ବିଛଣା ତଳେ ଭୁଲରେ ବି ରଖନ୍ତୁ ନାହିଁ ଏହି ୩ ଟି ଜିନିଷ ନଚେତ ଧିରେ ଧିରେ ହୋଇଯିବ ସର୍ବନାଶ ||

ଯେଉଁ ବିଛଣାରେ ଆପଣ ଶୋଉଛନ୍ତି ସେହି ବିଛଣା ତଳେ ରଖନ୍ତୁ ନାହିଁ ତିନୋଟି ଜିନିଷ ନଚେତ୍ ଧିରେ ଧିରେ ହୋଇଥାଏ ସର୍ବନାଶ । ବାସ୍ତୁ ଶାସ୍ତ୍ର ଗୋଟିଏ ଏପରି ବିଷୟ ଯାହା ଆମ ଘରେ ସକରାତ୍ମକ ମାତ୍ରାର ବୃଦ୍ଧି କରିଥାଏ ଏବଂନକରାତ୍ମକ ଉର୍ଜ୍ଜାକୁ ହ୍ରାସ କରିବାରେ ସାହାର୍ଯ୍ୟ କରିଥାଏ , ଗୃହରେ ସୁଖ ଶାନ୍ତି ଏବଂ ଧନ ସମ୍ପତ୍ତି ବଜାଇ ରଖିବା ପାଇିଁ ଗୋଟିଏ ସକରାତ୍ମକ ପରିବେଶ ରହିବା ଏକାନ୍ତ ଜରୁରୀ ଅଟେ ।

ଯଦି ଆପଣ ଙ୍କ ଘରେ ସବୁ ଜିନିଷ ବାସ୍ତୁର ନିୟମ ଅନୁସାରେ ନାହିଁ ତେବେ ନକରାତ୍ମକ ଶକ୍ତି ବଢିଯିବା ସହିତ ପରିବାର ବିନାଶ ଆଡକୁ ଅଗ୍ରସର ହୋଇଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ବିଛଣା ସହିତ ଯୋଡିତ ଜ୍ୟୋର୍ତିଷ୍କ ଶାସ୍ତ୍ର ଅନୁସାରେ କହିବାକୁ ଯାଉଛୁ ।

ତବେଆପଣ ଯେଉଂ ବିଛଣା ତଳେ ଶୋଉଛନ୍ତି ତା ତଳେ ବିଶେଷ ଜିନିଷ ରଖିବା ଉଚିତ୍ ନୁହେଁ ।

1. ଚପଲ ବା ଜୋତା

ପଲଙ୍କ ତଳେ ଭୁଲରେ ମଧ୍ୟ ଚପଲ ବା ଜୋତା ରଖିବେ ନାହିଁ , କିଛି ଲୋକ ସ୍ଥାନର ଅଭାବ ଯୋଗୁଁ କିମ୍ବା ନିଜର ଅବହେଳା ଯୋଗୁଁ ଏହାକୁ ଖଟ ତଳେ ରଖିଥାନ୍ତି , ଯଦି ଆପଣ ଏପରି କରନ୍ତି ତେବେ ଆପଣ ନିଜର ଅଭ୍ୟାସକୁ ସୁଧାରି ଦିଅନ୍ତୁ । ଜୋତା ବା ଚପଲରେ ଅନେକ ନକରାତ୍ମକ ଶକ୍ତି ରହିଥାଏ ଏହାକୁ ଖଟତଳ ରଖିବା ଦ୍ବାରା ରାତ୍ରିରେ ଶୋଇବା ସମୟ ରେ ଏହି ନକରାତ୍ମକ ଉର୍ଜ୍ଜା ଆପଣ ଙ୍କ ଭିତରେ ପ୍ରଭାହିତ ହୋଇଥାଏ ।

2. ଗୋଡ ପଛା

ଗୋଡ ପୋଛା ଯାହାର ଉପରେ କି ଆମେ ମାନେ ନିଜର ପାଦକୁ ପୋଛି ଥାଉ ଏହାକୁ ଅଧିକାଂଶ ଲୋକ ନିଜର ଖଟ ନିକଟରେ ରଖିବାକୁ ପସନ୍ଦ କରିଥାନ୍ତି କାରଣ ଯେତେବେଳେ ମଧ୍ୟ ଆଫଣ ବିଛଣା ଉପରେକୁ ଶୋଇବା ପାଇିଁ ଯିବେ ତେବେ ଏହା ପୂର୍ବରୁ ଆପଣ ନିଜର ପାଦକୁ ଭଲ ଭାବରେ ପୋଛି ପାରିବେ ।

ଏହାକୁ ଖଟର କିଛି ଦୂରତାରେ ରଖିବା ଭୁଲ ନୁହେଁ କିନ୍ତୁ ଏହି କଥାର ଧ୍ୟାନ୍ନ ରଖନ୍ତୁ ଯେ ଏହା ପଲଙ୍କ ବା ଖଟର ତଳକୁ ଯେପରି ଚାଲି ନଯାଏ । ତେଣୁ ଶୋଇବା ସମୟରେ ଆପଣଙ୍କୁ ଏଥିରୁ ଦୂରେଇ ରହିବା ଉଚିତ୍ । ତେବେ ଆପଣ ଏହାକୁ ଖଟ ତଳକୁ ଯିବାକୁ ଦିଅନ୍ତୁ ନାହିଁ

3. ଫାଟ ଖଟ

ଆପଣ ଯେଉଁ ଠାରେ ଶୋଉଛନ୍ତି ତାହାର ତଳେ ଫାଟ ନଥିବା ଦରକାର । ଯେଉଁ ପଲଙ୍କରେ ଆପଣ ଶୁଅନ୍ତି ତାହା ଭାଙ୍ଗି ନଥିବା ଦରକାର । ଯେଉଁ ଭୂମି ଉପରେ ପଲଙ୍କ ରଖାଯାଇଛି ସେହି ଭୂମିରେ ମଧ୍ୟ ଫାଟ ନଥିବା ଦରକାର , ବାସ୍ତୁ ଶାସ୍ତ୍ର ଅନୁସାରେ ଏହି ପରି ଫାଟ ସୃଷ୍ଟି ହେବା ଦ୍ବାରା ଘରକୁ ଦୁଖ ଏବଂ ଦାରିଦ୍ର ଆସେ । ଏବଂ ରୋଗ ଆଦି ହୋଇଥାଏ ।

ଯଦି ଆପଣ ଫାଟ କିମ୍ବା ଭାଙ୍ଗି ଯାଇଥିବା ଖଟ ଉପରେ ଶଉଛନ୍ତି ତେବେ ତେବେ ତାହାକୁ ବଦଳାଇ ଦିଅନ୍ତୁ ।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।