଏହି ଅକ୍ଟୋବର ମାସ ରେ ଓଡ଼ିଶା ରେ ସେହି ମହା ବାତ୍ଯା କେତେ ପରିମାଣ ରେ କ୍ଷେୟ କ୍ଷେତି କରିଥିଲା ପରେ ଲୋକ ମାନେ ବର୍ତ୍ତମାନ ସମୟ ରେ ବହୁତ ଭୟ ଓ ବିବ୍ରତ ହେଉଛନ୍ତି । କି ଏହି ଅକ୍ଟୋବର ମାସ ରେ ସେହି ପରି ପୁଣି ଥରେ ମହା ବାତ୍ଯା ନ ଆସୁ ବୋଲି । ତେଣୁ ଏବେଠୁ ସେମାନେ ସତର୍କ ହେବାରେ ଲାଗିଛନ୍ତି । ଏହି ସୂଚ଼ନା ନିଶ୍ଚିତ ଭାବେ ଅନ୍ୟ ସହିତ ସେୟାର କରନ୍ତୁ । ଯେପରି ସମସ୍ତ ଙ୍କ ପାଖରେ ପହଁଚି ପାରିବ ।

Loading...
Loading...