Take a fresh look at your lifestyle.

ବିନା କୌଣସି କୋଚିଙ୍ଗରେ IAS ହେଲେ ବିଶ୍ୱାସ, ପ୍ରତେକ ପୁଅ ପଢିବା ଦରକାର ତାଙ୍କର ସଫଳତାର କାହାଣୀ …

0 833

ମନୁ୍ଷ୍ୟ ପାଖରେ କୈଣସି ବି କାର୍ଯ୍ୟ ଅସମ୍ବବ ନୁହେଁ କିନ୍ତୁ ଯଦି ତାପାଖରେ ବିଶ୍ବାସ ଏବଂ ଦୃଡତା ସହ କାର୍ଯ୍ୟ କରୁଥିବ । ଯେତେବେଳେ କୌଣସି ବି ବ୍ୟକ୍ତି କୌଣସିବି କାର୍ଯ୍ୟରେ ଲିପ୍ତଥାଏ ସେ ସତେବେଳେ ନିଜର ପାରଶ୍ରମିକକୁ ଇଜ୍ଜଳ କରିବା ପାଇିଂ ଅନେକ ପ୍ରଚେଷ୍ଟା କରିଥାଏ କିନ୍ତୁ ତାଙ୍କର ସେହି ଦୃଡତା କ୍ଷମତା ବଳରେ ସେ ଦିନେ ନା ଦିନେ ସଫଳତା ଅର୍ଜନ କରିଥାଏ ।

କିନ୍ତୁ ଯଦି ମନ ମଧ୍ୟରେ ଆତ୍ମବିଶ୍ୱାସ ଦୃଢ଼ ଥିଲେ ଲକ୍ଷ୍ୟ ରେ ସଫଳତା ନିଶ୍ଚୟ ମିଳିଥାଏ । ଆଜି ଆମେ ଏପରି ଜଣେ ବ୍ୟକ୍ତିଙ୍କ ସମ୍ପର୍କରେ ଆଲୋଚନା କରିବା ଯିଏ ବିନା କୋଚିଂଙ୍ଗରେ IAS ହୋଇ ଦୁନିଆକୁ ଦେଖାଇଦେଇଚନ୍ତି ଏବଂ ପରିବାରର ଗୌରବର ବିଷୟ ପାଲଟିଛନ୍ତି ଆସନ୍ତୁ ଜାଣିବା ସେ କିପରି ତାଙ୍କର ସଫଳତା ଅର୍ଜନ କଲେ ଏବଂ ଚର୍ଚ୍ଚାର ପାତ୍ରହୋଇପାରିଛନ୍ତି ସୋସିଆଲ ମିଡିଆରେ ।

କାନପୁରର ରାଜ୍ୟର ଗୋବିନ୍ଦ ନଗର ଥାନାଅଞ୍ଚଳରେ ରହୁଥିବା ଦେବେନ୍ଦ୍ର ଶୁକ୍ଲା ଙ୍କର ପୁଅ ବିଶ୍ବାସ ଶୁକ୍ଲା । ବିଶ୍ବାସ ନିଜ ଗ୍ରାମୀଣ ସ୍କୁଲରୁ ପ୍ରାଥମିକ ଶିକ୍ଷା ସମାପ୍ତ କରିଥିଲେ ଏବଂ 2008 ମସିହାରେ ସେ ମେଟ୍ରିକ ରେ 83 ପ୍ରତିଶତ ମାର୍କ ରଖି ଉତ୍ତୀନ ହୋଇଥିଲେ । ତାପରେ ସେ ଏହା ପରେ ସେ ବିଏଚୟୁ ରେ ଇଲେକ୍ଟ୍ରିସିଆନ ରେ ବିଟେକ କରିଥିଲେ I ଏବଂ ଏକ ସଫ୍ଟୱାର କମ୍ପାନୀ ରେ କାମକରିଆସୁଥିଲେ ।

