Loading...

ବିରିୟାନୀ ମାର୍କା ପ୍ରେମ ରେ ଅଛନ୍ତି ଅରବିନ୍ଦମ୍ ।

0 165

ନିକଟ ସମୟ ରେ ରିଲିଜ ହୋଇଥିବା ନୂଆ ଫିଲ୍ମ ଇସ୍କ ପୁଣିଥରେ ଏବେ ବୋବାଲ ମଚାଇଛି ଥେଟର ମାନଙ୍କରେ ତେବେ ଏପରି କ୍ଷେତ୍ରରେ ବହୁତ ଖୁସି ରହିଛନ୍ତି ଅରବିନ୍ଦମ ଓ ତାଙ୍କର ସାଥୀ ପରିଜନ ମାନେ ଏହି ଫିଲ୍ମ ରେ ହିରୋ ଭାବେ ଅରବିନ୍ଦମ ଓ ହିରୋଇନ୍ ଭାବେ ଏଲିନା ସାମନ୍ତରାୟ କାମ କରିଛନ୍ତି

ଏହା ପୂର୍ବରୁ ହୋଇଥିବା ଫିଲ୍ମ ଇସ୍କ ତୁ ହି ତୁ ରେ ସେମାନେ ବହୁତ ଏନ୍ଟର ଟେନ୍ କରିଥିଲେ ଓ ଏହା ସହିତ ସେହି ଫିଲ୍ମ ଟି ଦର୍ଶକ ମାନଙ୍କୁ ବହୁତ ଭଲ ଲାଗିଥିବା ବେଳେ ନିକଟ ରେ ହୋଇଥିବା ନୂଆ ଫିଲ୍ମ ରେ ବି ସେ ବହୁତ ଭଲ କାର୍ଯ କରିଛନ୍ତି ।

ଓ ଏହା ମଧ୍ୟ ଲୋକ ମାନଙ୍କ ମନକୁ ବହୁତ ଛୁଇଁ ପାରୁଛି । ତେବେ ଏପରି କ୍ଷେତ୍ରରେ ଅରବିନ୍ଦମ ଗୋଟିଏ ଇନ୍ଟର ଭିୟୁ ରେ କହିଛନ୍ତି କି ଆଗ ଫିଲ୍ମ ଠୁ ବହୁତ ଭଲ ଫିଲ୍ମ ରହିଛି ଏଇ ଫିଲ୍ମ ଟି ଓ ଆଗଥର ଯେପରି ଆମେ ମାନେ ବହୁତ କଷ୍ଟ କରିଥିଲୁ ଠିକ୍ ସେହି ପରି ଏଥର ବି ଆମେ ମାନେ ବହୁତ କଷ୍ଟ କରିଛୁ ।

ସେ ମିଡିଆ ସାମ୍ନା ବହୁତ ପ୍ରଷ୍ଟ ଭାବରେ କହିଥିଲେ ସେ ଏହି ଥର ଲୋକ ମାନଙ୍କ ପାଖରେ ଗୋଟିଏ ବିରିୟାନୀ ମାର୍କା ଫିଲ୍ମ ଟିଏ ନେଇ ଆସିଛନ୍ତି ବୋଲି ଯେଉଁଥିରେ ସବୁକିଛି ଭରିରହିଛି । ଯେପରି କି ଏକ୍ସନ ଡ୍ରାମା ଓ କମେଡି ଭଳି ବହୁତ ମିଶ୍ରଣ ଟାଇଫ ର ଫିଲ୍ମ ଟିଏ ।

ଅରବିନ୍ଦମ ଏପରି ବି କହିଥିଲେ କି ସେ ବହୁତ ବହୁତ ଧନ୍ୟବାଦ ଦେଉଛନ୍ତି ତାଙ୍କର ଟିମ କୁ କି ଏପରି ଗୋଟିଏ ଫିଲ୍ମ ତିଆରି କରିବାରେ ସେମାନେ ସଂମ୍ପୂର୍ଣ୍ଣ ଭାବେ ସାହାଯ୍ୟ କରିଛନ୍ତି । ଏହି ସବୁ କଥା କହବା ପରେ ସେ କହିଥିଲେ କି ସେ ବହୁତ ଶୀଘ୍ର ସେ ଆସୁଛନ୍ତି ଓଡିଶା ର ସବୁ ଥେଟର ମାନଙ୍କୁ ଖାସ ଆପଣ ମାନଙ୍କୁ ଦେଖିବା ପାଇଂ ।

ଏଥି ସହିତ ଏହି ଫିଲ୍ମ ରେ ହୋଇଥିବା ନାୟିକା ଏଲିନା ଙ୍କ ଖୁସି କହିଲେ ନସେରେ ଯେପରି ସେ ବହୁତ ବହୁତ ଖୁସି ରହିଛନ୍ତି ବୋଲି ସେ ମିଡିଆ ରେ କହିଥିଲେ ଓ ଫିଲ୍ମ ରିଲିଜ ହେବାର ପ୍ରଛମ ରୁ ହିଁ ଥେଟର ଗୁଡିକ ହାଉସ ଫୁଲ ରହିଥିଲା ବୋଲି ସେ କହିଥିଲେ ।

ଓଡିଆ ଇଂଣ୍ଡଷ୍ଟ୍ରି ରେ ଏପରି ଗୋଟିଏ ସିନେମା ବହୁତ କମ ଦେଖିବାକୁ ମିଳେ ବୋଲି ବି ସେ କହଛନ୍ତି । ତେବେ ଆପଣ ମାନେ କିପରି ଏହି ଫିଲ୍ମ ଟିକୁ ଏନ୍ଜୟ କଲେ ଓ ଏହା ଆପଣଙ୍କୁ କିପରି ଲାଗିଲା ତାହା ଆପଣ ଆମକୁ କମେଣ୍ଟେ କରି ଜଣାନ୍ତୁ । ଆମର ଏହି ଆର୍ଟିକାଲ ଟି ଭଲ ଲାଗିଲେ ଆପଣ ସେୟାର କରନ୍ତୁ ।

Loading...
Loading...