Loading...

ଜାଣନ୍ତୁ କଣ ପାଇଁ । ଅସନ୍ତୁଷ୍ଟ ହୋଇ ବାଲେଶ୍ବର ଜିଲ୍ଲାର ବରକୁ ବିବାହ ବେଦିରେ ଲଣ୍ଡା କଲେ ଯାଜପୁର ଲୋକ । କ୍ରୋଧରେ ବର ସହ ଅନ୍ୟ ୪ ଜଣଙ୍କୁ କଲେ ଲଣ୍ଡା

0 2,981

ଆଜି କାଲି ର ସମାଜ ରେ କେଉଁଠି କିଛି ହେବା ଏକ ବହୁତ ବଡ ଘଟଣା ହୋଇ ରହି ଜାଇ ନାହିଁ ଏମିତି ରେ ଦିନ ପ୍ରତି ଦିନ ବହୁତ ଘଟଣା ଏମିତି ଘଟୁଛି ।ଯେଉଁ ଥିରେ ପ୍ରତିତ ହୋି ଥାଏ କି ଏହି ଗୁଡିକ କେତେ ମାତ୍ରା ରେ ଗୁରୁତ୍ବ ପୂର୍ଣ୍ଣ ଅଟେ । ତେବେ ଏମିତି ବେଳେ ଆମେ ଆଜି ଆପଣଙ୍କୁ ଓଡ଼ିଶା ରେ ଏକ ବିବାହ ଉତ୍ସବ ବିଷୟ ରେ କହିବା ପାଇଁ ଜାଉଛୁ । ଯେଉଁଥିରେ କି କୈଣସି ଏକ ଭୁଲ ପାଇଁ ବର ସହ ଅନ୍ୟ ୪ ଜଣଙ୍କୁ ବନ୍ଦୀ କରି ଲଣ୍ଡା କରା ଜାଇଛି ବୋଲି ଖବର ରହିଛି । ଏମିତି ରେ ଆଜି କାଲି ର ଦୁନିଆଁ ରେ ମଣିଷ ମଣିଷ ଉପରେ ଅତ୍ୟାଚାର କରିବନିତ ଆଉ କିଏ କରିବ ।

ଏମିତି ଅପମାନ ବି ଆଉ କିଏ ବା ଦେବ। ତେବେ ଆସନ୍ତୁ ଜାଣି ନେବା ଟିକିଏ ସଂମ୍ପର୍ଣ୍ଣ ଖବର ଟି କଣ ରହିଛି । ଓଡ଼ିଶା ର ବାଲେଶ୍ବର ଜିଲ୍ଲା ରେ ରେ ଏକ ବିବାହ ଉତ୍ସବ ର ଏହି ଘଟଣା ଏବେ ବହୁତ ଚର୍ଚ୍ଚା ର ବିଷୟ ପାଲଟିଛି । ଘଟଣଆ ଅନୁଯାୟୀ ବର ପକ୍ଷ ର ଲୋକ ମାନଙ୍କୁ କନ୍ୟାପକ୍ଷ ର ଲୋକ ଦଣ୍ଡ ଦେଇଛନ୍ତି । ତେବେ ଏହା ମଧ୍ଯ ରେ କଣ ରହିଥିଲା ଘଟଣା ଯେଉଁଥି ପାଇଁ କି କନ୍ୟା ପକ୍ଷ ର ଲୋକ ମାନେ ଏମିତି ଦଣ୍ଡ ଦେବା ପାଇଁ ବହୁତ ଉଚ୍ଚା ପ୍ରକଟ କରିଲେ ।

ଘଟଣା ଟି ଆଜ୍ଞା ଏହା ଥିଲା କି ବିବାହ ତ କରିବା ପାଇଁ ଜାଇ ଥିଲେ ବର ପରେ ତାଙ୍କୁ ଯୌତୁକ ରେ ଏକ ଆପାଚି ବାଇକ୍ ଦରକାର ଥିଲା ବେଳେ କନ୍ୟା ଘର ଲୋକ ମାନେ ତାଙ୍କୁ ପଲସର ର ବାଇକ୍ ଟେ ଦେଇ ଥିଲେ ପରେ ବର ଜଣଙ୍କ କହିଥିଲେ କି ତାଙ୍କୁ ଏପାଚି ବାଇକ୍ ନଦେଲେ ସେ ସେହି କନ୍ୟା ଙ୍କୁ ବିବାହ କରିବେ ନାହିଁ । ଏମିତି ରେ କନ୍ୟା ପକ୍ଷ ବର ଙ୍କୁ ବୁଝେଇବାକୁ ଚେଷ୍ଟା କରିବାରୁ ବର ପକ୍ଷ ଲୋକ ମାନେ ସୁନା ଗହଣା ସହିତ ଆପାଚି ଗାଡି ର ମାଙ୍ଗ କରିଥିଲେ ପରେ ଏମିତି ଭାବେ ବର ପକ୍ଷ ର ଗୋଟିଏ ପରେ ଗୋଟିଏ ବଡ ବଡ ମାଙ୍ଗ ଦେଖି କନ୍ୟାପକ୍ଷ ଲୋକ ବର ସହିତ ବର ର ସଂମ୍ପର୍କିୟ 4 ଚାରି ଜଣଙ୍କୁ ଅଟକାଇ ଥିଲେ

ପରେ ବର ସହିତ ସେହି ଚାରି ଜଣଙ୍କୁ ଅଧା ଲଣ୍ଡା କରି ଛାଡି ଦେଇଥିଲେ । ବର ନାମ ହେଲା ଅବଦୁଲ କଲାମ ଏପରି ବେଳେ ପରିସ୍ତିତି ପରେ ବହୁତ ଅସହ୍ୟ ହୋଇଥି୍ଲା ପରେ ସେମାନେ ମାରପିଟ କରିବାରୁ ନିକଟସ୍ଥ ଥାନା ବାଲା ସେମାନଙ୍କୁ ସେଠାରୁ ଥାନାକୁ ନେଇ ଜାଇ ଥିଲା । ତେବେ କନ୍ୟା ର ବାରା ଜଣେ ପରିବା ବିକାଳି ବୋଲି ଜଣା ପଡିଛି ଏମିତି ତାଙ୍କ ପାଖରେ ପଇସା କମ୍ ଥିବାରୁ ସେ ସଠିକ୍ ଭାବେ ଯୈତୁକ ଦେଇ ପାରି ନଥିଲେ । ଏମିତି ରେ ବର ପକ୍ଷ ଲୋକ ଏଥି ପାଇଁ ହିଁ ରାଗିଥିଲେ ବୋଲି ଜଣା ପଡିଛି ।

Loading...
Loading...