ବିଜ୍ଞାନ ଅନୁସାରେ ଆପଣ କେତେ ଘଣ୍ଟା ଶୋଇବା ଉଚିତ୍ ||

0

ଆଜିକାଲି ବ୍ୟସ୍ତ ବହୁଳ ଦୁନିଆରେ ମନୁଷ୍ୟ ଭଲ ଭାବରେ ନିନ୍ଦ ହେବ ଆପଣ ଙ୍କୁ ଶାରୀରିକ ଏବଂ ମାନସିକ ବିକାଶ କରିଥାଏ , କିନ୍ତୁ ଲୋକ ଲେଟ୍ ନାଇଟ୍ ରେ ଶୋଇବା ମଧ୍ୟ ସକାଳୁ ବହୁତ ଶିଘ୍ର ଉଠି କାମକୁ ଯାଇଥାନ୍ତି । ସେମାନେ ଜାଣନ୍ତି ଯେ ନିନ୍ଦ ଆମ ପାଇିଁ ବହୁତ ମାତ୍ରାରେ ଜରୁରୀ ହୋଇଥାଏ । ତେବେ ଆଜି ଆମେ ଜାଣିବା କି ଭଲ ନିନ୍ଦ କାହିଁକି ଆମ ପାଇିଁ ଜରୁରୀ ହୋଇଥାଏ ଏବଂ ଆମେ କେତେ ଘଣ୍ଟା ଶୋଇବା ଉଚିତ୍।

ଆପଣ ମାନେ ଜାଣନ୍ତି କି ଜଣେ ନର୍ମାଲ60 ବର୍ଷ ପର୍ଯ୍ୟନ୍ତ ବ଼ଞ୍ଚି ରହୁଥିବା ଲୋକ ନିଜ ଜୀବନରେ 1 ଲକ୍ଷ 75 ହଜାର 200 ଘଣ୍ଟା ଶୋଇଥାଏ । ଯଦି ଆପଣ ଙ୍କୁ ଆପଣ ଙ୍କକାମରେ ପ୍ରତିଦିନ ହେଲ୍ଲଦି ରହିବାର ଅଛି ତେବେ ନିନ୍ଦ ଆମ ପାଇିଁ ବହୁତ ମାତ୍ରାରେ ଜରୁରୀ ହୋଇଥାଏ ।

କେତେ ବୈଜ୍ଞାନିକ ଆମେ କେତେ ଶୋଇବା ଉଚିତ୍ ଏହାକୁ ନେଇ ଗବେଷଣା କଲେ , ଏଥିରେ ସେମାନେ କିଛି ଲୋକଙ୍କୁ ତିନି ଭାଗରେ ଭିବକ୍ତ କରିଦେଇଥିଲେ।ଯେଉଁ ଥିରେ ପ୍ରଥମ ଗ୍ରୁପ୍ କୁ 4 ଘଣ୍ଟା ଦ୍ବିତୀୟ ଗ୍ରୁପ୍ କୁ 6 ଘଣ୍ଟା ଏବଂ ତୃତୀୟ ଗ୍ରୁପ୍ କୁ 8 ଘଣ୍ଟା ଶୋଇବା ପାଇିଁ ଦିଆଗଲା ।

ଏବଂ ପରେ ଗବେଷଣା ରୁ ଜଣା ପଡିଲା କି ଯେଉଁ ମାନେ8 ଘଣ୍ଟା ଶୋଇଥିଲେ ସେମାନଙ୍କର ଆୟିକୁ ଟେଷ୍ଟ ଭଲ ଥିଲା ଏବଂ ।ଯେଉଁ ମାନେ 6 ଘଣ୍ଟା ଶୋଇଥିଲେ ସେମାନେ କୌଣସି ମଦପ୍ୟ ଙ୍କ ପରି ରିଆକସନ୍ କରୁଥିଲେ ଏବଂ ତାଙ୍କର ଆୟିକୁ ଟେଷ୍ଟ ମଧ୍ୟ କମ୍ ଥିଲା ଏବଂ ଯେଉଁ ମାନେ ମାତ୍ର 4 ଘଣ୍ଟା ଶୋଇଥିଲେ ସେମାନେ ବହୁତ ଭୁଲ କରିଥିଲେ  ।

ତେବେ ଏଥିରୁ ବୈଜ୍ଞୀନିକ ମାନଙ୍କୁ ଉତ୍ତର ମିଳିଗଲା ଯେ ଆମକୁ କେତେ ସମୟ ଶୋଇବା ଉଚିତ୍ । ଯଦି ଆପଣ ତିନି ଚାରି ରାତି ଅନିଦ୍ରା ରହୁଛନ୍ତି ତେବେ ଆପଣ ଙ୍କୁ ତିନ ଚାରି ରାତି ଭଲ ନିନ୍ଦ ହେବା ଦରକାର । ଯଦି ଆପଣ ସପ୍ତାହରେ ଭଲ ନିନ୍ଦ ନେଇ ନାହାଁନ୍ତି ତେବେ ମାଇଣ୍ଡ ରିକୋଭରି ହେବା ପାଇିଁ କିଛି ମାସ ଭଲ ଭାବରେ ନିନ୍ଦ ହେବାକୁ ପଡିବ ।

ଯେଉଁ ମାନେ 7 ଆଠ ଘଣ୍ଟା ରୁ କମ୍ ଶୋଉଛନ୍ତି ସେମାନଙ୍କୁ ମୋଟାପଣ , ଡାଇବେଟିସ୍ ସମସ୍ୟା ଦେଖା ଯାଇପାରେ । ଏଥି ସହିତ ଯେଉଁ ମାନେ 7 ଘଣ୍ଟାରୁ ଅଧିକ ଶୋଉଛନ୍ତି ସେମାନଙ୍କୁ ମୋଟାପଣ , ଡାଇବେଟିସ୍ ଭଲି ସମସ୍ୟା ହୋଇପାରେ ।

ଏହାର ଅର୍ଥ ହେଉଛି ଆପଣ କମ୍ ଶୋଇବେ ନା ଅଧିକ ଶୋଇବେ ତେବେ ଆପଣ ଚେଷ୍ଟା କରନ୍ତୁ ପ୍ରତିଦିନ 7 ରୁ 8 ଘଣ୍ଟା ଶୋଇବା ପାଇିଁ ଏବଂ ଯେଉଁ ମାନେ ରାତିରେ ଅନିନ୍ଦ୍ରା ରହିବା ପାଇିଁ କଫିର ବ୍ୟବହାର କରିଥାନ୍ତି ସେମାନଙ୍କ ବଡି ରେ ଷ୍ଟେସ୍ ହରମୋନ୍ ର ପ୍ରଡ୍ୟୁସ୍ ଅଧିକ ହୋଇଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.