Take a fresh look at your lifestyle.

ବଳବୀର ସିଂ , ବିନା ସରକାରୀ ସାହାଯ୍ୟରେ ୧୬୦ କିମି ଲମ୍ବା ନଦୀ ସଫା କରିଦେଲେ , କିନ୍ତୁ ଦୁଃଖର ବିଷୟ ତାଙ୍କୁ ବହୁତ କମ୍ ଲୋକ ଜାଣିଛନ୍ତି…

0 321

ଦୁନିଆରେ କିଛି ଖରାପ ଲୋକ ରହିବା ସହିତ ଭଲ ଲୋକ ମଧ୍ୟ ଅଛନ୍ତି ।ଯେଉଁ ଭଲ ଲୋକଙ୍କର କାର୍ଯ୍ୟକଳାପ ଯୋଗୁଁ ଆଜି ଧରୀତ୍ରୀ ଅଛି । ବର୍ତ୍ତମାନ ବି ଅନେକ ଲୋକ ଗାନ୍ଧିଜୀଙ୍କର ଆଦର୍ଶରେ ପରିଚାଳିତ ହେବା ପାଇିଁ କିମ୍ବ ସମାଜକୁ ପରିବର୍ତ୍ତନ ଆଣିବା ପାଇିଁ ଚେଷ୍ଟିତ ରହୁଛନ୍ତି ।କିନ୍ତୁ ଏ ସମାଜର ଲୋକ ମାନେଯେ ଭଲ କାରେ ତାହାର ସାଥ ଦିଅନ୍ତି ନାହିଁ କିମ୍ବା ତାର ଗୁଣ ଗାନ ମଧ୍ୟ କରନ୍ତି ।

ବିନା ସ୍ବାର୍ଥରେ ଆଜି କାଲି ଦୁନିଆରେ କାମ କରିବା ଲୋକ ମିଳିବା ଅସମ୍ବବ । ଦେଶରେ ରାସ୍ତା ଠାରୁ ଆରମ୍ବ କରି ନଦୀ ନାଳ ପର୍ଯ୍ୟନ୍ତ ଚାରିଆଡେ ଅପରିସ୍ଖାର ନର୍ଦମା ଦେଖିବାକୁ ମିଳିଛି ।କିନ୍ତୁ .କେହି ଜଣେ ସରକରୀ ସହାୟତା ବିନା ସଫା କରିବା କୁ ପାଦ ଆଗଉ ନାହାଁନ୍ତି ।କିନ୍ତୁ ତାର ବିପରୀତ ଗୁଣ ପଞ୍ଜାବର ବଳବୀର ସିଂ ନାମକ ଜଣେ ସମାଜ ସେବୀ ତଥା ବାବା ସେ ଗୋଟିଏ ନଦୀ ସଫା କରିବା ପାଇିଁ ଆଗେଇଛନ୍ତି ସେ ପୁଣି ବିନା ସରକାରୀ ସାହାଯ୍ୟରେ 16ି0ି କିମି ଲମ୍ବା ନଦୀ ସଫା କରିଦେଲେ ।ଆସନ୍ତୁ ଜାଣିବା ସପୂର୍ଣ୍ଣ ଖବର ସମ୍ପର୍କରେ ।

Image result for balbir singh clean river

ପଞ୍ଜାବର ପ୍ରଦୂଷିତ କାଳି ବିନ ନଦୀକୁ ପ୍ରଦୂଷିତ କରିବା ପାଇିଁ ବାବା ବଳବୀର ସିଂ ଗୁରିୁତ୍ବପୂର୍ଣ୍ଣ ଅଭିଯାନ ଚାଲୁ ରଖିଛନ୍ତି ।ବଳବୀର ସିଂ ଙ୍କର ଏହି ସ୍ବେଚ୍ଚାସେବୀ କ୍ରିୟାକଳାପ ଦେଖି ତାଙ୍କର ବହୁଚ ପ୍ରସଂସା କରାଯାଇଛି ଏବେ ତାଙ୍କ ସହ ସାଥ ଦେବା ଲାଗି ଆଉ 30 ଜଣ ମଧ୍ୟ ସାମିଲ ହୋଇଛନ୍ତି ।

ସୂଚନା ମୁତାବିକ ଏହି କାଳି ବିନ ନଦୀକୁ ବହୁତ ମହତ୍ତୂପୂର୍ଣ୍ଣ ମାନାଯାଏ କାରଣ ଏହି ନଦୀ ଗୁରୁ ନାନକ ଙ୍କର ଅନନ୍ତଜ୍ଞାନ ପ୍ରାପ୍ତ ହୋଇଥିଲା ଏବଂ ଏହି ନଦୀ ତାଙ୍କର ନାମରେ ପରିଚିତ । ଏହି ନଦୀରେ ବହୁତ ଲୋକ ଅଳିଆ ଆବର୍ଜନା ଫୋପାଡୁଥିଲେ ।ଏବେ ସେହି ନଦୀକୁ ଅଳିଆ ଆବର୍ଜନା ସଫା କରିଛନ୍ତି ଧର୍ମଗୁରୁ ବଲବୀର ସିଂ । ତାଙ୍କର ଏହି କାମ ପାଇିଁ ତାଙ୍କୁ ହିରୋଜ୍ ଅଫ୍ ଏନଭ୍ୟାରୋମେଣ୍ଟ ନିଜର ଖ୍ୟାତି ଅର୍ଜନ କରିଛନ୍ତି ।

Related image

କହିବାକୁ ଗଲେ ସେହି ନଦୀରେ 50 ରୁ ଅଧିକ ନାଳ ନର୍ଦମା ରୁ ଅପରିଷ୍କାର ପାଣି ଆସି ମିଶୁଥିଲା ।କିନ୍ତୁ ବଳବୀର ସିଂ ତାଙ୍କ ଅନ୍ୟ ସାଥୀ ମାନଙ୍କ ସହ ମିଶି ଏହି ନଦୀ କୁ ସ୍ବଚ୍ଚତା କରିଛନ୍ତି ।ଯେଉଁ ନଦୀ ଦୀର୍ଘ ବର୍ଷ ଧରି ଅଳିଆ ପାଲଟିଥିଲା କିମ୍ବା ଜନସାଧାରଣ ତାକୁ ଦେଖି ମଧ୍ୟ ଛି ଛା କରୁଥିଲେ ସେହି ସ୍ଥାନ ଆଜି ସ୍ବର୍ଗ ପାଲଟିଛି । ଏବେ ସେହି ନଦୀ କୂଳରେ ଲୋକେ ଖାଦ୍ୟ ଖାଉଛନ୍ତି ପ୍ରତିଦିନ ହଜାର ହଜାର ଲୋକ ସେଠାକୁ ଗମନା ଗମନ କରୁଛନ୍ତି ।

ଧନ୍ୟବାଦ ଯଦିଆପଣ ଙ୍କୁ ଆମଏହି ପୋଷ୍ଟଟି ଭଲ ଲାଗିଲା ତେବେ ଆମ ଫେସବୁକ୍ ପେଜୁକୁ ଲାଇକ୍ କରନ୍ତୁ ଏବଂ ସେୟାର କରନ୍ତୁ Friend s’ ଓ ଫେମିଲି ଙ୍କ ସହିତ ଓ ପୋଷ୍ଟଟି କିଭଳି ଲାଗିଲା ଆମଙ୍କୁ କମେଣ୍ଟ କରି ଜଣାନ୍ତୁ ।

Leave A Reply

Your email address will not be published.