କିନ୍ତୁ ତାଙ୍କର ସେହି କାମ ତାଙ୍କୁ ବେଶିଦିନ ରଖିପାରିଲା ନାହିଁ । କାରଣ ତାଙ୍କର ପିଲାଦିନରୁ ଗୋଟିଏ ଇଚ୍ଚା ଥିଲା ମୁଁ IAS ହେବାର ଲକ୍ଷ୍ୟ ଥିଲା । ବିଶ୍ବାସ ଙ୍କ ପିତା ଦେବେନ୍ଦ୍ର ଶୁକ୍ଲା କହିଛନ୍ତି ବିଶ୍ୱାସ ପିଲାଦିନ ରେ ପାଠ ପଢା ରେ ଖୁବ ଆଗୁଆ ଥିଲେ. ବିଶ୍ବାସ 2012 ରୁ 2014 ପର୍ଯ୍ୟନ୍ତ ସେ ବେଙ୍ଗଲୁର କାମକରିଥିଲେ କିନ୍ତୁ ତାଙ୍କ ମା ଙ୍କର ଗୋଟି୍ଏ ଫୋନ ପାଇ ସେ ଚାକିରୀ ଛାଡିଦେଲେ ।

ଏବଂଘରଲୋକଙ୍କୁ IAS ପାଇିଁ ପ୍ରସ୍ତୁତ ହେବାପାଇିଂ ସେ କହିଥିଲେ ଯାହା ଫଳରେ ସେ 80 ହଜାର ଟଙ୍କାର ଚାକିରୀ ଛାଡି ସେ ଦିଲ୍ଲା ପଲାଇଗଲେ । ସେ ଚାକିରୀ ଛାଡିବା ପରେ ସେ IAS ପାଇିଁ ହେବାକୁ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଦେଇଥିଲେ I ଏବଂ IAS ରେ ସେ 344 ରାଙ୍କ ରେ ପରୀକ୍ଷ ରେ ପାସ ହେଇଥିଲେ I । ଆଜି ବିଶ୍ବାସ ତାଙ୍କର ପ୍ରଚେଷ୍ଟା ବଳରେ ସେ ଆଜି ତାଙ୍କ ବାପାଙ୍କର ବିଶ୍ବାସକୁ ପୁରା କରିଛନ୍ତି । ବିଶ୍ବାସଙ୍କର ଏପରି ସଫଳତା ରେ ତାଙ୍କ ମା ଏବଂ ପିତା ଦେବେନ୍ଦ୍ର ଗୌରବରେ ସୌସିଆଲ ମିଡିଆରେ କହିଛନ୍ତିକି

Image result for conversation

ଯେତେବେଳେ ପୁଅର ଜନ୍ମ ସମୟରେ ତାହାର ନାମ ବିଶ୍ବାସ ଦେଇଥିଲି ଏବଂ ସେହି ନା ଆଜି ମୋ ପାଇିଂ ଗୌରବର ବିଷୟ ପାଲଟିଯାଇଛି । ଆପଣ ମାନେ ବିଶ୍ବାସଙ୍କର ପରି ଯଦି ଆତ୍ମବିଶ୍ୱାସ ଦୃଢ଼ ଥିଲେ ଲକ୍ଷ୍ୟ ନେଇ କୌଣସି ବି ମାର୍ଗ ନିଣ୍ଣୟ କରନ୍ତି ତେବେ ଆପଣଙ୍କ ମଧ୍ୟ ହୋଇପାରିବେ IAS ସେ ପୁଣି ବିନା କୋଚିଂଙ୍ଗରେ ।

ଯଦିଆପଣ ଙ୍କୁ ଆମଏହି ପୋଷ୍ଟଟି ଭଲ ଲାଗିଲା ତେବେ ଆମ ଫେସବୁକ୍ ପେଜୁକୁ ଲାଇକ୍ କରନ୍ତୁ ଏବଂଓସେୟାର କରନ୍ତୁ Friend s’ ଓ ଫେମିଲି ଙ୍କ ସହିତ ଓ ପୋଷ୍ଟଟି କିଭଳି ଲାଗିଲା ଆମଙ୍କୁ କମେଣ୍ଟ କରି ଜଣାନ୍ତୁ ।

Leave A Reply

Your email address will not be published.